Plane Crash / ଭୟଙ୍କର ବିମାନ ଦୁର୍ଘଟଣା: ସାଂସଦଙ୍କ ସମେତ ୧୪ ମୃତ
·5 months ago·2 min read

Key Points
ଭୟଙ୍କର ବିମାନ ଦୁର୍ଘଟଣା । ମହାରାଷ୍ଟ୍ରର ବାରାମତୀରେ ବୁଧବାର ବିମାନ ଦୁର୍ଘଟଣାରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ପ୍ରାଣ ହରାଇଛନ୍ତି ।
ଆମେରିକାରେ ଭୟଙ୍କର ବିମାନ ଦୁର୍ଘଟଣା । ମହାରାଷ୍ଟ୍ରର ବାରାମତୀରେ ବୁଧବାର ବିମାନ ଦୁର୍ଘଟଣାରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ପ୍ରାଣ ହରାଇଛନ୍ତି । ଏହି ଘଟଣା ମନରୁ ନଲିଭୁଣୁ କଲମ୍ବିଆରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବୁଧବାର ଏଠାରେ ବିଚକ୍ରାଫ୍ଟ୍୧୯୦୦ନାମକ ଏକ ବିମାନ ନିଖୋଜ ହୋଇଯାଇଥିଲା । ଯାହର ଭଗ୍ନାବଶେଷକୁ ସୁରକ୍ଷାକର୍ମୀ ଖୋଜି ପାଇଛନ୍ତି । ତେବେ ଏଥିରେ ଥିବା ୧୩ଜଣ ଯାତ୍ରୀ ଏବଂ୨ଜଣ କ୍ରୁ ମେମ୍ବର ପ୍ରାଣ ହରାଇଥିବା କୁହାଯାଉଛି।
ଏହାସହ ପଢ଼ନ୍ତୁ: ହଠାତ୍ ଭୂମିକମ୍ପରେ ଥରିଲା ଫିଲିପାଇନ୍ସ: ଛାନିଆ ହୋଇ ଦୌଡିଲେ ଲୋକ
ରିପୋର୍ଟ ଅନୁସାରେ, ବିଚକ୍ରାଫ୍ଟ୍ ୧୯୦୦ ନାମକ ବିମାନଟି କଲମ୍ବିଆ ସାଂସଦ ଏବଂ ଅନ୍ୟ ଜଣେ ନେତାଙ୍କ ସହ୧୫ଜଣଙ୍କୁ ନେଇ ଉଡାଣ ଭରିଥିଲା । ଦିନ ୧୧ଟା ୪୨ରେ କଲମ୍ବିଆ ଏବଂ ଭେନେଜୁଏଲା ସୀମା ନିକଟରେ ଏହା ନିଖୋଜ ହୋଇଯାଇଥିଲା । ରାଡାର ସହ ଏହାର ସମସ୍ତ ସମ୍ପର୍କ ବିଛିନ୍ନ ହୋଇଥିଲା । ଯାହା ପରେ ତଲାସି ଅଭିଯାନ ଆରମ୍ଭ ହୋଇଥିଲା।
ଏହାସହ ପଢ଼ନ୍ତୁ: ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ...ସାମ୍ନାକୁ ଆସିଲା ଛାତିଥରା Video
ସବୁଠାରୁ ବଡ କଥା ହେଉଛି ଯେ, ଉଡାଣ ଭରିବାର ମାତ୍ର ୧୧ ମିନିଟ୍ ପରେ ଏହା ରାଡାର ସହ କୌଣସି ସମ୍ପର୍କ ରଖିନଥିଲା । ତେବେ ବହୁ ଖୋଜାଖୋଜି ପରେ ବିମାନର ଭଗ୍ନାବଶେଷକୁ କାଟାତୁମ୍ବୋର ପାହାଡିଆ ଅଞ୍ଚଳରେ ଠାବ କରାଯାଇଛି । ଏହି ଅଞ୍ଚଳ ଖରାପ ପାଣିପାଗ ପାଇଁ ପରିଚିତ। ତେଣୁ ତଲାସି ଅଭିଯାନ ବିଲମ୍ବିତ ହୋଇଥିଲା। କଲମ୍ବିଆ ବେସାମରିକ ବିମାନ ମନ୍ତ୍ରାଳୟ କହିଛି ଯେ, ମଳିଥିବା ଭଗ୍ନାବଶେଷର ଯାଞ୍ଚ କରାଯାଉଛି। ଏହାଦ୍ୱାରା ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ । ତେବେ ଯାନ୍ତ୍ରିକ ତ୍ରୁଟି ନା ଖରାପ ପାଗ ପାଇଁ ଏପରି ଅଘଟଣ ଘଟିଛି ତାହା ସ୍ପଷ୍ଟ ହୋଇପାରି ନାହିଁ । କିନ୍ତୁ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ କଲମ୍ବିଆର ସାଂସଦ ଡିୟୋଜେନେସ କିନ୍ତେରେ ଏବଂ ରାଲୋସ ସାଲସେଡି ରହିଥିଲେ । ସେମାନେ ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories