Bill Gates / ୭୦ ବର୍ଷରେ ପୁଣି ପ୍ରେମରେ ପଡ଼ିଲେ ବିଲ୍ ଗେଟ୍ସ, ଦେଲେ ଏତେ କୋଟି...
·8 months ago·2 min read

Key Points
ବିବାହ ବିଚ୍ଛେଦ ପରେ ସରିନି ପ୍ରେମ
ବିଲ୍ ଗେଟ୍ସ ଦେଖାଇଲେ ମହାନତା
ପୂର୍ବତନ ପତ୍ନୀଙ୍କ ପାଇଁ ଦେଲେ ଟଙ୍କା
ବିଲ୍ ଗେଟ୍ସ ଦେଖାଇଲେ ମହାନତା
ପୂର୍ବତନ ପତ୍ନୀଙ୍କ ପାଇଁ ଦେଲେ ଟଙ୍କା
ପୁଣି ଥରେ ପ୍ରେମରେ ପଡ଼ିଛନ୍ତି ବିଲ୍ ଗେଟ୍ସ। ୭୦ ବର୍ଷ ବୟସରେ ହେଲା ପ୍ରେମ । ଆଗରୁ ବିଲ୍ ଗେଟ୍ସଙ୍କର ବିବାହ ବିଚ୍ଛେଦ ସରିଛି। ହେଲେ ବିଚ୍ଛେଦ ପରେ ପୁଣି ଥରେ ପ୍ରେମରେ ପଡ଼ିଛନ୍ତି ବିଲ୍ ଗେଟ୍ସ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି କିଏ ସେହି ଝିଅ ? କାହା ପ୍ରେମରେ ପଡ଼ିଛନ୍ତି ବିଲ୍ ଗେଟ୍ସ।୨୦୨୧ରେ ଉଭୟ ଦମ୍ପତ୍ତି ଅଲଗା ହେଲା ପରେ୨୦୨୨ରେ ପିଭୋଟାଲ୍ ଫାଉଣ୍ଡସେନ୍ ପ୍ରତିଷ୍ଠା କରିଥିଲେ ମେଲିଣ୍ଡା ।୨୦୨୪ରେ ଏହା ୮୭୫ମିଲିୟନ ଡଲାର ବିଭିନ୍ନ କାର୍ଯ୍ୟକ୍ରମରେ ଖର୍ଚ୍ଚ କରିଛି । ଆମେରିକା ସମେତ ଅନ୍ୟ ଦେଶରେ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଛି ସଙ୍ଗଠନ ।
ସୂଚନାଯୋଗ୍ୟ, ଏବେ ବିଲ୍ ଏତେ ପରିମାଣର ଅର୍ଥ ଦାନ କରିବା ପରେ ତାଙ୍କର ମୋଟ୍ ସମ୍ପତ୍ତି୧୧୮ବିଲିୟନ ଡଲାରରେ ପହଁଚିଛି । ସେହିପରି ମେଲିଣ୍ଡାଙ୍କ ପାଖରେ ମୋଟ୍୧୭.୭ ବିଲିୟନ ଡଲାରର ସମ୍ପତ୍ତି ରହିଛି ।ସିଏ ଆଉ କେହି ନୁହଁନ୍ତି ପୂର୍ବତନ ପତ୍ନୀ ମେଲିଣ୍ଡାଙ୍କ ପ୍ରେମରେ ପଡ଼ିଛନ୍ତି ବିଲ୍ ଗେଟ୍ସ। ବିଚ୍ଛେଦ ହୋଇସାରିଛି ।ପରସ୍ପରକୁ ଦେଇଛନ୍ତି ଛାଡପତ୍ର । ତଥାପି ମନରେ ସରିନି ପ୍ରେମ । ଯାହା ଦେଖିବାକୁ ମିଳିଛି ବିଶ୍ୱର ଦିନେ ଏକ ନମ୍ବର ଧନି ଥିବା ବିଲ୍ ଗେଟ୍ସଙ୍କ ଜୀବନରେ । ସେ ପୂର୍ବତନ ପତ୍ନୀ ମେଲିଣ୍ଡା ଗେଟ୍ସଙ୍କ ଅଧିନରେ ଥିବା ଏକ ଏନଜିଓକୁ ୭.୯ବିଲିୟନ ଡଲାର ପ୍ରଦାନ କରିଛନ୍ତି । ଏହାସହ ବଡ ଦାନୀ ତାଲିକାରେ ନିଜକୁ ସାମିଲ କରିଛନ୍ତି । ଏହାର ଅର୍ଥ ମେଲିଣ୍ଡା ଗେଟ୍ସଙ୍କ ସଂସ୍ଥା ଚାରିଟି କାର୍ଯ୍ୟକ୍ରମରେ ବ୍ୟବହାର କରିବ ।
୨୦୨୪ରେ ଅର୍ଥଦାନ ନେଇ ଚୁକ୍ତି ହୋଇଥିଲା । ବିଲ୍ ଏବଂ ମେଲିଣ୍ଡାଙ୍କ ବିଚ୍ଛେଦ ପରେ ଚୁକ୍ତିରେ ଉଭୟ ରାଜି ହୋଇଥିଲେ । ମେଲିଣ୍ଡା ବିଲଙ୍କ ସହ ମିଳିତ ଭାବେ ଚଳାଇଥିବା ଚାରିଟିରୁ ଅଲଗା ହେବାକୁ ଘୋଷଣା କରିଥିଲେ । ଯାହାକୁ ଉଭୟ ଦୀର୍ଘ ବର୍ଷ ତଳେ ଗଢିଥିଲେ ।୨୦୨୧ରେ ଉଭୟ ଅଲଗା ହୋଇଥିଲେ ମଧ୍ୟ ଅନେକ ସମୟରେ ସେମାନଙ୍କୁ ଏକାଠି ଦେଖିବାକୁ ମିଳେ ।ପିଭୋଟାଲ୍ ଫାଉଣ୍ଡସେନର ମୁଖପାତ୍ର କହିଛନ୍ତି ଯେ, ଏବେ୭.୯ବିଲିୟନ ଡଲାର ଅର୍ଥ ମିଳିଛି । ଚୁକ୍ତି ଅନୁସାରେ ସମସ୍ତ କାର୍ଯ୍ୟ ହେଉଛି ।
ଏଥିସହ ପଢ଼ନ୍ତୁ: ପଚାରୁ ନାହାନ୍ତି ସାବତ ପୁଅ, ସ୍ୱାମୀଙ୍କ ଫିଲ୍ମ ଦେଖିଲେନି ହେମା, ଏମିତି କହିଲେ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୪ରେ ମେଲିଣ୍ଡାଙ୍କ ଅଧିନରେ ଥିବା ଫିଭୋଟାଲ୍ ଫିଲାନଥ୍ରୋଫିସ୍ ଫାଉଣ୍ଡେସନକୁ ଏହି ଅର୍ଥ ଦାନ କରାଯାଇଛି । ଏହି ସଂସ୍ଥା ଆୟକର ଟିକସ ନିୟମରୁ ବାହାରେ ରହିଛି । ତେବେ ଅର୍ଥଦାନ ପରେ ଏହା ବିଶ୍ୱର ସବୁଠୁ ବଡ ବେସରକାରୀ ଚାରିଟି ଭାବେ ପରିଚୟ ଲାଭ କରିଛି । ତେବେ ବିଲ୍ ଗେଟ୍ସ ଜଣେ ଧନୀ ବ୍ୟକ୍ତି ହେବା ସହ ତାଙ୍କ ହୃଦୟ ମଧ୍ୟ ବଡ଼ ବୋଲି ସେ ପ୍ରମାଣ କରିଛନ୍ତି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories