India Gold Stock / କେଉଁ ଦେଶରେ ଅଛି ସବୁଠୁ ଅଧିକ ସୁନା ଭଣ୍ଡାର ? ତାଲିକାରେ ଭାରତ କେଉଁଠି ?
·1 hour ago·2 min read

Key Points
ବର୍ଷେ ଯାଏଁ ସୁନା ନକିଣିବାକୁ ଅପିଲ୍ କରିଛନ୍ତି ପିଏମ ମୋଦି
ଆପଣ ଜାଣନ୍ତି କି କେଉଁ ଦେଶରେ ସୁନାର ଅଛି ବିପୁଳ ଭଣ୍ଡାର ?

'ବର୍ଷେ ପର୍ଯ୍ୟନ୍ତ ସୁନା କିଣନାହିଁ' । କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶବାସୀଙ୍କୁ ଅପିଲ୍ କରିଥିଲେ । ଘରେ ବିବାହ ହେଉ କି ଅନ୍ୟ କୌଣସି ଉତ୍ସବ, ବର୍ଷେ ପର୍ଯ୍ୟନ୍ତ ସୁନା କିଣାଠାରୁ ଦୂରେଇ ରୁହନ୍ତୁ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଜାରି ଥିବାବେଳେ ଭାରତରେ ବିଦେଶୀ ମୁଦ୍ରାକୁ ବଞ୍ଚାଇବା ଲାଗି ମୋଦି ଏହି ଅନୁରୋଧ କରିଥିଲେ । ତେବେ କଣ ଆପଣ ଜାଣନ୍ତି ଭାରତ ପାଖରେ ମୋଟ କେତେ ସୁନା ଅଛି ଏବଂ ସାରା ବିଶ୍ଵରେ ସବୁଠୁ ଅଧିକ ସୁନା ଭଣ୍ଡାର କେଉଁ ଦେଶ ନିକଟରେ ଅଛି ?
୨. ଜର୍ମାନୀ- ସବୁଠୁ ଅଧିକ ସୁନା ରଖିଥିବା ଦେଶଗୁଡ଼ିକ ତାଲିକାରେ ଦ୍ଵିତୀୟ ସ୍ଥାନରେ ଅଛି ଜର୍ମାନୀ । ଏହି ଦେଶ ପାଖରେ ପ୍ରାୟ ୩.୩୫୧.୫ ଟନ୍ ସୁନା ଅଛି । ଏହି ଦେଶରେ ସୁନା ପରିମାଣ ଲଗାତାର ଭାବରେ ବଢିବାରେ ଲାଗିଛି ।
୩. ଇଟାଲୀ- ସବୁଠୁ ଅଧିକ ସୁନା ରଖୁଥିବା ଦେଶଗୁଡ଼ିକ ତାଲିକାର ତୃତୀୟରେ ଅଛି ଇଟାଲୀ । ଇଟାଲୀ ପାଖରେ ୨.୪୫୨ ଟନ୍ ସୁନା ଅଛି ।
୪. ଫ୍ରାନ୍ସ- ଗୋଲ୍ଡ ରିଜର୍ଭରେ ଚତୁର୍ଥ ବୃହତ ଦେଶ ହେଉଛି ଫ୍ରାନ୍ସ ଏବଂ ଏହି ଦେଶ ନିକଟରେ ପ୍ରାୟ ୨୪୩୭ ଟନ୍ ସୁନା ଅଛି ।
୫. ଋଷ- ଏହି ତାଲିକାର ତୃତୀୟରେ ଅଛି ଋଷ ଏବଂ ଏହି ଦେଶ ସବୁଠୁ ଅଧିକ ସୁନା କିଣୁଥିବା ଦେଶଗୁଡ଼ିକ ମଧ୍ୟରେ ବି ସାମିଲ । ଏହି ଦେଶ ନିକଟରେ ୨,୩୩୩ ଟନ୍ ସୁନା ଅଛି ।
୬. ଚୀନ- ଅଧିକ ସୁନା କିଣୁଥିବା ଦେଶଗୁଡ଼ିକର ଶୀର୍ଷରେ ଅଛି ଚୀନ, ଏହା ସହିତ ଗୋଲ୍ଡ ପ୍ରଡ୍ୟୁସର ବା ଉତ୍ପାଦନକାରୀ ଦେଶ ମଧ୍ୟ । କିନ୍ତୁ ସୁନା ଭଣ୍ଡାର ତାଲିକାରେ ଏହା ଶୀର୍ଷ-୧୦ ଦେଶଗୁଡ଼ିକ ମଧ୍ୟରେ ଷଷ୍ଠ ସ୍ଥାନରେ ଅଛି । ଭାରତର ପଡ଼ୋଶୀ ଦେଶ ଚୀନରେ ୨,୩୦୩.୫୦ ଟନ୍ ସୁନା ଅଛି ।
୭. ସ୍ଵିଜରଲ୍ୟାଣ୍ଡ- ଏହି ଦେଶ ସୁନା ଉତ୍ପାଦକ ଦେଶରେ ସାମିଲ ଏବଂ ଅନେକ ଦେଶକୁ ସୁନା ରପ୍ତାନୀ କରେ । ବିଶ୍ଵରେ ସବୁଠୁ ଅଧିକ ସୁନା ଭଣ୍ଡାର ଥିବା ଦେଶ ତାଲିକାରେ ଏହା ସପ୍ତମ ସ୍ଥାନରେ ଅଛି ଏବଂ ଏହା ପାଖରେ ୧,୦୩୯.୯୦ ଟନ୍ ସୁନା ଅଛି । ଏଠାରେ କହିରଖୁଛୁ କି, ଭାରତ ସବୁଠୁ ଅଧିକ ସୁନା ଏହି ଦେଶରୁ ଆମଦାନୀ କରେ, ଯାହାକି ମୋଟ ଆମଦାନୀର ପ୍ରାୟ ୪୦ ପ୍ରତିଶତ ।
ପଢନ୍ତୁ ଏହି ଖବର: ସୁନା ହେଲା ଆହୁରି ମହଙ୍ଗା: ରୂପା ଦର ମଧ୍ୟ ଉପରକୁ ହେଲେ କାହିଁକି ?
୮. ଭାରତ- ଭାରତର ସ୍ଵର୍ଣ୍ଣ ଭଣ୍ଡାରରେ ଲଗାତାର ବୃଦ୍ଧି ଘଟୁଛି । ସୁନେଲି ରଙ୍ଗର ଏହି ମୂଲ୍ୟବାନ ଧାତୁ ରଖୁଥିବା ଦେଶ ତାଲିକାରେ ଆମ ଦେଶ ସପ୍ତମ ସ୍ଥାନରେ ଆସେ । ଭାରତ ପାଖରେ ୮୮୦.୧୩ ଟନ୍ ସୁନା ଅଛି । ସବୁଠୁ ଅଧିକ ସୁନା ଆମଦାନୀ କରୁଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ସାମିଲ । ଭାରତ ପ୍ରତି ବର୍ଷ ପ୍ରାୟ ୭୫୦ ଟନ୍ ସୁନା ଆମଦାନୀ କରେ ।
- ନମ୍ବର-୧: ଆମେରିକା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories