Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇରାନରେ ବଡ଼ଧରଣର ବିସ୍ଫୋରଣ, ବହିଲା ରକ୍ତର ନଦୀ

International

ଇରାନରେ ବଡ଼ଧରଣର ବିସ୍ଫୋରଣ, ବହିଲା ରକ୍ତର ନଦୀ

Jitendra Dash
Browse all articles by Jitendra Dash
·2 years ago
ଇରାନରେ ବଡ଼ଧରଣର ବିସ୍ଫୋରଣ, ବହିଲା ରକ୍ତର ନଦୀ

ଅର୍ଗସ ବ୍ୟୁରୋ : ଆତଙ୍କବାଦୀଙ୍କ ଆକ୍ରମଣରେ ଇରାନ ବହିଲା ରକ୍ତର ନଦୀ । ଦୁଇଟି ବୋମା ବିସ୍ପୋରଣରେ ଥରିଲା ଇରାନ । ଏହି ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି । କାସୀମ ସୋଲେମାନିର ସ୍ମୃତି ସଭାରେ ଯୋଗ ଦେଇଥିଲେ ଶହ ଶହ ଲୋକେ । 

ଅଧିକ ପଢନ୍ତୁ ବିଦେଶ ଖବର

ରାନର ଡେପୁଟି ଗଭର୍ଣ୍ଣର ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି । ୨୦୨୦ ମସିହାରେ ଡ୍ରୋନ୍ ଆକ୍ରମଣରେ ଆମେରିକା ଜେନେରାଲ କାସୀମ ସୁଲେମାନିଙ୍କୁ ହତ୍ୟା କରିଥିଲା । ଇରାନର ସର୍ବୋଚ୍ଚ ନେତା ଅଯତୁଲ୍ଲା ଅଲି ଖାମେନଙ୍କ ପରେ ସୁଲେମାନି ଦେଶର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଗଣାଯାଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ରାସ୍ତାରେ ଅନେକ ମୃତଦେହ ଦେଖିବାକୁ ମିଳିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
At least 103 dead in bomb blasts near Iran general Qasem Soleimani's tomb | Argus News