Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଅଲଗା ହେଲେ ପପୁଲାର ଯୋଡି, ଇନଷ୍ଟାଗ୍ରାମରୁ ଡିଲିଟ କଲେ ପୋଷ୍ଟ

Banajyotshna Ray
Browse all articles by Banajyotshna Ray
·2 years ago
ଅଲଗା ହେଲେ ପପୁଲାର ଯୋଡି, ଇନଷ୍ଟାଗ୍ରାମରୁ ଡିଲିଟ କଲେ ପୋଷ୍ଟ

ଅର୍ଗସ ବ୍ୟୁରୋ: ଚର୍ଚ୍ଚାରେ ଅଭିନେତ୍ରୀ ଶ୍ରୁତି ହାସନ। କୌଣସି ଫିଲ୍ମକୁ ନେଇ ନୁହେଁ, ତାଙ୍କ ରିୟଲ ଲାଇଫକୁ ନେଇ ଶ୍ରୁତି ଏବେ ଖୁବ ଚର୍ଚ୍ଚାରେ। କୁହାଯାଉଛି କି ତାଙ୍କର ବ୍ରେକ ଅପ୍‌ ହୋଇଛି। ମାନେ ଶ୍ରୁତି ଏବଂ ତାଙ୍କ ବୟଫ୍ରେଣ୍ଡ ଶାନ୍ତନୁ ଏବେ ଅଲଗା ହୋଇଯାଇଛନ୍ତି। ଗତ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୁତି ହାସନ ଏବଂ ତାଙ୍କ ପ୍ରେମିକ ଶାନ୍ତନୁ ହଜାରିକା। ଦୁହେଁ ଏବେ ଅଲଗା ହୋଇ ଯାଇଛନ୍ତି ଏବଂ ଆଉ ଏକାଠି ନାହାନ୍ତି। ଏହା ଉଭୟଙ୍କର ବ୍ୟକ୍ତିଗତ କାରଣ ଥିଲା ।ଏହା ବ୍ୟତୀତ ସୋସିଆଲ ମିଡିଆରୁ ଉଭୟ ପରସ୍ପରର ପୋଷ୍ଟ ଡିଲିଟ କରିବା ମଧ୍ୟ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା। ତେଣୁ ଉଭୟ ଏହାକୁ ପାରସ୍ପରିକ ସହମତିରେ ନେଇଥିଲେ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shruti Haasan broke up with boyfriend Santanu Hazarika | Argus News