Baba Vanga / ୨୦୨୬ ଦେଖିବ ବନ୍ୟା-ବାତ୍ୟା-ପ୍ରଳୟ ସହ ମହାଯୁଦ୍ଧ, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ
·9 months ago·3 min read

Key Points
ବାବା ଭେଙ୍ଗାଙ୍କର ଭୟଙ୍କର ଭବିଷ୍ୟବାଣୀ
ଭୂମିକମ୍ପ, ବନ୍ୟା-ବାତ୍ୟା, ପ୍ରଳୟ ସହ ମହାଯୁଦ୍ଧ ହେବ
୨୦୨୬ ରେ ସବୁ ସରିଯିବ

ବାବା ଭେଙ୍ଗା । ଯାହାଙ୍କର ଅନେକ ଭବିଷ୍ୟବାଣୀ ସତ ହେଉଛି । ବେଶ୍ କିଛି ବର୍ଷ ପୂର୍ବରୁ ସେ ଯାହା କିଛି କହିଯାଇଥିଲେ ସେଥିମଧ୍ୟରୁ ଅନେକଗୁଡିଏ ସତ ହୋଇଛି । ସାରା ବିଶ୍ବ ପାଇଁ ଭବିଷ୍ୟବାଣୀ କରିଯାଇଛନ୍ତି ବାବା ଭେଙ୍ଗା । ୨୧ତମ ଶତାବ୍ଦୀରେ ଭବିଷ୍ୟବାଣୀଗୁଡିକ ମଧ୍ୟରୁ ଅନେକ କିଛି ସତ ହେଉଥିବା ଦେଖିବାକୁ ମିଳିଛି । ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗା । ୧୯୯୬ରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ନିଜ ମୃତ୍ୟୁର ତାରିଖ ଓ ବର୍ଷ ପୂର୍ବରୁ ଘୋଷଣା କରିଥିଲେ । ଏହା ସହ ସେ ଏମିତି ଅନେକ ଭବିଷ୍ୟବାଣୀ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସତ ବି ହୋଇଛି ।
ଏହାସହ ବାବା ଭେଙ୍ଗା ୨୦୨୬କୁ ନେଇ ବଡ଼ ଭବିଷ୍ୟକାଣୀ କରିଛନ୍ତି। ଆଉ ଦିନ କେଇଟା ପରେ ଆସିବ ନୂଆବର୍ଷ ବା ୨୦୨୬। ଏହା ପୂର୍ବରୁ ସମସ୍ତେ ଜାଣିବାକୁ ଚାହୁଁଥିବେ ଯେ, ଆସନ୍ତା ବର୍ଷ ଆମର କେମିତି କଟିବ ? ବର୍ଷ ସାରା ସବୁ ଭଲ ଅଛି କି ନାଇଁ ? ବାବା ଭେଙ୍ଗା କହିଛନ୍ତି ଯେ, ଭୂମିକମ୍ପ, ବନ୍ୟା-ବାତ୍ୟା, ପ୍ରଳୟ ସହ ମହାଯୁଦ୍ଧ ଦେଖିବ ବିଶ୍ୱ । ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ପୂରା ବିଶ୍ୱକୁ କରିଛି ଭୟଭୀତ । ବାବାଙ୍କ ଭବିଷ୍ୟବାଣୀରେ ୨୦୨୬ ବର୍ଷ ପରିବର୍ତ୍ତନର ବର୍ଷ ହେବାକୁ ଯାଉଛି । ଯେଉଁଠି ପୁରୁଣା ଶକ୍ତିର ପତନ ସହ ହେବ ନୂଆ ଶକ୍ତି ହେବ ଉଦୟ । ୨୦୨୬ ବର୍ଷ ପାଇଁ ଆଉ ଦିନ କେଇଟା ବାକି ଥିବା ବେଳେ, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ପୁଣି ଥରେ ରହିଛି ଚର୍ଚ୍ଚାରେ ।
୨୦୨୬ରେ ସମଗ୍ର ବିଶ୍ୱରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଉଭା ହେବ ରୁଷ୍ । ରୁଷିଆ ସୁପରପାୱର ବା 'ଲର୍ଡ ଅଫ୍ ଦ ୱାର୍ଲ୍ଡ' ହେବ । ସେହିପରି ଚୀନ ଦୁନିଆର ସବୁଠୁ ବଡ ମିଲିଟାରୀ ଫୋର୍ସ ଓ ଆର୍ଥିକ ଶକ୍ତି ପାଲଟିବ । ଆସନ୍ତୁ ୨୦୨୬ ବର୍ଷ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଉପରେ ନଜର ପକାଇବା ।ବାବା ଭେଙ୍ଗା ପୂର୍ବାନୁମାନ କରିଛନ୍ତି ଯେ, 2026ରେ AI ଆମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବ ଏବଂ ଏହା ମଣିଷ ଉପରେ ନିୟନ୍ତ୍ରଣ ରଖିବ । ସେଥିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ । AI ବିଷୟରେ ବର୍ତ୍ତମାନର ଚିନ୍ତା ହେଉଛି ସୁରକ୍ଷା ସମସ୍ୟା ଏବଂ ସମାଜ ଉପରେ ଏହାର ପ୍ରଭାବ । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀଯେ 2026ରେ AI ଆହୁରି ଶକ୍ତିଶାଳୀ ହୋଇଯିବ । ଏହାର ପ୍ରଭାବ ଚାକିରି ଉପରେ ପକାଇବ । AI ମଧ୍ୟରେ ଘଟୁଥିବା ପରିବର୍ତ୍ତନ ମାନବ ଜୀବନ ପାଇଁ ଅନେକ ଅସୁବିଧା ସୃଷ୍ଟି କରିପାରେ । AI ଏତେ ଦ୍ରୁତ ପରିବର୍ତ୍ତନ ଆଣିବ ଯେ ମଣିଷ ପାଇଁ ସେଗୁଡ଼ିକୁ ନିୟନ୍ତ୍ରଣ କରିବା କଷ୍ଟକର ହେବ ।
ଏଥିସହ ପଢ଼ନ୍ତୁ: ଭୁଷୁଡିଲା ମନ୍ଦିର, ଚାଲିଗଲା ଭାରତୀୟ ବଂଶୋଦ୍ଭବଙ୍କ ଜୀବନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୬ରେ ଅନ୍ୟ ଜଗତ ସହିତ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରାଯାଇପାରେ । ଅର୍ଥାତ୍ ୨୦୨୬ରେ ପୃଥିବୀକୁ ଏଲିଏନ ଆସିପାରନ୍ତି । କିନ୍ତୁ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ବିଶ୍ୱରେ ବଡ଼ ଆର୍ଥିକ ସଙ୍କଟ ଦେଖାଯିବ । ମାର୍କେଟ୍ କ୍ରାସ, ବ୍ୟାଙ୍କ୍ ଫେଲ୍ୟୁଅର, ଅହେତୁକ ଦରଦାମ୍ ବୃଦ୍ଧି ଘଟିବ । ସୁନା ରେଟ୍ରେ ବଡ ପରିବର୍ତ୍ତନ ହେବ । ଅର୍ଥାତ୍ ବାବା ଭେଙ୍ଗାଙ୍କ ଅନୁସାରେ, ୨୦୨୬ରେ ସୁନା ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ । ୨୦୨୬ ଜଳବାୟୁ ପରିବର୍ତ୍ତନର ଯୋଗୁ ବହୁ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବ । ଅନେକ ସ୍ଥାନରେ, ଅତ୍ୟଧିକ ଗରମ ଏବଂ ବନ୍ୟା ହେବ । ଏମିତି କି ଅନେକ ସ୍ଥାନରେ ଭୂମିକମ୍ପ ଏବଂ ଅନ୍ୟାନ୍ୟ କ୍ଷତି ମଧ୍ୟ ଘଟାଇପାରେ । ଏବେ ଦେଖିବା ବାକି ରହିଲା, ୨୦୨୬କୁ ନେଇ ତାଙ୍କର ଭବିଷ୍ୟବାଣୀ କେତେ ସତ ହେଉଛି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories