Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଶୁଟିଂ ସମୟରେ ବିଜୟଙ୍କର ମୁଣ୍ଡ ଓ ହାତରେ ଲାଗିଛି ଚୋଟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଶୁଟିଂ ସମୟରେ ବିଜୟଙ୍କର ମୁଣ୍ଡ ଓ ହାତରେ ଲାଗିଛି ଚୋଟ

ଅର୍ଗସ ବ୍ୟୁରୋ:  ଆସିଛି ଏକ ବଡ଼ ଖବର । ବିଜୟଙ୍କୁ ଭଲ ପାଉଥିବା ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଦୁଃଖ ସାମ୍ନାକୁ ଆସିଛି। ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଆହତ ହୋଇଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏଖବର ପରେ ତାଙ୍କ ଫ୍ୟାନ୍ସଙ୍କ ମହଲରେ ଚିନ୍ତା ବଢ଼ିଯାଇଛି। ଫିଲ୍ମ ଶୁଟିଂ ସମୟରେ ବିଜୟଙ୍କର ମୁଣ୍ଡ ଓ ହାତରେ ଚୋଟ ଲାଗିଥିବା ଜଣାପଡ଼ିଛି ।

ବର୍ତ୍ତମାନ ସମୟରେ ବିଜୟ ତାଙ୍କର ଆଗମୀ ଫିଲ୍ମ ‘ଦି ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍’ର ଶୁଟିଂରେ ବ୍ୟସ୍ତ ରହିଛନ୍ତି ।  ଫିଲ୍ମ ଗିଲ୍ଲୀକୁ ନେଇ ନିର୍ମାତାଙ୍କ ସହିତ ଆଲୋଚନା କରିଥିଲେ । ଅଭିନେତାଙ୍କୁ ସମ୍ମାନିତ କରାଯାଇ ବେକରେ ଏକ ଫୁଲ ହାର ପିନ୍ଧାଯାଇଥିଲା । ଉକ୍ତ ଫଟୋ ସୋସିଆଲ ମିଡ଼ିଆରେ ଦ୍ରୁତ ଭାବେ ଭାଇରାଲ ହୋଇଯାଇଥିଲା । ସେହି ଫଟୋରେ ବିଜୟଙ୍କର ହାତରେ କିଛି ଆଘାତ ଲାଗିଥିବା ଦେଖାଯାଇଥିଲା । ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

Sponsored
Thalapathy Vijay's Left Hand Injured, Fans Spot It After Pictures Of Him Casting Vote Surfaced | Argus News