ସତରେ କ’ଣ ମିଠା ଖାଇଲେ ହୁଏ ଡାଇବେଟିସ?
Banajyotshna Ray1 year ago2 min read ଅର୍ଗସ ବ୍ୟୁରୋ: ମିଠା ଖାଇଲେ ଡାଇବେଟିସ ହୁଏ ନା ନାହିଁ ? ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି। କାହିଁକି ନା ରୋଗ କହିଲେ ବର୍ତ୍ତମାନ କେବଳ ଯାହାଠୁ ଶୁଣିବ ଡାଇବେଟିସ ହୋଇଛି। ଡାଇବେଟିସ ହେଲା ମାତ୍ରକେ ସମସ୍ତେ କହିବେ ଯେ ମିଠା ଖାଇବା ଛାଡ