ଆଶ୍ଚର୍ଯ୍ୟ; ଜନ୍ମ ହେଲା 4 ଇଞ୍ଚ୍ ର ଲାଙ୍ଗୁଡ ବିଶିଷ୍ଟ ଶିଶୁ

ଅର୍ଗସ ବ୍ୟୁରୋ : ବଦୁଳୁଛି ସମୟ । ଦେଖିବାକୁ ମିଳିଲା ମିଳୁଛି ନୂଆ ନୂଆ ଘଟଣା । ଏଭଳି ଏକ ଘଟଣା ଦେଖିବାକୁ ଚୀନ । ଯାହା ଏ ସମୟ ପାଇଁ ପ୍ରଥମ ଘଟଣା । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଜନ୍ମକଲା ମା ଓ ବାପା । ଯାହାର ଭିଡ଼ିଓ ଏବେ ସୋସିଆଲ ଭାଇରାଲ ହେବାର ଲାଗିଛି । ଯାହା ଦେଖିଲେ ଆପଣ ବିଶ୍ବାସ କରି ପାରିବେ । ପୁଣି ସଂସାରକୁ ଆସିଲା ବାଲ ହନୁମାନ । ଯାହାର ୪ଇଞ୍ଚ ଲାଙ୍ଗୁଡ ଅଛି । ଛୁଆ ଜନ୍ମ ହେଲା ପରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ଦେଖି ଜନ୍ମକଲା ମା ଓ ବାପା ମଧ୍ୟ ଆଶ୍ଚର୍ଯ୍ୟ । ଲାଙ୍ଗୁଡ ଥିବାର ଛୁଆକୁ ଦେଖି । କେହି ଏହାକୁ ଚମତ୍କାର କହୁଥିବା ବେଳେ କିଛି ଏହାକୁ ବେମାରୀ ବୋଲି କହୁଛନ୍ତି ।
ଏହି ଭାଇରାଲ ଛୁଆ ଜଣକ ଚୀନରେ ଜନ୍ମ ହେଇଥିବା ବେଳେ ଚୀନର ହଙ୍ଗଝାଓ ଚିଲଡ୍ରେନ ହସ୍ପିଟାଲରେ ଜନ୍ମଗ୍ରହଣ କରିଛି । ଡାକ୍ତରଙ୍କ କହିବାନୁଯାୟୀ ଏହା ଏକ ଦୁର୍ଲଭ ଘଟଣା ଅଟେ । ଏଭଳି ଘଟଣା ବହୁତ କମ ଦେଖିବାକୁ ମିଳେ । ଏହା କୌଣସି ଖାସ କାରଣରୁ ହେଇଥାଏ । ଯେତେବେଳେ କିଛି ଅଙ୍ଗର ବିକାଶ ଶୀଘ୍ର ହେଇଥାଏ ଏବଂ ବ୍ରେକ ଲାଗି ନଥାଏ ତାହେଲେ ଏଭଳି ସ୍ଥିତି ଉତ୍ପନ୍ନ ହୁଏ । ପ୍ରଥମେ ଡାକ୍ତର ସନ୍ଦେହରେ ଥିଲେ ଏହା ଅଣ୍ଟା ହାଡ ବୋଲି କିନ୍ତୁ ଯେତେବେଳେ ଶରୀରର ଏମଆରଆଇ ସ୍କାନ କରାଗଲା ସେତେବେଳେ ସେମାନେ ନିଶ୍ଚତ ହେଇଗଲେ ଯେ ତାଙ୍କ ସନ୍ଦେହ ଠିକ ଥିଲା ।
ଅଧିକ ପଢନ୍ତୁ ବିଦେଶ ଖବର
📱 Get Argus News App
✨ଏହି ମାମଲା ପରେ ଡାକ୍ତର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ଯେଉଁଥରେ କହିଛନ୍ତି କି ନବଜାତ ଶିଶୁ ପିଠିରେ ୪ଇଞ୍ଚର ଲାଙ୍ଗୁଡ ଅଛି । କିନ୍ତୁ ଏହା ଚୀନରେ ପ୍ରଥମ ମାମଲା ନୁହେଁ । ଯଦି ଆମେ ଅତୀତକୁ ଯିବା ତାହେଲେ ୨୦୧୪ ମସିହାରେ ମଧ୍ୟ ଏଭଳି ଘଟଣା ଚୀନରେ ଦେଖିବାକୁ ମିଳିଛି । ଛୁଆଟିକୁ ୫ମାସ ହେବା ପରେ ଛୁଆଟିର ପଛରେ ଲାଙ୍ଗୁଡ ବାହାରି ଆସିଥିଲା । ଏହା ସେତେବେଳେ ସମ୍ଭବ ହେଇଥାଏ ଯେତେବେଳେ ଜନ୍ମ ସମୟରେ ଅଣ୍ଟା ହାଡ ମଧ୍ୟରେ ଖାଲି ସ୍ଥାନ ରହିଯାଇଥାଏ ।