Videos
|
Entertainment

ଆହତ ହେଲେ ଭିକି, ହାତରେ ପଟି ବାନ୍ଧି ଆସିଲେ ନଜର

Banajyotshna Ray
Browse all articles by Banajyotshna Ray
·2 years ago
ଆହତ ହେଲେ ଭିକି, ହାତରେ ପଟି ବାନ୍ଧି ଆସିଲେ ନଜର

ଅର୍ଗସ ବ୍ୟୁରୋ: ଦୁର୍ଘଟଣାର ଶିକାର ହେଲେ ଅଭିନେତା ଭିକି କୌଶଲ। ଦୁର୍ଘଟଣାରେ ଅଭିନେତା ଆହତ ହୋଇଛନ୍ତି। ଏ କବର ପରେ ତାଙ୍କ ଫ୍ୟାନ୍ସଙ୍କ ମହଲରେ ଦୁଃଖ ଛାଇ ଯାଇଛି। କେମିତି ଏହା ହେଲା ତାକୁ ନେଇ ପ୍ରଶଂସକ ମହଲରେ ଚିନ୍ତା। ତାଙ୍କ ହାତରେ ଆଘାତ ଲାଗିଛି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ହେଉଛି। ଏହା ଦେଖିବା ପରେ ଅଭିନେତାଙ୍କ ପ୍ରଶଂସକମାନେ ମଧ୍ୟ ଟେନସନରେ ଅଛନ୍ତି। 

ସାମ୍ନାକୁ ଆସିଥିବା ଏହି ଭିଡିଓରେ ଅଭିନେତା ତାଙ୍କ କାରରୁ ଓହ୍ଲାଉଥିବାର ନଜର ଆସିଛନ୍ତି। ଅଭିନେତାଙ୍କ ହାତ ପ୍ଲାଷ୍ଟର ହୋଇଥିବା ଦେଖାଯାଉଛି। ତାଙ୍କ ବାମ ହାତ ବର୍ତ୍ତମାନ ଆଘାତପ୍ରାପ୍ତ ଦେଖାଯାଉଛି। ତାଙ୍କର ଗୋଟିଏ ହାତରେ ପାଣି ବୋତଲ ଏବଂ ଅନ୍ୟ ହାତରେ ଏକ ପ୍ଲାଷ୍ଟର ବନ୍ଧା ହୋଇଥିବା ଦେଖାଯାଉଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Vicky Kaushal has reportedly injured himself on set of his next film 'Chhava. | Argus News