Gold Price Today / ରାକ୍ଷୀ ପୂର୍ଣ୍ଣିମାରେ ଶସ୍ତା ହେଲା ସୁନା-ରୁପା, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର...
·16 mins ago·2 min read

Key Points
ରାକ୍ଷୀ ପୂର୍ଣ୍ଣିମାରେ ସୁନା ଶସ୍ତା
ଆଜିର ରେଟ୍ ଜାଣିଲେ ଖୁସି ହେବେ
ରୁପା ବି ହେଲା ଶସ୍ତା
ଆଜିର ରେଟ୍ ଜାଣିଲେ ଖୁସି ହେବେ
ରୁପା ବି ହେଲା ଶସ୍ତା
ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଭଲ ଖବର । ଲଗାତାର ଦୁଇ ଦିନ ହେଲା ସୁନା ଓ ରୁପା ଦରରେ ହ୍ରାସ ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୮୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୭୧୦ ଟଙ୍କା ଶସ୍ତା ହୋଇଛି । ସେପଟେ ରୁପା ଦର ମଧ୍ୟ କମିଛି । ତେବେ ଏହି ଦର ହ୍ରାସ ପଛରେ କ'ଣ ରହିଛି କାରଣ ଏବଂ ଆପଣଙ୍କ ସହରରେ ଆଜି ସୁନା-ରୁପା ଦର କେତେ—ଆସନ୍ତୁ ଜାଣିବା ।
ସେହିପରି ରୁପା ଦରରେ ମଧ୍ୟ ସାମାନ୍ୟ ହ୍ରାସ ହୋଇଛି । ଦିଲ୍ଲୀରେ ଏକ କିଲୋଗ୍ରାମ ରୁପା ୧୦୦ ଟଙ୍କା ଶସ୍ତା ହୋଇ ୨,୫୯,୯୦୦ ଟଙ୍କାରେ ବିକ୍ରି ହେଉଛି । ମୁମ୍ବାଇ ଓ କୋଲକାତାରେ ମଧ୍ୟ ରୁପାର ଦାମ କିଲୋ ପିଛା ୨,୫୯,୯୦୦ ଟଙ୍କା ରହିଛି ।
MCXରେ ମଧ୍ୟ ସୁନା-ରୁପା ଦର ଖସିଲା
ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା MCXରେ ମଧ୍ୟ ସୁନା ଓ ରୁପା ଫ୍ୟୁଚର୍ସ ଦରରେ ହ୍ରାସ ଦେଖାଯାଇଛି । ସକାଳେ ରୁପାର ଫ୍ୟୁଚର୍ସ ଦର ୧,୫୦୦ ଟଙ୍କା କମି ୨,୩୯,୦୫୦ ଟଙ୍କାକୁ ଖସିଥିଲା । ସେହିପରି ସୁନାର ଦର ୧,୧୦୦ ଟଙ୍କା କମି ୧୦ ଗ୍ରାମ ପିଛା ୧,୫୭,୮୪୨ ଟଙ୍କା ହୋଇଥିଲା ।
ଦିଲ୍ଲୀରେ ସୁନା ଦର
ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ଦାମ ୧,୬୩,୧୨୦ ଟଙ୍କା, ୨୨ କ୍ୟାରେଟ୍ ସୁନା ୧,୪୯,୫୪୦ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ୧,୨୨,୩୮୦ ଟଙ୍କା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୁମ୍ବାଇରେ ସୁନା ଦର
ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧,୬୨,୯୭୦ ଟଙ୍କା, ୨୨ କ୍ୟାରେଟ୍ ୧,୪୯,୩୯୦ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ୧,୨୨,୨୩୦ ଟଙ୍କା ରହିଛି ।
ଅନ୍ୟ ପ୍ରମୁଖ ସହରରେ ଦର
ଚେନ୍ନାଇ: ୨୪ କ୍ୟାରେଟ୍ ୧,୬୨,୯୭୦ ଟଙ୍କା, ୨୨ କ୍ୟାରେଟ୍ ୧,୪୯,୩୯୦ ଟଙ୍କା ଏବଂ ୧୮ କ୍ୟାରେଟ୍ ୧,୨୭,୦୯୦ ଟଙ୍କା ରହିଛି
ବେଙ୍ଗାଲୁରୁ: ୨୪ କ୍ୟାରେଟ୍ ୧,୬୨,୯୭୦ ଟଙ୍କା, ୨୨ କ୍ୟାରେଟ୍ ୧,୪୯,୩୯୦ ଟଙ୍କା ଏବଂ ୧୮ କ୍ୟାରେଟ୍ ₹୧,୨୨,୨୩୦ ଟଙ୍କା ରହିଛି
ଲକ୍ଷ୍ନୌ: ୨୪ କ୍ୟାରେଟ୍ ୧,୬୩,୧୨୦ ଟଙ୍କା, ୨୨ କ୍ୟାରେଟ୍ ୧,୪୯,୫୪୦ ଟଙ୍କା ଏବଂ ୧୮ କ୍ୟାରେଟ୍ ₹୧,୨୨,୩୮୦ ଟଙ୍କା ରହିଛି
କାହିଁକି କମିଲା ସୁନା-ରୁପା ଦର ?
ବିଶ୍ୱ ବଜାରର ପ୍ରଭାବ ଯୋଗୁଁ ଭାରତରେ ସୁନା ଓ ରୁପା ଦର ଉପରେ ଚାପ ସୃଷ୍ଟି ହୋଇଛି । ଆମେରିକୀୟ ଡଲାର ମଜବୁତ ହେବା ସହିତ ବଣ୍ଡ୍ ୟିଲ୍ଡରେ ବୃଦ୍ଧି ହୋଇଛି । ଏହାର ପ୍ରଭାବରେ ସୁନା ଓ ରୁପାର ଚାହିଦା ଉପରେ ଚାପ ପଡ଼ିବା ସହ ଦରରେ ହ୍ରାସ ଦେଖାଯାଇଛି ।

Related Topics
Explore more stories