Zarine Khan Last Rites / କାହିଁକି ହିନ୍ଦୁ ରୀତିନୀତିରେ ମାଆଙ୍କ ଅନ୍ତିମ ସଂସ୍କାର କଲେ ଅଭିନେତା ଜାୟଦ ଖାନ? କହିଲେ ସତ
·5 months ago·2 min read

Key Points
ମୁସଲିମ ହୋଇ ବି ହିନ୍ଦୁ ରୀତିନୀତିକୁ ଆପଣାଇଲେ
ହିନ୍ଦୁ ପରମ୍ପରାରେ ମାଆଙ୍କ କଲେ ଅନ୍ତିମ ସଂସ୍କାର
ଏବେ ଏହା ପଛର ସତ କହିଲେ ଅଭିନେତା ଜାୟଦ ଖାନ
ହିନ୍ଦୁ ପରମ୍ପରାରେ ମାଆଙ୍କ କଲେ ଅନ୍ତିମ ସଂସ୍କାର
ଏବେ ଏହା ପଛର ସତ କହିଲେ ଅଭିନେତା ଜାୟଦ ଖାନ
ପୂର୍ବ ଅଭିନେତ୍ରୀ ତଥା ଅଭିନେତା ଜାୟଦ ଖାନଙ୍କ ମାଆ ଜରିନ ଖାନଙ୍କ ଗତବର୍ଷ ମୁମ୍ବାଇ ସ୍ଥିତ ବାସଭବନରେ ମୃତ୍ୟୁ ହୋଇଥିଲା । ଏହାପରେ ପୁଅ ଜାୟଦ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ତେବେ ସେ ମୁସଲିମ ହୋଇ କାହିଁକି ହିନ୍ଦୁ ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର କରୁଛନ୍ତି ବୋଲି ଅନେକ ପ୍ରଶ୍ନ କରିଥିଲେ । ଏବେ ଅଭିନେତା ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ଜାୟଦ ଖାନ ନିଜ ମାଆ ଜରିନ ଖାନଙ୍କ ଶେଷ ଇଚ୍ଛାର ଖୁଲାସା କରିବା ସମୟରେ ଭାବବିହ୍ଵଳ ହୋଇପଡ଼ିଥିଲେ । ଏହାସହିତ ମାଆ ଜରିନ ଖାନ ମୁସଲିମ ପରିବାରରେ ବିବାହ କରିବା ସହ ପାର୍ସୀ ବଂଶର ହେବା ସତ୍ତ୍ଵେ କାହିଁକି ହିନ୍ଦୁ ରୀତିନୀତିରେ ନିଜର ଅନ୍ତିମ ସଂସ୍କାର ଚାହୁଁଥିଲେ, ତାର ମଧ୍ୟ ଖୁଲାସା କରିଛନ୍ତି ।

- 'ଆମ ଘରେ ମାନବିକତା ସର୍ବୋପରି'
- କଣ ଥିଲା ଜରିନ ଖାନଙ୍କ ଶେଷ ଇଚ୍ଛା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଫେରାରି ଠାରୁ ଆରମ୍ଭ କରି ଡିଫେଣ୍ଡର ପର୍ଯ୍ୟନ୍ତ, ଗୋଟିଏ ମାସରେ ତିନୋଟି କାର: ପ୍ରଥମେ ପୁଅ ଏବେ ପ୍ରେମିକା
- କିଏ ଜରିନ ଖାନ ?
Related Topics
Explore more stories