Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ମୋ ନାଁ ରିଷଭଙ୍କ ସହ ଯୋଡାଯିବା ସମ୍ପୂର୍ଣ୍ଣ ଭିତ୍ତିହୀନ: ଉର୍ବଶୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମୋ ନାଁ ରିଷଭଙ୍କ ସହ ଯୋଡାଯିବା ସମ୍ପୂର୍ଣ୍ଣ ଭିତ୍ତିହୀନ: ଉର୍ବଶୀ

ଅର୍ଗସ ବ୍ୟୁରୋ:  ମୁହଁ ଖୋଲିଲେ ଅଭିନେତ୍ରୀ ଉର୍ବଶୀ ରଉତେଲା । ଗୁଜବର ପ୍ରଭାବ ତାଙ୍କ ଜୀବନରେ ପ୍ରଭାବ ବିଷୟରେ କହିଛନ୍ତି। ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା ପରେ ଏହି ପ୍ରଶ୍ନ ଅନେକ ଥର ଲୋକଙ୍କ ମନରେ ଉଠିଛି କି ପନ୍ତଙ୍କ ପ୍ରତି ତାଙ୍କ ପ୍ରକୃତରେ ଦୁର୍ବଳତା ଅଛି କି। ୨୦୨୨ରେ ଉର୍ବଶୀ ଏକ ସାକ୍ଷାତକାରରେ କହିଥିଲେ, ଆରପି ନାମକ ଜଣେ ବ୍ୟକ୍ତି ତାଙ୍କୁ ଏକ ହୋଟେଲରେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ। ଏହା ପରେ ଆରପି ଅର୍ଥ ରିଷଭ ପନ୍ତଙ୍କ ବୋଲି କୁହାଯାଇଥିଲା। ଏହାସହ ଉର୍ବଶୀ ପ୍ରେମ ଏବଂ ପ୍ରତାରଣା ବିଷୟରେ ଏକ କ୍ରିପ୍ଟିକ ପୋଷ୍ଟ ମଧ୍ୟ ଶେୟାର କରିଥିଲେ। ଏହାପରଠାରୁ ପନ୍ତ ଏବଂ ଉର୍ବଶୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମୋ ଜୀବନରେ ଥିବା ଆରପି ହେଉଛି ତାଙ୍କ ସହ-ଅଭିନେତା ରାମ ପୋଥିନେନି ବୋଲି ଉର୍ବଶୀ କହିଛନ୍ତି।

ସେ କହିଛନ୍ତି, ମୋ ନାଁ ରିଷଭଙ୍କ ସହ ଯୋଡାଯିବା ସମ୍ପୂର୍ଣ୍ଣ ଭିତ୍ତିହୀନ। ମୁଁ ମୋର ବ୍ୟକ୍ତିଗତ ଜୀବନକୁ ସିକ୍ରେଟ୍‌ ରଖିବାକୁ ପସନ୍ଦ କରେ। ମୋର ଧ୍ୟାନ କେବଳ ମୋ କ୍ୟାରିୟର ଉପରେ ଅଛି ଏବଂ ମୁଁ ମୋର କାର୍ଯ୍ୟ ପ୍ରତି ଆଗ୍ରହୀ। ତେବେ ଉର୍ବଶୀଙ୍କ ଏହି ପୋଷ୍ଟ ବର୍ତ୍ତମାନ ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored