US Venezuela War / ୟୁଏସ-ଭେନେଜୁଏଲା ଯୁଦ୍ଧକୁ ନେଇ ବାବା ଭେଙ୍ଗା କହିଥିଲେ...
·6 months ago·2 min read

Key Points
ସତ ହେଲା ବାବା ଭେଙ୍ଗାଙ୍କ ଅନୁମାନ !
ବର୍ଷ ବର୍ଷ ପୂର୍ବରୁ ଯାହା କହିଥିଲେ ତାହା ସତ ହୋଇଛି

ଯାହା କହିଥିଲେ ବାବା ଭେଙ୍ଗା ତାହା ଆଜି ସତ ହୋଇଛି। ୧୦୦୦ ବର୍ଷ ତଳେ କହିଥିଲେ ୟୁଏସ-ଭେନେଜୁଏଲା କଥା । ଆକ୍ରମଣ ନେଇ ଶହ ଶହ ବର୍ଷ ତଳେ ନୋଷ୍ଟ୍ରାଡମସ୍ ଅନୁମାନ ଲଗାଇଥିଲେ । ଶନିବାର ଥରିଥିଲା ଭେନେଜୁଏଲା । ହଠାତ ମାଡି ଆସିଥିଲା ଆମେରିକାର ଯୁଦ୍ଧ ବିମାନ । ବର୍ଷା କରିଥିଲା ବୋମା । ମରିଥିଲେ ୪୦ରୁ ଅଧିକ ବ୍ୟକ୍ତି । ଖାଲି ଏତିକି ନୁହେଁ ବରଂ ସେଠାକାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିନେଇଥିଲା । ଏବେ ଭେନେଜୁଏଲାର ଶାସନ ଭାର ୟୁଏସ ହାତରେ ବୋଲି ଡୋନାଲ୍ଡ ଟ୍ରମ୍ପ୍ କହି ସାରିଛନ୍ତି । ଏଖବର ପରେ ବର୍ତ୍ତମାନ ସବୁଠି ଚର୍ଚ୍ଚା ହେଉଛି କି, ବାବା ଭେଙ୍ଗା ଏନେଇ ବର୍ଷ ବର୍ଷ ପୂର୍ବରୁ କହିଥିଲେ।ବାବା ଭେଙ୍ଗା ମଧ୍ୟ କିଛି ଏମିତି ଭବିଷ୍ୟବାଣୀ କରିଥିଲେ ।
ସେ କହିଥିଲେ ଯେ, ପୂର୍ବ ଦେଶରେ ଚାଲୁଥିବା ବିବାଦ ବଡ ଯୁଦ୍ଧକୁ ଅଗ୍ରସର ହେବ । ଯାହାର ପ୍ରଭାବ ସାରା ଦୁନିଆ ଉପରେ ପଡିବ । ପଶ୍ଚିମ ଦେଶ ମଧ୍ୟ ଯୁଦ୍ଧର ନିଆଁରେ ଜଳିବେ ବୋଲି ସେ କହିଥିଲେ । ଏହାକୁ ନେଇ ବିଶେଷଜ୍ଞ କହୁଛନ୍ତି ଯେ, ୨୦୨୬ରେ ସମୁଦ୍ରରେ ଏକ ବଡ ଜାହାଜ ବୁଡିପାରେ । ସମୁଦ୍ର ମାର୍ଗରେ ଯୁଦ୍ଧ ସ୍ଥିତି ଉପୁଜିବ । ଏହାଦ୍ୱାରା ବନ୍ଦର ସାହାଯ୍ୟରେ ଖାଦ୍ୟ ଯୋଗାଣ ବାଧାପ୍ରାପ୍ତ ହେବ । ଆର୍ଥିକ ସ୍ଥିତି କାରଣରୁ ଅନେକ ଶକ୍ତିଶାଳୀ ନେତାଙ୍କ ପତନ ହୋଇପାରେ ।ସତ ହେଲା ନୋଷ୍ଟ୍ରାଡମସ ଏବଂ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ । ଯାହା ସେ ଆକଳନ କରିଥିଲେ ବର୍ଷର ପ୍ରଥମ ସପ୍ତାହରେ ହିଁ ବାସ୍ତବତାର ରୂପ ନେଲା । ଆମେରିକା ଭେନେଜୁଏଲା ଉପରେ ଆକ୍ରମଣ କରିବା ପରେ କିଛି ଏମିତି ଖବର ଆସୁଛି ।
ଏଥିସହ ପଢ଼ନ୍ତୁ: ବସ୍ ଡ୍ରାଇଭରରୁ ଭେନେଜୁଏଲାର ରାଷ୍ଟ୍ରପତି, ଏମିତି ଥିଲା ଭାରତ ସହ ସମ୍ପର୍କ...
ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୨୬ରେ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧ ହେବ । ଯାହା ଭବିଷ୍ୟତ ପାଇଁ ବିନାଶକାରୀ ହୋଇପାରେ । ଧର୍ମ ଏବଂ ରାଷ୍ଟ୍ରବାଦ ନାଁରେ ହିଂସା ହେବ । ମଣିଷ ମଣିଷ ମଧ୍ୟରେ ଶତ୍ରୁତା ବଢିବ । ସମୁଦ୍ରରେ ଅନେକ ଅଘଟଣ ହେବା ସହ ଯୁଦ୍ଧ ହେବ । ରାତିର ଅନ୍ଧାରରେ ଆକାଶରୁ ଆକ୍ରମଣ ହେବ ବୋଲି ମଧ୍ୟ ସେ କହିଥିଲେ । ଯାହା ଭେନେଜୁଏଲାରେ ଦେଖିବାକୁ ମିଳିଛି ।ବାବା ଭେଙ୍ଗା । ଯାହାଙ୍କର ଅନେକ ଭବିଷ୍ୟବାଣୀ ସତ ହେଉଛି । ବେଶ୍ କିଛି ବର୍ଷ ପୂର୍ବରୁ ସେ ଯାହା କିଛି କହିଯାଇଥିଲେ ସେଥିମଧ୍ୟରୁ ଅନେକଗୁଡିଏ ସତ ହୋଇଛି ।
ସାରା ବିଶ୍ବ ପାଇଁ ଭବିଷ୍ୟବାଣୀ କରିଯାଇଛନ୍ତି ବାବା ଭେଙ୍ଗା । ୨୧ତମ ଶତାବ୍ଦୀରେ ଭବିଷ୍ୟବାଣୀଗୁଡିକ ମଧ୍ୟରୁ ଅନେକ କିଛି ସତ ହେଉଥିବା ଦେଖିବାକୁ ମିଳିଛି । ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ ଯେ, ସମୟ ଏମିତି ଆସିବ ଯେବେ ମଣିଷ ନିଜେ ବନାଇଥିବା ଟେକ୍ନୋଲୋଜୀର ଗୋଲାମ ହୋଇଯିବ । ଆଉ ସେହି ଟେକ୍ନୋଲୋଜୀ ହିଁ ମଣିଷ ପାଇଁ ସାଇଲେଣ୍ଟ କିଲର ହେବ । ଆଉ ମଣିଷ ସମାଜର ପତ୍ତନର କାରଣ ହେବ । ବାବା ଭେଙ୍ଗା ଆଜି ପର୍ଯ୍ୟନ୍ତ ଯାହା ଯାହା କହିଛନ୍ତି ତାହା ବର୍ତ୍ତମାନ ସତ ହୋଇଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories