Chinese Woman Viral Post / ଅନଲାଇନରେ 'ଝିଅ' ଖୋଜୁଛନ୍ତି ଚୀନ ମହିଳା, ଫ୍ଲାଟ ସହ ଦରମା ଦେବେ ୩୮,୦୦୦ ଟଙ୍କା
·9 months ago·2 min read

Key Points
- ଅନ୍ଲାଇନରେ ଝିଅ ଖୋଜୁଛନ୍ତି ଚୀନ ମହିଳା
- ମାସକୁ ୩୮ହଜାର ସହ ଗୋଟିଏ ଫ୍ଲାଟ ଦେବେ
- ଘର ସହ ସବୁ ସମ୍ପତ୍ତି ମଧ୍ୟ ଉକ୍ତ ଝିଅ ନାଁରେ କରିବେ ବୋଲି ବଡ଼ ଘୋଷଣା
ଜଣେ ମା'ର ଏମିତି କଥା ଯାହା ଆପଣ ବି ଶୁଣିଲେ କାନ୍ଦି ପକାଇବେ। ଆପଣଙ୍କ ଛାତି ଥରି ଉଠିବ। ନିଜର ୨ ଜଣ ସନ୍ତାନ ଥାଇ ମଧ୍ୟ ଜଣେ ମା' ଖାଇବାକୁ ପାଉନି ଦେହ ଖରାପ ହେଲେ ତାର ସେବା କରିବାକୁ କେହି ନାହାନ୍ତି। ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ପାଖରେ ଧନ ସମ୍ପତ୍ତି ଥିଲେ ମଧ୍ୟ ପାଖରେ କେହି ନାହାନ୍ତି। ଜୀବନ ଏକାକୀ ବିତେଇବାକୁ ପଡ଼ୁଛି ଯାହାକି ଉକ୍ତ ମହିଳାଙ୍କୁ ବଞ୍ଚିଥାଇ ମୃତ ଭଳି ଅନୁଭବ ହେଉଛି। କେତେଦିନ ଆଉ ନିଃସଙ୍ଗରେ କାଟିବେ।
ଏହାସହ ପଢ଼ନ୍ତୁ: ଫେରି ଯାତ୍ରା ସମୟରେ ପର୍ଯ୍ୟଟକଙ୍କ ସୁଟକେସ୍ ସମୁଦ୍ରରେ ଭାସିଗଲା
ଶେଷ ସମୟରେ ବୃଦ୍ଧା ମହିଳା ଜଣକ ବହୁତ ହଇରାଣ ହେଉଛନ୍ତି। ପାଖରେ ପଇସା ଅଛି କିନ୍ତୁ ହେଲେ କଣ ହେବ। ଏହାକୁ ଭୋଗ କରିବାକୁ କେହି ନାହାନ୍ତି। ସେଥିପାଇଁ ସେ ପୋଷ୍ୟ ସନ୍ତାନ ଗ୍ରହଣ କରିବେ ବୋଲି ଘୋଷଣା କରିଛନ୍ତି। ଅନଲାଇନରେ ବୃଦ୍ଧା ଜଣକ ଭଡ଼ାରେ ଜଣେ ଝିଅ ଦରକାର ବୋଲି କହିଛନ୍ତି। ଘଟଣା ଘଟିଛି ଚୀନରେ। ବୃଦ୍ଧା ମହିଳା ଜଣକ ହେଲେ ମା'। ତାଙ୍କର ଦୁଇ ଜଣ ଝିଅ ଅଛନ୍ତି। ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ ହୋଇଥିବାବେଳେ ଆଉ ଜଣେ ଝିଅ ମା'ଙ୍କ ସହ ସବୁ ସମ୍ପର୍କ କାଟି ଦେଇଛନ୍ତି।
ମା'ଙ୍କର ସ୍ବାମୀ ବହୁ ଆଗରୁ ତାଙ୍କୁ ଏକୁଟିଆ କରି ଛାଡ଼ି ଚାଲି ଯାଇଛନ୍ତି। ରୋଗ, ଏକୁଟିଆପଣ ସମ୍ପର୍କ ଗୁଡ଼ିକ ଭାଙ୍ଗିବାର ଦେଖି ସେ ନିଜେ ଭାଙ୍ଗି ପଡ଼ିଛନ୍ତି। ବୃଦ୍ଧା ମହିଳା ଜଣକ ଏମିତି ଜଣେ ଝିଅ ଖୋଜୁଛନ୍ତି ନିଜ ରକ୍ତର ନ ହେଇଥାଉ ପଛେ ହୃଦୟରୁ ତାଙ୍କ ମା' ହେବେ ବୋଲି କହିଛନ୍ତି।
ମା' ହେନାନ ସାଉଥ ଚେନାଇର ଅଧିବାସୀ। ନଭେମ୍ବର ୧୯ ତାରିଖରେ ଏକ ଟିଭି ଶୋରେ ମା' କହିଥିଲେ ଯେ, ଯିଏ ମୋ ଝିଅ ହେବାକୁ ଆଗ୍ରହୀ ତାଙ୍କୁ ମାସିକ ମୁଁ ୩୮,୦୦୦ ଟଙ୍କା ଦେବି ଏହାସହ ଗୋଟିଏ ଫ୍ଲାଟ ମଧ୍ୟ ତାଙ୍କ ନାଁରେ କରିବି। ଆଉ ଏଥିପାଇଁ ମୁଁ ଚୁକ୍ତି ସ୍ବାକ୍ଷର କରିବାକୁ ପ୍ରସ୍ତୁତ ଅଛି। କିଏ ଯଦି ମୋ ପାଖକୁ ଆସିବାକୁ ଚାହୁଁଛ ନିର୍ଦ୍ବନ୍ଦ୍ବରେ ଆସିପାରିବ। କୌଣସି ଅସୁବିଧା ହେବନି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ଯାହାର ଯତ୍ନ ନେଉଥିଲେ ସେହି ପିଟବୁଲ କାମୁଡ଼ାରେ ଚାଲିଗଲା ୨୩ ବର୍ଷୀୟା ଛାତ୍ରୀଙ୍କ ଜୀବନ
ଦଶ ବର୍ଷ ପୂର୍ବେ ସମାନ ଘଟଣାରେ, ଜଣେ ୯୪ ବର୍ଷୀୟ ଚୀନ୍ ମହିଳା ତାଙ୍କ ନିଜ ପିଲାମାନେ ତାଙ୍କ ଯତ୍ନ ନ ନେଉଥିବାରୁ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲା ୨୦୧୩ ମସିହାରେ ଆନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିଥିଲା, ଯାହା ଏକ ବୟସ୍କ ସମାଜରେ ବଢ଼ୁଥିବା ସମସ୍ୟାକୁ ଉଜାଗର କରିଥିଲା।
ସେହିପରି ୨୦୨୧ ମସିହାରେ ବେସାମରିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଏକ ଦେଶବ୍ୟାପୀ ସର୍ଭେ ଅନୁଯାୟୀ, ଚୀନ୍ରେ ୬୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସ୍କ ମାନେ ପ୍ରାୟତଃ ଏକୁଟିଆ ରହିଥାନ୍ତି। ପ୍ରାୟ ୬୦ ପ୍ରତିଶତରୁ ଅଧିକ ବୃଦ୍ଧ ବୃଦ୍ଧାଙ୍କ ଘର ଖାଲି ଥାଏ।

Related Topics
Explore more stories