Bollywood News / ବକ୍ସ ଅଫିସରେ ଧମାଲ ମଚାଉଛି ମୁଭି `ତେରେ ଇସ୍କ ମେଁ'
·9 months ago·2 min read

Key Points
୧୨ ବର୍ଷ ପରେ, ଆନନ୍ଦ ଏଲ୍. ରାୟ ତାଙ୍କର ସୁପରହିଟ୍ ଫିଲ୍ମ“ରାଞ୍ଝଣା” ର ସିକ୍ୱେଲ୍ ସହିତ ଫେରିଛନ୍ତି । ଟ୍ରେଲର ପରେ ଫିଲ୍ମଟିକୁ ଦର୍ଶକ ଅପେକ୍ଷା କରିଥିଲେ ଏବଂ ରିଲିଜ୍ ହେବା ପରେ ଏହାକୁ ବେଶ ଭଲ ସକାରାତ୍ମକ ପ୍ରତିକ୍ରିୟା ମିଳିଛି ।
ବଡ଼ ବଡ଼ ସୁପରଷ୍ଟାରଙ୍କୁ ବି ପଛରେ ପକାଇଦେଲେ ଧନୁଷ । ଫିଲ୍ମ ‘ରକ୍ଷଣ’ ସହିତ ବଲିଉଡରେ ଏକ ଧମାକାଦାର ଡେବ୍ୟୁ କରିଥିବା ଅଭିନେତା ଧନୁଷଙ୍କ ଏକ ନୂଆ ଫିଲ୍ମ ‘ତେରେ ଇସ୍କ ମେ’ ନିକଟରେ ପ୍ରେକ୍ଷାଳୟରେ ରିଲିଜ ହୋଇଛି । ସିନେମାଟି ପ୍ରଥମ ଦିନରେ ବେଶ ଭଲ ରୋଜଗାର କରିଛି । ଧନୁଷଙ୍କ ଅନେକ ଫିଲ୍ମ ଏତେ ସଫଳତା ପାଇନାହିଁ। ତଥାପି, ପୁଣିଥରେ, ଧନୁଷଙ୍କ ପ୍ରେମ କାହାଣୀ ଦେଖିବାକୁ ପ୍ରଶଂସକମାନେ ସିନେମା ହଲରେ ଧାଡ଼ି ଲଗାଇଛନ୍ତି।
୧୨ ବର୍ଷ ପରେ, ଆନନ୍ଦ ଏଲ୍. ରାୟ ତାଙ୍କର ସୁପରହିଟ୍ ଫିଲ୍ମ“ରାଞ୍ଝଣା” ର ସିକ୍ୱେଲ୍ ସହିତ ଫେରିଛନ୍ତି । ଟ୍ରେଲର ପରେ ଫିଲ୍ମଟିକୁ ଦର୍ଶକ ଅପେକ୍ଷା କରିଥିଲେ ଏବଂ ରିଲିଜ୍ ହେବା ପରେ ଏହାକୁ ବେଶ ଭଲ ସକାରାତ୍ମକ ପ୍ରତିକ୍ରିୟା ମିଳିଛି । ପ୍ରଥମ ଦିନରେ ଫିଲ୍ମଟି ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଥିଲା। ଆସନ୍ତୁ ଜାଣିବା ଏହାର ପ୍ରଥମ ଦିନର କଲେକ୍ସନ୍ କିପରି ଥିଲା।
ଅଧିକ ପଢ଼ନ୍ତୁ: “କପିଲ୍ ଶର୍ମାଙ୍କୁ ହତ୍ୟା ଯୋଜନା କରିଥିଲା ଗୋଲ୍ଡି ଢିଲୋନ ଗ୍ୟାଙ୍ଗ...”, କାନାଡା କାଫେ ଗୁଡ଼ିମାଡ଼ ଘଟଣାରେ ବଡ଼ ଖୁଲାସା
ଏକ ରିପୋର୍ଟ ଅନୁଯାୟୀ, ଯଦିଓ ଫିଲ୍ମର ଦ୍ୱିତୀୟ ଦିନର କଲେକ୍ସନର ସଂଖ୍ୟା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ପ୍ରକାଶିତ ହୋଇନାହିଁ କିନ୍ତୁ ରିପୋର୍ଟ ଅନୁସାରେ ଫିଲ୍ମଟି ଦ୍ୱିତୀୟ ଦିନରେ ୧୭ କୋଟି ଟଙ୍କା ସଂଗ୍ରହ କରିଛି। ଯଦି ଫିଲ୍ମଟି ଦ୍ୱିତୀୟ ଦିନରେ ୧୭ କୋଟି ଟଙ୍କା ରୋଜଗାର କରେ, ତେବେ ଏପର୍ଯ୍ୟନ୍ତ ଏହାର ମୋଟ କଲେକ୍ସନ ୩୩ କୋଟି ଟଙ୍କାରେ ପହଞ୍ଚିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଫିଲ୍ମଟି ଧନୁଷଙ୍କ ଦ୍ୱିତୀୟ ସର୍ବାଧିକ ହିନ୍ଦୀ ଆୟକାରୀ ଫିଲ୍ମ ହୋଇପାରିଛି। ତେରେ ଇସ୍କ ମେ, କୁବେରା (୨.୧୭ କୋଟି), ରିଆନ (୧.୭୪ କୋଟି) ଏବଂ କ୍ୟାପ୍ଟେନ ମିଲର (୩.୧୪ କୋଟି)ଙ୍କୁ ପଛରେ ପକାଇ ଦେଇଛି। ଯଦି ଏହି ହାରରେ ଫିଲ୍ମଟି ରୋଜଗାର ଜାରି ରଖେ, ତେବେ ଏହା ଖୁବ୍ ଶୀଘ୍ର ରାଞ୍ଝଣାକୁ ପଛରେ ପକାଇଦେବ । ରାଞ୍ଝଣା ବକ୍ସ ଅଫିସରେ ୬୦.୨୨ କୋଟି ଟଙ୍କା କଲେକ୍ସନ ଥିଲା।
ତେରେ ଇସ୍କ ମେଁ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମଟି ଟି-ସିରିଜ୍ ଏବଂ କଲର୍ସ ୟେଲୋ ପ୍ରଡକ୍ସନ୍ ଦ୍ୱାରା ପ୍ରଯୋଜିତ। ଆନନ୍ଦ ଏଲ୍. ରାୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ଗୀତଗୁଡ଼ିକ ଇର୍ଶାଦ କାମିଲ୍ ଲେଖିଛନ୍ତି। ଏହି ଫିଲ୍ମରେ ମୁକ୍ତି ଏବଂ ଶଙ୍କରଙ୍କ ପ୍ରେମ କାହାଣୀକୁ ଦର୍ଶାଯାଇଛି। ମୁକ୍ତି ଭୂମିକାରେ କୃତି ସାନନ୍ ଅଭିନୟ କରିଛନ୍ତି, ଏବଂ ଶଙ୍କର ଭୂମିକାରେ ଧନୁଷ ଅଭିନୟ କରିଛନ୍ତି।

Related Topics
Explore more stories