Ebola Virus / ଡରାଉଛି ଇବୋଲା; ନେଲାଣି ୧୧୮ ମୁଣ୍ଡ, ଆମେରିକୀୟ ଡାକ୍ତର ବି ସଂକ୍ରମିତ
·3 months ago·2 min read

Key Points
ଦିନକୁ ଦିନ ଘାତକ ହେଉଛି ଇବୋଲା
ଏହି ଦେଶର ଜନ୍ମ ନେଲା ଜୀବନ ନେଉଥିବା ଭାରିଏଣ୍ଟ
ଚିକିତ୍ସା କରୁଥିବା ଆମେରିକା ଡାକ୍ତର ବି ସଂକ୍ରମିତ
ଏହି ଦେଶର ଜନ୍ମ ନେଲା ଜୀବନ ନେଉଥିବା ଭାରିଏଣ୍ଟ
ଚିକିତ୍ସା କରୁଥିବା ଆମେରିକା ଡାକ୍ତର ବି ସଂକ୍ରମିତ
ଆଫ୍ରିକୀୟ ଦେଶ କାଙ୍ଗୋରେ ଆତଙ୍କ ସୃଷ୍ଟି କରିଥିବା ଇବୋଲା ଭାଇରସ ସାରା ବିଶ୍ଵକୁ ଚିନ୍ତାରେ ପକାଇଛି । ଇବୋଲାର ବିରଳ ତଥା ଘାତକ 'ବୁଣ୍ଡିବୁଗ୍ୟୋ ଷ୍ଟ୍ରେନ'ରେ ସଂକ୍ରମିତ ହୋଇ ଏଯାବତ ୧୧୮ ଜଣଙ୍କ ମୃତ୍ୟୁ ଘଟିଲାଣି । ତେବେ ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା କରୁଥିବା ଆମେରିକା ଡାକ୍ତର ମଧ୍ୟ ଏବେ ଏହି ଭାଇରସର ଶିକାର ପାଲଟିଛନ୍ତି । ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଛୁଛି, ଯାହାକୁ ନେଇ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO) ଏମରଜେନ୍ସି ଘୋଷଣା କରିଛନ୍ତି ।
ସଦ୍ୟ ସୂଚନା ଅନୁସାରେ, କାଙ୍ଗୋର ଇଟୁରୀ ଓ ନର୍ଥ କିଭ୍ୟୁ ଅଞ୍ଚଳରେ ଏଯାବତ ୩୦୦ରୁ ଅଧିକ ସନ୍ଦିଗ୍ଧ ମାମଲା ଆସିଛି । ସେପଟେ ପଡ଼ୋଶୀ ଦେଶ ଉଗାଣ୍ଡାରେ ବି ଭାଇରସ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଏହି ସଂକ୍ରମଣ କିଛି ସପ୍ତାହ ପର୍ଯ୍ୟନ୍ତ ଚିହ୍ନଟ ବିନା ବ୍ୟାପିଥିଲା । ଏହାକୁ ସାଧାରଣ ଜ୍ଵର ଥଣ୍ଡା ଭାବିଥିଲେ ଲୋକେ । ମାତ୍ର ବିରଳ ଭାଇରସ ଚିହ୍ନଟ ହେବା ପରେ ପରିସ୍ଥିତି ଗମ୍ଭୀର ହୋଇସାରିଥିଲା ।

- ଆମେରିକା ଡାକ୍ତର ସଂକ୍ରମିତ
- ସଂକ୍ରମିତଙ୍କ ମଧ୍ୟରେ ୬୦% ମହିଳା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଦ୍ରୁତ ଗତିରେ ବ୍ୟାପୁଛି ଏବୋଲା ଭାଇରସ,କୌଣସି ଔଷଧ କିମ୍ବା ଟିକା ସହଜରେ ଉପଲବ୍ଧ ନାହିଁ
- 'ବୁଣ୍ଡିବୁଗ୍ୟୋ ଷ୍ଟ୍ରେନ' କଣ ?
Related Topics
Explore more stories