Germany Requires / ସରକାରଙ୍କ ବଡ଼ ଘୋଷଣା, ବିଦେଶ ଯାଇପାରିବେ ନାହିଁ ୧୭ରୁ ୪୫ ବର୍ଷୀୟ ପୁରୁଷ...
·5 months ago·2 min read

Key Points
ବିଦେଶ ଯାଇପାରିବେ ନାହିଁ ୧୭ରୁ ୪୫ ବର୍ଷୀୟ ପୁରୁଷ
ବଡ଼ ଯୋଜନା କରୁଛି କି ସରକାର ?
ଏବେ ପରିସ୍ଥିତି କଣ ହେବ ଆଗକୁ ?
ବଡ଼ ଯୋଜନା କରୁଛି କି ସରକାର ?
ଏବେ ପରିସ୍ଥିତି କଣ ହେବ ଆଗକୁ ?
ସାମ୍ନାକୁ ଆସିଲା ବଡ଼ ଖବର। ଆଉ ବିଦେଶ ଯାଇପାରିବେ ନାହିଁ ପୁରୁଷ। କାହିଁକି, କଣ ପାଇଁ ଜାଣନ୍ତୁ ପୁରା ଘଟଣା। ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଜର୍ମାନୀ ଏକ ବଡ଼ ନିଷ୍ପତ୍ତି ନେଇଛି । ୧୭ ବର୍ଷରୁ ୪୫ ବର୍ଷ ମଧ୍ୟରେ କୌଣସି ପୁରୁଷ ଦେଶ ଛାଡ଼ି ଅଧିକ ଦିନ ବିଦେଶରେ ରହିପାରିବେ ନାହିଁ । ୩ ମାସରୁ ଅଧିକ ସମୟ ବିଦେଶ ଯାତ୍ରା କରିବାକୁ ହେଲେ ସେନାର ଅନୁମତି ଜରୁରୀ ।ନୂତନ ନୀତି ଅନୁଯାୟୀ, ୨୦୦୮ କିମ୍ବା ପରବର୍ତ୍ତୀ ସମୟରେ ଜନ୍ମଗ୍ରହଣ କରିଥିବା ଯୁବକମାନଙ୍କୁ ସାମରିକ ବାହିନୀରେ ସାମିଲ କରିବାକୁ ଯୋଜନା ହୋଇଛି ।
ଏହା ପୁରୁଷମାନଙ୍କ ପାଇଁ ବାଧ୍ୟତାମୂଳକ, କିନ୍ତୁ ମହିଳାମାନେ ସ୍ୱେଚ୍ଛାକୃତ ଭାବରେ ଅଂଶଗ୍ରହଣ କରିପାରିବେ।ଜର୍ମାନ ସରକାର ଆଗାମୀ ବର୍ଷଗୁଡ଼ିକରେ ସୈନ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ, ଜର୍ମାନ ସେନାରେ ପ୍ରାୟ ୧୮୪,୦୦୦ ସୈନିକ ଅଛନ୍ତି । ୨୦୨୫ ସୁଦ୍ଧା ଏହି ସଂଖ୍ୟାକୁ ୨୫୫,୦୦୦ରୁ ୨୭୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି କରିବାର ଯୋଜନା ରହିଛି। ଏହି ନିୟମ ୧ ଜାନୁଆରୀ, ୨୦୨୬ ରୁ ଲାଗୁ କରାଯାଇଛି। ପୂର୍ବରୁ, ଏହି ନିୟମ କେବଳ ଜରୁରୀକାଳୀନ ପରିସ୍ଥିତି କିମ୍ବା ଯୁଦ୍ଧ ପରି ପରିସ୍ଥିତିରେ ଲାଗୁ ହେଉଥିଲା । କିନ୍ତୁ ଏବେ ସାଧାରଣ ଭାବରେ ଲାଗୁ କରାଯାଇଥିବାରୁ ଚର୍ଚ୍ଚା ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, ଏବେ ପାଠପଢ଼ା, ଚାକିରି କିମ୍ବା ଅନ୍ୟ କୌଣସି କାରଣରୁ ତିନି ମାସରୁ ଅଧିକ ସମୟ ପାଇଁ ବିଦେଶ ଯାତ୍ରା କରିବାକୁ ଚାହୁଁଥିବା ଯେକୌଣସି ପୁରୁଷଙ୍କୁ ଜର୍ମାନ ସାମରିକ ବାହିନୀ, ବୁଣ୍ଡେସୱେରରୁ ଅନୁମୋଦନ ନେବାକୁ ପଡିବ।
ବିଦେଶ ଯିବାକୁ ଅନୁମତି ଆବଶ୍ୟକ:
୧୭ ରୁ ୪୫ ବର୍ଷ ବୟସର ପୁରୁଷମାନଙ୍କୁ ଦୀର୍ଘ ସମୟ ପାଇଁ ବିଦେଶ ଯାତ୍ରା କରିବା ପୂର୍ବରୁ ସାମରିକ ବାହିନୀଠାରୁ ଅନୁମତି ନେବାକୁ ପଡିବ। ଏହି ଅନୁମତି ବୁଣ୍ଡେସୱେରର କ୍ୟାରିଅର ସେଣ୍ଟର ମାଧ୍ୟମରେ ପ୍ରଦାନ କରାଯିବ। ଏହା ଦ୍ବାର ସେନା ଯୋଗ୍ୟ ବ୍ୟକ୍ତିଙ୍କ ତଥ୍ୟ ଏକତ୍ର କରିପାରିବ, ଫଳରେ ଦରକାର ପଡ଼ିଲେ ସେନାରେ ଭର୍ତ୍ତି ପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ଅଫର ଦିଆଯିବ ।
ଏଥିସହ ପଢ଼ନ୍ତୁ: ଆମେରିକାରେ ଭୟଙ୍କର ସ୍ଥିତି, ଆମେରିକାର C-130 ବିମାନକୁ ମାରି ଖସାଇଲା ଇରାନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୭ ରୁ ୪୫ ବର୍ଷ ବୟସର ପୁରୁଷଙ୍କ ପାଇଁ ବିଦେଶ ଯାତ୍ରା ସମ୍ପର୍କରେ ଜର୍ମାନୀରେ ଏକ ବଡ଼ ପରିବର୍ତ୍ତନ ଆସିଛି। ସରକାର ଏକ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି । ଏହି ବୟସ ଗୋଷ୍ଠୀର ପୁରୁଷମାନଙ୍କୁ ତିନି ମାସରୁ ଅଧିକ ସମୟ ପାଇଁ ଦେଶ ଛାଡିବା ପୂର୍ବରୁ ଅନୁମତି ନେବାକୁ ପଡିବ। ଏହି ପଦକ୍ଷେପ ଏପରି ସମୟରେ ଆସିଛି ଯେତେବେଳେ Germany ଦ୍ରୁତ ଗତିରେ ଏହାର ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ କାମ କରୁଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories