Cyber Crime / ଅନଲାଇନ୍ ଅପରାଧ ପାଇଁ ସମୂହ ଫାଶୀ; ବିଦେଶରେ ବିଲିୟନ୍ ଡଲାରର ଅପରାଧିକ ସାମ୍ରାଜ୍ୟ
·5 months ago·2 min read

Key Points
ମିଙ୍ଗ ପରିବାରର ୧୧ ଜଣିଆ ଗ୍ୟାଙ୍ଗକୁ ଫାଶୀ ଦେଇଛି ଚୀନ । ସୂଚନା ଅନୁସାରେ, ଏହି ମାଫିଆ ପରିବାର ମିଆଁମାରରେ ରହି ଜୁଆ ଖେଳରୁ ନେଇ ବନ୍ଧକ, ହତ୍ୟା ଭଳି କାର୍ଯ୍ୟରେ ସଂଶ୍ଳିଷ୍ଟ ଥିଲା ।
ନୂଆଦିଲ୍ଲୀ: ଗୋଟିଏ ପରିବାର ୧୧ ଜଣଙ୍କୁ ଫାଶୀ । ମିଙ୍ଗ ପରିବାରର ୧୧ ଜଣିଆ ଗ୍ୟାଙ୍ଗକୁ ଫାଶୀ ଦେଇଛି ଚୀନ । ସୂଚନା ଅନୁସାରେ, ଏହି ମାଫିଆ ପରିବାର ମିଆଁମାରରେ ରହି ଜୁଆ ଖେଳରୁ ନେଇ ବନ୍ଧକ, ହତ୍ୟା ଭଳି କାର୍ଯ୍ୟରେ ସଂଶ୍ଳିଷ୍ଟ ଥିଲା ।
ମିଙ୍ଗ ପରିବାରର ୧୧ ଜଣଙ୍କୁ ଚୀନ ଜେଜିଆଙ୍ଗ ପ୍ରଦେଶର ଏକ କୋର୍ଟ ଗତ ସେପ୍ଟେମ୍ବରରେ ବିଭିନ୍ନ ମାମଲାରେ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଜଣଙ୍କୁ ଅନ୍ୟ ଜଣଙ୍କ ଦ୍ଵାରା ହତ୍ୟା, ବଳପୂର୍ବକ ଅଟକ, ଠକେଇ ଏବଂ ଜୁଆ ମାମଲାରେ କୋର୍ଟ ମୃତ୍ୟୁଦଣ୍ଡ ଶୁଣାଇଥିଲେ ।
ଏଥିସହ ପଢ଼ନ୍ତୁ: ବାଂଲାଦେଶ ସହ ହାତ ମିଳାଇଲା ପାକିସ୍ତାନ; ବିଶ୍ଵକପ୍ରେ ଭାରତ ବିପକ୍ଷରେ ଖେଳିବନି ମ୍ୟାଚ୍ !
ଏହି ଗ୍ୟାଙ୍ଗ ୨୦୨୩ରେ ଧରା ପଡ଼ିଥିଲା । ଶାନ ପ୍ରଦେଶର ସୀମାରୁ ଚୀନ ସେନା ମିଙ୍ଗ ପରିବାରକୁ ଧରିଲା । ଏମାନେ ଥାଇଲାଣ୍ଡକୁ ଲାଗି ରହିଥିବା ମିଆଁମାର ସୀମା ସହ କାମ୍ବୋଡିଆ ଏବଂ ଲାଓସରେ ସାମ୍ରାଜ୍ୟ ବଢ଼ାଇଥିଲେ ।
ଅନଲାଇନ୍ ସ୍କାମ୍ ଦ୍ଵାରା ମିଆଁମାର ସହ ଦକ୍ଷିଣ ପୂର୍ବ ଏସିଆର ହଜାର ହଜାର ଲୋକଙ୍କୁ ଫସାଉଥିଲେ । ଏହି ଗ୍ୟାଙ୍ଗର ଶିକାର ହୋଇଥିଲେ ହଜାର ହଜାର ଚୀନ ନାଗରିକ । ବିଲିୟନ୍ ଡଲାର୍ ଟଙ୍କା ଚୀନ ନାଗରିକଙ୍କ ଠାରୁ ଠକେଇ କରିଥିଲେ ।
ସୂଚନା ଅନୁସାରେ, ମିଙ୍ଗ ପରିବାର ୨୦୧୫ରୁ ୨୦୨୩ ଭିତରେ ୧୦ ବିଲିୟନ୍ ୟୁଆନ୍ର ଠକେଇ କରିଛନ୍ତି । ଅମାନଙ୍କ ଠକେଇର ଶିକାର ହୋଇ ୧୪ ଜଣ ଚୀନ ନାଗରିକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ପରିବହନ ବିଭାଗର ବଡ଼ ଘୋଷଣା; ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ବାହାର କଲେ ଛାଡ଼ ହେବ ଜରିମାନା
ଚୀନ ସୀମାକୁ ଲାଗି ରହିଥିବା ମିଆଁମାରର ଟାଇଗର ଭିଲ୍ଲାରେ ଏମାନେ ନେଟୱର୍କ ଚଳାଇଥିଲେ । ଏହି ଠକେଇ ପାଇଁ ମିଙ୍ଗ ଗ୍ୟାଙ୍ଗରେ ପ୍ରାୟ ୧୦ ହଜାର ଲୋକ କାମ କରୁଥିଲେ । ଏବେ ମିଙ୍ଗ ପରିବାରର ୧୧ ଜଣଙ୍କୁ ଏହି ମାମଲାରେ ଚୀନ ଫାଶୀ ଦେଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories