School Closed Tomorrow / ପ୍ରବଳ ବର୍ଷା: ଆସନ୍ତାକାଲି ସବୁ ସ୍କୁଲ ଓ କଲେଜ ବନ୍ଦ
·1 hour ago·2 min read

Key Points
ଆଜି ସନ୍ଧ୍ୟାରେ ବଡ଼ ବିପତ୍ତି
ରାଜ୍ୟରେ ଜାରି ରହିଛି ବର୍ଷା
ଆସନ୍ତାକାଲି ସବୁ ସ୍କୁଲ ଓ କଲେଜ ବନ୍ଦ
ରାଜ୍ୟରେ ଜାରି ରହିଛି ବର୍ଷା
ଆସନ୍ତାକାଲି ସବୁ ସ୍କୁଲ ଓ କଲେଜ ବନ୍ଦ
ରାଜ୍ୟରେ ପ୍ରବଳ ବର୍ଷା ଜାରି। ତୁହାକୁ ତୁହା କାଚୁଛି ବର୍ଷା। ଗଭୀର ଅବପାତ ଗୋପାଳପୁରଠାରୁ 140 କି.ମି ଦୂରରେ ଅଛି। ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ହୋଇ ଗତି କରୁଛି। 11 କିମି ବେଗରେ ଗତି କରୁଛି। ଆଜି ବିଳମ୍ବିତ ରାତି ରେ ଓଡିଶା ଆନ୍ଧ୍ର ମଧ୍ୟ ଦେଇ ଅତିକ୍ରମ କରିବ। କୋରାପୁଟ, ଗଜପତି, ଗଞ୍ଜାମ ,ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡିରେ ରେ ବର୍ଷା ଆରମ୍ଭ ହୋଇଛି। ଆଜି ସନ୍ଧ୍ୟାରେ ଛତିଶଗଡ଼ ମୁହାଁ ହେବ। ରାଜ୍ୟ ସରକାର ପ୍ରସ୍ତୁତି ହୋଇସାରିଛି। ଯୋଜନା ପ୍ରସ୍ତୁତି ହୋଇଛି। ଦୁଇଦିନ ତଳେ CS ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ୱମନ୍ତ୍ରୀ। ଅଫ୍, NDRF, ବିଭିନ୍ନ ଜିଲ୍ଲାରେ 33 ODRF 6ଟି ଜିଲ୍ଲାରେ ମୁତୟନ ହୋଇଛି।''
ଏହାସହ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସବୁ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ଅନେକ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । ଆଜି ଗଞ୍ଜାମ, ଗଜପତି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛଥିଲା । ଆଜି ସନ୍ଧ୍ୟାରେ ଅଧିକ ବର୍ଷା ଜାରି ରହିବ। ଆଜି ସନ୍ଧ୍ୟାରେ ବଡ଼ ବିପତ୍ତି ରହିଛି।''
.ଆସନ୍ତାକାଲି ସ୍କୁଲ ଛୁଟି:
ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଆସନ୍ତାକାଲି ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବର ୨୪ ତାରିଖରେ ଏହି ଦୁଇ ଜିଲ୍ଲାର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ରହିବ । ଏହା ସହିତ S&ME ଓ SSD ବିଭାଗ ଅଧୀନସ୍ଥ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAVS), ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକ ମଧ୍ୟ ଆସନ୍ତାକାଲି ବନ୍ଦ ରହିବ ।''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
9ଟି ଅତିରିକ୍ତ ଟିମ୍ ଛତ୍ରପୁରର ଅଛନ୍ତି। ଲ୍ୟାଣ୍ଡ ସ୍ଲାଇଡିଙ୍ଗ ଗୋଟେ ବଡ଼ ସମସ୍ୟା। ରାସ୍ତା ର ଉଭୟ ପକ୍ଷରେ ଆମେ ବ୍ୟାରିକେଡ଼ କରିବା । ଗଜପତି ଜିଲ୍ଲାରେ 150 ଲୋକଙ୍କୁ ସ୍ଥାନତର କରାଯାଇଛି। ଯେଉଁ ଜାଗାରେ ବର୍ଷା କିମ୍ବା ସମ୍ଭାବନା ଅଛି ତାକୁ ସ୍ଥାନାନ୍ତରିତ ପାଇଁ ଆମେ ସଜାଗ ଅଛୁ। ଅର୍ବନ ଫ୍ଲୁଡିଁ ପାଇଁ ପର୍ଯ୍ୟାପ୍ତ ପମ୍ପ ଅଛି। ଇବସ୍ୟକ ପଡ଼ିଲେ ଘରୁ ପମ୍ପ ଭଡ଼ାରେ ନେଇ କାର୍ଯ୍ୟରେ ଲଗାଇବେ ଜିଲ୍ଲାପାଳ। ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 9ଟି ଜିଲାପ୍ରତି ବିପଦ ଅଛି। ବୌଦ୍ ସୋନପୁର ଏଵଂ ଝାରସୁଗୁଡ଼ା ମଧ୍ୟ ପ୍ରଭାବିତ ହୋଇପାରେ।''
ଏଥିସହ ପଢ଼ନ୍ତୁ: ରାଜ୍ୟରେ ପ୍ରବଳ ବର୍ଷା: ୨୬ ଯାଏଁ ସରକାରୀ ଅଧିକାରୀଙ୍କୁ ଛୁଟି ମନା
କିନ୍ତୁ ଉତ୍ତର ଓଡ଼ିଶା ବେଶୀ ପ୍ରଭାବିତ ହେବନି। ଆମେ ଏ ବାବଦରେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛୁ।ରବି ନାୟକ କୋରାପୁଟ ରେ ରହି ତଦାରଖ କରିବେ, ଗୋକୁଳନନ୍ଦ ମାଲିକ ଗଜପତିରେ ରହି ପରିସ୍ଥିତିର ତଦାରକ କରିବେ। 25 ତାରିଖ ପରେ ସ୍ୱାଭାବିକ୍ ପରିସ୍ଥିତି ଫେରିଆସିବ। 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ରହିଛି। ଅରେଞ୍ଜ ଏଵଂ ରେଡ୍ ଜୋନ୍ ରେ ଥିବା ଜିଲ୍ଲାର ସବୁ ପ୍ରଶାସନିକ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଆଜି ରାତି ଗୁରୁତ୍ୟପୂର୍ଣ୍ଣ। ତେଣୁ ରାତିସାରା ଫୋନ ଖୋଲା ରଖିବାକୁ ପରାମର୍ଶ ଦିଆଯାଇଛି।''
ଅଧିକ ପଢ଼ନ୍ତୁ ପାଣିପାଗ ଖବର:

Related Topics
Explore more stories