Suniel Shetty / ଏମିତି ଅଭିନେତା ବି ଅଛନ୍ତି, ୪୦ କୋଟିକୁ ସମସ୍ତଙ୍କ ଆଗରେ ଫୋପାଡିଦେଲେ...
·7 months ago·2 min read

Key Points
୪୦ କୋଟିକୁ ନା କହିଦେଲେ ସୁନୀଲ ଶେଟ୍ଟୀ
କାରଣ ଜାଣିଲେ ଉଡିଯିବ ହୋସ୍
କାରଣ ଜାଣିଲେ ଉଡିଯିବ ହୋସ୍
୧୦ ହଜାର କି କିଛି ଅଳ୍ପ ଆମାଉଣ୍ଟ ନଥିଲା। ପୁରା ଥିଲା ୪୦ କୋଟି। ଆଜ୍ଞା ହଁ, ଅଭିନେତା ସୁନୀଲ ଶେଟ୍ଟୀ ୪୦ କୋଟି ଟଙ୍କାକୁ ଫୋପାଡିଦେଇଛନ୍ତି। ଯେଉଁ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ କିଛି ବର୍ଷ ଧରି ଅଭିନେତା ଶାହରୁଖ ଖାନଙ୍କଠାରୁ ଅଜୟ ଦେବଗନ ପର୍ଯ୍ୟନ୍ତ ଅନେକ ପ୍ରମୁଖ ବଲିଉଡ ସେଲିବ୍ରିଟି ଟଙ୍କା ନେଇ ତମାଖୁ ବ୍ରାଣ୍ଡକୁ ସମର୍ଥନ କରିଛନ୍ତି। ଏଥିପାଇଁ ସେମାନେ ଟ୍ରୋଲିଂର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଅଭିନେତା ସୁନୀଲ ଶେଟ୍ଟୀ ଟିକେ ନିଆରା। ସେ ମୋଟା ଅଙ୍କର ପ୍ରସ୍ତାବ ପାଇବା ପରେ ମଧ୍ୟ ଏପରି ବିଜ୍ଞାପନ କରିବାକୁ ମନା କରି ଦେଇଛନ୍ତି।
ସୁନୀଲ ଶେଟ୍ଟୀ ତାଙ୍କ ପୁଅ ଆହାନ ଶେଟ୍ଟୀଙ୍କ ଫିଲ୍ମ ‘ବର୍ଡର ୨’ ର ମୁକ୍ତିଲାଭକୁ ନେଇ ବହୁତ ଉତ୍ସାହିତ ଥିଲେ । ‘ବର୍ଡର ୨’ ହେଉଛି ଜେ.ପି. ଦତ୍ତାଙ୍କ ୧୯୯୭ ବ୍ଲକବଷ୍ଟର ଫିଲ୍ମ ‘ବର୍ଡର’ର ଏକ ସିକ୍ୱେଲ। ଏହି ଫିଲ୍ମଟି ବର୍ତ୍ତମାନ ଭଲ କଲେକ୍ସନ କରିଛି। ଏହି ଫିଲ୍ମରେ ଅଭିନୟ କରିଥିବା ସବୁ କଳାକାର ଭଲ ଅଭିନୟ କରିଛନ୍ତି। ସୁନୀଲ ଥରେ ଏକ ତମାଖୁ ବ୍ରାଣ୍ଡକୁ ସମର୍ଥନ କରିବା ପାଇଁ ୪୦ କୋଟି ଟଙ୍କାର ପ୍ରସ୍ତାବ ପାଇଥିଲେ, କିନ୍ତୁ ଅଭିନେତା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାର କାରଣ ପ୍ରକାଶ କରି ସେ କହିଥିଲେ, ମୁଁ ମୋ ସ୍ବାସ୍ଥ୍ୟ ପାଇଁ ସବୁକିଛି। ମୋ ଶରୀର ମୋତେ ଫିଲ୍ମ ଶିଳ୍ପରେ କ୍ୟାରିୟାର୍ କରିବାକୁ ସୁଯୋଗ ଦେଇଥିଲା।
ଏଥିସହ ପଢ଼ନ୍ତୁ: ଦୁଇ ସାଙ୍ଗ ମିଶି ମାରିଦେଲେ ପ୍ରେମିକାକୁ, ଏମିତି କରିଥିଲେ ପ୍ଲାନ...
ଯଦି ମୁଁ ଏହାକୁ ମୋର ପୂଜାସ୍ଥଳ ଭାବରେ ଗ୍ରହଣ ନ କରେ, ତେବେ ମୁଁ ନିଜକୁ ଅନ୍ୟାୟ କରିବି। ମୁଁ ଆଜି ସିନେମା କିମ୍ବା ବକ୍ସ ଅଫିସ ଦୃଷ୍ଟିରୁ ଏତେ ଲୋକପ୍ରିୟ ନ ହୋଇପାରେ, କିନ୍ତୁ ଆଜି ମଧ୍ୟ ୧୭ ରୁ ୨୦ ବର୍ଷ ବୟସର ପିଲାମାନେ ମୋତେ ସମ୍ମାନ ଦିଅନ୍ତି। ଏହା ସତ୍ୟ। ସେ ଆହୁରି କହିଛନ୍ତି, ମୋତେ ଏକ ତମାଖୁ ବିଜ୍ଞାପନ ପାଇଁ ୪୦ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ମୁଁ ଏହାକୁ ପ୍ରତ୍ୟାଖାନ କରିଥିଲି। ହୁଏତ ମୋତେ ଟଙ୍କାର ଆବଶ୍ୟକତା ଥିଲା, ତଥାପି ମୁଁ ନାଁ କହିଥିଲି। ମୁଁ ଏପରି କିଛି କରିବି ନାହିଁ ଯାହା ଉପରେ ମୁଁ ବିଶ୍ୱାସ କରେ ନାହିଁ, କାରଣ ଏହା ଆହାନ, ଆଥିୟା ଏବଂ ରାହୁଲଙ୍କ ଛବିକୁ ଖରାପ କରିବ। ସୁନୀଲ ଶେଟ୍ଟୀଙ୍କର ଅନେକ ଫ୍ୟାନ ଫଲୋର୍ସ ରହିଛନ୍ତି, ଏବେବି ତାଙ୍କ ଫିଲ୍ମ ଆସିଲେ ହୁଏ ଦର୍ଶକଙ୍କ ପ୍ରବଳ ଭିଡ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories