Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ସକାଳୁ ସକାଳୁ ଥରିଲା ଜାପାନ

Jitendra Dash
Browse all articles by Jitendra Dash
·2 years ago
ସକାଳୁ ସକାଳୁ ଥରିଲା ଜାପାନ

ଅର୍ଗସ ବ୍ୟୁରୋ : ଗତ କାଲି ଭୂମିକମ୍ପରେ ଥରିଲା ତାଇୱାନ । ଆଜି ଥରିଲା ଜାପାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରହିଥିଲା । ତେବେ ଭୂକମ୍ପ ଯୋଗୁ ଏପର୍ଯ୍ୟନ୍ତ କାହାର ପ୍ରାଣ ହରାଇଥିବାର ଖବର ମିଳି ନାହିଁ।  ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଗୁରୁବାର ସ୍ଥାନୀୟ ସମୟ ସକାଳ ୯ଟାରେ ଭୂକମ୍ପ ଘଟିଛି । ଭୂକମ୍ପ ହେବାରୁ ଲୋକେ ଭୟରେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ ।

ଅଧିକ ପଢନ୍ତୁ ବିଦେଶ ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Taiwan Live Updates: 6.0 magnitude earthquake shakes northeast Japan, no tsunami alert | Argus News