ଇରାନ୍ ର ନିଉକ୍ଲିଅର୍ ସାଇଟ ଉପରେ ସାଇବର ଆଟାକ୍
·1 year ago·1 min read

ଅର୍ଗସ ବ୍ୟୁରୋ : ଇରାନରେ ବଡ ସାଇବର୍ ଆଟାକ୍ । ଶନିବାର ଇରାନ୍ ର ନିଉକ୍ଲିଅର୍ ସାଇଟ ସହିତ ଆହୁରି ଅନେକ ପ୍ରତିଷ୍ଠାନ ଉପରେ ସାଇବର୍ ଆଟାକ୍ ହୋଇଛି ।ଏହି ଆଟାକ୍ ପରେ ଇରାନ ର ସମସ୍ତ ସରକାରୀ ଏଜେନ୍ସିର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଇରାନ ଏବଂ ଇସ୍ରାଏଲ୍ ମଧ୍ୟରେ ବିବାଦ ଅଧିକ ରୁ ଅଧିକ ଘନିଭୁତ ହେଉଥିବା ବେଳେ ଇରାନ୍ ଉପରେ ଏପରି ସାଇବର୍ ଆଟାକ୍ ଇସ୍ରାଏଲ୍ ର ପ୍ଲାନ ବୋଲି କୁହାଜାଇଛି ।
ଅଧିକ ପଢନ୍ତୁ : ମଧ୍ୟପ୍ରାଚ୍ୟ ଯୁଦ୍ଧ : ଋଷିଆ ଶରଣ ପଶିଲା କି ଇରାନ ?
ସାଇବର୍ ଆଟାକ୍ ରେ ଇରାନ ର ପରମାଣୁ କେନ୍ଦ୍ରର କାଯ୍ୟାଳୟ ଉପରେ ଇସ୍ରାଏଲ୍ ଆଟାକ୍ କରିବା ପରେ ଇରାନ୍ ପାଇଁ ଚିନ୍ତା ବଢିଛି । ଅକ୍ଟୋବର ୧ ରେ ଇସ୍ରାଏଲ ଉପରେ ଇରାନର ନିସାଇଲ୍ ଆଟାକ୍ ପରେ ଇସ୍ରାଏଲ୍ ଏହାର ପ୍ରତିଶୋଧ ନେବା ପାଇଁ ପ୍ରସ୍ତୁତି କରୁଥିଲା । ତେବେ ଏହି ସାଇବର ଆଟାକ୍ ଏହାତ ଫାଷ୍ଟ ସ୍ଟେପ୍ ବୋଲି କୁହାଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: