Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାକିସ୍ତାନ ବାଲୋଚିସ୍ତାନରେ ବଡ଼ ଧରଣର ବିସ୍ଫୋରଣ ,୨୦ ମୃତ

International

ପାକିସ୍ତାନ ବାଲୋଚିସ୍ତାନରେ ବଡ଼ ଧରଣର ବିସ୍ଫୋରଣ ,୨୦ ମୃତ

Swayangprajna Mishra
Browse all articles by Swayangprajna Mishra
·1 year ago
ପାକିସ୍ତାନ ବାଲୋଚିସ୍ତାନରେ ବଡ଼ ଧରଣର ବିସ୍ଫୋରଣ ,୨୦ ମୃତ

ଅର୍ଗସ ବ୍ୟୁରୋ : ପାକିସ୍ତାନ ବାଲୋଚିସ୍ତାନରେ ବଡ଼ ଧରଣର ବିସ୍ଫୋରଣ । ବିସ୍ଫୋରଣରେ ୨୦ ମୃତ, ୩୦ରୁ ଅଧିକ ଗୁରୁତର ସୂଚନା । କ୍ବେଟା ରେଲୱେ ଷ୍ଟେସନ ପରିସରରେ ବିସ୍ଫୋରଣ । ବିସ୍ଫୋରଣରେ ଆତଙ୍କବାଦୀ ଲିଙ୍କ ଥାଇପାରେ ବୋଲି ଅନୁମାନ କରାଯାଉଛି । ପ୍ଲାଟଫର୍ମରୁ ଏକ ଟ୍ରେନ୍ ପେଶୱାର ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ହୋଇଥିଲା ବିସ୍ଫୋରଣ । ୋପୋଲିସର କହିବା ମୁତାବକ ଏହା ଏକ ଆତ୍ମଘାତି ବିସ୍ଫୋରଣ ହୋଇଥାଇପାରେ । କିନ୍ତୁ ବିସ୍ଫୋରଣର ପ୍ରକୃତି କାରଣ ଜଣାପଡିନାହିଁ, ଘଟଣାର ତଦନ୍ତ ଚାଲିଛି । ପୋଲିସ ବିଭାଗର ବହୁ ବିଶିଷ୍ଠ ଅଧିକାରୀ ବିସ୍ଫୋରଣ ସ୍ଥାନରେ ପହଞ୍ଚିଛନ୍ତି

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A large-scale explosion in Pakistan's Balochistan, 20 dead | Argus News