Khamenei Death / ଖାମେନିଙ୍କ ମୃତ୍ୟୁ: ସତ କହିଲା ଭାରତ, ଶୋକ ବାର୍ତ୍ତା ଲେଖିଲେ ବୈଦେଶିକ ସଚିବ
·6 months ago·2 min read

Key Points
ଖାମେନିଙ୍କ ମୃତ୍ୟୁର ପାଞ୍ଚ ଦିନ ପରେ ଶୋକ ପ୍ରକାଶ କଲା ଭାରତ
ସତ କହିଲେ ବୈଦେଶିକ ସଚିବ
ସତ କହିଲେ ବୈଦେଶିକ ସଚିବ
ଖାମେନିଙ୍କ ମୃତ୍ୟୁର ପାଞ୍ଚ ଦିନ ପରେ ଶୋକ ପ୍ରକାଶ କଲା ଭାରତ । ଏବେ ସମସ୍ତେ ଜାଣିଲେ ଯେ, ଖାମେନିଙ୍କ ମୃତ୍ୟୁ କନଫର୍ମ। ଆଉ ଏବେ ଇରାନରେ ସର୍ବୋଚ୍ଚ ନେତା ଖାମେନିଙ୍କ ମୃତ୍ୟୁକୁ ୫ ଦିନ ବିତିଥିବା ବେଳେ, ଭାରତ ସରକାର ଶୋକ ପ୍ରକାଶ କରିଛନ୍ତି । ଶନିବାର ରାତିରେ (ଭାରତୀୟ ସମୟ) ଏକ ପୋଷ୍ଟରେ ସେ କହିଥିଲେ ଯେ, ଖାମେନିଙ୍କ ମୃତ୍ୟୁ ଇରାନର ଲୋକଙ୍କ ପାଇଁ ଦେଶର ନିୟନ୍ତ୍ରଣ ଫେରି ପାଇବାର ଏକ ବଡ଼ ସୁଯୋଗ। ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ, ଖାମେନି ଇତିହାସର ସବୁଠାରୁ ଖରାପ ଲୋକଙ୍କ ମଧ୍ୟରୁ ଜଣେ ଏବଂ ତାଙ୍କ ମୃତ୍ୟୁ ନ୍ୟାୟ ପରି।
ଭାରତ ସରକାରଙ୍କ ପକ୍ଷରୁ ବୈଦେଶିକ ସଚିବ ବିକ୍ରମ ମିଶ୍ରି ଗୁରୁବାର ନୂଆଦିଲ୍ଲୀସ୍ଥିତ ଇରାନ ଦୂତାବାସରେ ଶୋକ ପୁସ୍ତକରେ ସ୍ୱାକ୍ଷର କରିଛନ୍ତି । ଏହା ସହ ସେ ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ଖାମେନିଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରତିବାଦକାରୀ ଅଭିଯୋଗ କରିଛନ୍ତି । ଖାମେନିଙ୍କ ମୃତ୍ୟୁ ପରେ ଭାରତରେ ରାଜନୀତି ମଧ୍ୟ ଜୋର ହୋଇଛି । ଖାମେନି ଦୀର୍ଘ ସମୟ ଧରି ଦେଶକୁ ନେତୃତ୍ୱ ଦେଇଥିଲେ ଏବଂ ଶନିବାର ସକାଳେ ଆମେରିକା-ଇସ୍ରାଏଲର ମିଳିତ ସାମରିକ ଅଭିଯାନରେ ତାଙ୍କର ମୃତ୍ୟୁ ହୋଇଥିଲା। ଖାମେନିଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପ୍ରଥମେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଦେଇଥିଲେ।
ସେ କହିଥିଲେ ଯେ, ଏହା କେବଳ ଇରାନର ଲୋକଙ୍କ ପାଇଁ ନୁହେଁ ବରଂ ଆମେରିକା ଓ ବିଶ୍ୱ ପାଇଁ ନ୍ୟାୟ । ସେପଟେ ବିଶ୍ୱର ଅନେକ ଦେଶ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ ଖାମେନିଙ୍କ ହତ୍ୟା ବିରୋଧରେ ପ୍ରତିବାଦ ହୋଇଛି । ଆମେରିକା ଏବଂ ଇସ୍ରାଏଲକୁ ସମାଲୋଚନା କରାଯାଇଛି । ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍ର ଘନ ଘନ ଆକ୍ରମଣକୁ ଖୋଦ୍ ଆମେରିକାରେ ବିରୋଧ କରାଯାଉଛି । ଆମେରିକା ସଂସଦର ସଶସ୍ତ୍ର ସେବା ସମିତିର ଶୁଣାଣି ବେଳେ ଠେଲାପେଲା ଦେଖିବାକୁ ମିଳିଛି । ଇରାନ ଉପରେ ଆକ୍ରମଣକୁ ଜଣେ ପୂର୍ବତନ ଆମେରିକୀୟ ସୈନ୍ୟ ବିରୋଧ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଚାଲିଛି ମ୍ୟାଚ୍: ମନ୍ଦିରରେ ନଜର ଆସିଥିଲେ ହାର୍ଦ୍ଦିକ-ମାହିକା, ହେଲେ କାହିଁକି ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଠେଲାପେଲା ଓ ଧସ୍ତାଧସ୍ତି ମଧ୍ୟରେ ଆମେରିକାର ସାଂସଦ ପୂର୍ବତନ ଯବାନଙ୍କ ହାତ ଭାଙ୍ଗି ଦେଇଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଦ୍ରୁତ ଭାବରେ ଭାଇରାଲ୍ ହେଉଛି । ଆହତ ପୂର୍ବତନ ଯବାନ ଜଣଙ୍କ ବ୍ରାୟନ ମ୍ୟାକଗିନେସ । ସେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଆମେରିକାର ସାମୁଦ୍ରିକ ସେନାରେ ସର୍ଜେଣ୍ଟ ଥିଲେ ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories