Hormuz Strait / ଗତ ୩ ଦିନରେ ହର୍ମୁଜ ପାର କଲା କେତେ ଭାରତୀୟ ଜାହାଜ ? ନୂଆ ରିପୋର୍ଟ ଖୋଲିଦେଲା ସତ୍ୟ
·2 months ago·2 min read

Key Points
ହର୍ମୁଜ ରୁଟରେ ଭାରତର ବଡ଼ ଅପଡେଟ୍
ହର୍ମୁଜରେ ଭାରତର କେତେ ଜାହାଜ ଅଟକିଛି ?
୩ ଦିନରେ ହର୍ମୁଜ ପାର୍ କଲାଣି ୯ ଜାହାଜ
ହର୍ମୁଜରେ ଭାରତର କେତେ ଜାହାଜ ଅଟକିଛି ?
୩ ଦିନରେ ହର୍ମୁଜ ପାର୍ କଲାଣି ୯ ଜାହାଜ
ଇରାନର ହର୍ମୁଜ ପ୍ରଣାଳୀ ଦେଇ ଅଶୋଧିତ ତୈଳ ଏବଂ ଗ୍ୟାସ୍ ଜାହାଜ ପୁଣି ଥରେ ଅତିକ୍ରିମ କରୁଛି । ଗତ ୭୨ ଘଣ୍ଟା ମଧ୍ୟରେ ୯ଟି ଭାରତୀୟ ଏବଂ ବିଦେଶୀ ପତାକାଧାରୀ ଜାହାଜ ହରମୁଜ ପ୍ରଣାଳୀ ଅତିକ୍ରମ କରିଛନ୍ତି । ଏଥିରୁ ୭ଟି ଜାହାଜ ଭାରତ ଅଭିମୁଖେ ସାମଗ୍ରୀ ନେଇ ଆସୁଛନ୍ତି ।
ଆମେରିକା-ଇରାନ ଯୁଦ୍ଧ ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ଭାରତ ପାଇଁ ସାମଗ୍ରୀ ବହନ କରୁଥିବା ୪୪ଟି ଜାହାଜ ହର୍ମୁଜ ଅତିକ୍ରମ କରିସାରିଲେଣି । ଏବେ ଆସୁଥିବା ୯ଟି ଜାହାଜ ମଧ୍ୟରୁ ୪ଟି ଭାରତୀୟ ପତାକାଧାରୀ ଏବଂ ୫ଟି ବିଦେଶୀ ପତାକାଧାରୀ ଜାହାଜ । ଭାରତୀୟ ସ୍ୱାର୍ଥ ଜଡ଼ିତ ଅନ୍ୟ ୧୫ଟି ଜାହାଜ ସୁରକ୍ଷିତ ଯାତ୍ରା ପାଇଁ ପାରସ୍ୟ ଉପସାଗରରେ ଅପେକ୍ଷା କରିଛନ୍ତି । ଯେଉଁଥିରେ ୧୦ଟି ଭାରତୀୟ ପତାକାଧାରୀ ଜାହାଜ ସାମିଲ ଅଛି।
୨୮ ଫେବୃଆରୀ, ୨୦୨୬ ରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଶନିବାର ପର୍ଯ୍ୟନ୍ତ ଭାରତକୁ ମାଲ ପରିବହନ କରୁଥିବା ୪୪ଟି ଜାହାଜ ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ଅତିକ୍ରମ କରି ଭାରତ ଆସିଛି । ଏବେ ଆସୁଥିବା ୯ଟି ଜାହାଜ ମଧ୍ୟରୁ ୪ଟି ଭାରତୀୟ ପତାକାଧାରୀ ଏବଂ ୫ଟି ବିଦେଶୀ ପତାକାଧାରୀ ଜାହାଜ ରହିଛି । ଭାରତୀୟ ସ୍ୱାର୍ଥ ଜଡ଼ିତ ଅନ୍ୟ ୧୫ଟି ଜାହାଜ ସୁରକ୍ଷିତ ଯାତ୍ରା ପାଇଁ ପାରସ୍ୟ ଉପସାଗରରେ ଅପେକ୍ଷା କରିଛନ୍ତି । ଯେଉଁଥିରେ ୧୦ଟି ଭାରତୀୟ ପତାକାଧାରୀ ଜାହାଜ ସାମିଲ ଅଛି ।
ସରକାରୀ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୧ ରୁ ଜୁନ୍ ୧୭ ମଧ୍ୟରେ କେବଳ ୧୯ ଟି ଜାହାଜ ପାର ହୋଇଛି। ତଥାପି, ଜୁନ୍ ୧୭ ରେ ଇରାନ୍ ଏବଂ ଆମେରିକା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହେବା ପରଠାରୁ ଭାରତକୁ ଆସୁଥିବା ଜାହାଜ ସଂଖ୍ୟା ୨୫ କୁ ବୃଦ୍ଧି ପାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ପୁଣି ଇରାନ ଉପରେ ଆମେରିକାର ବଡ଼ ଆକ୍ରମଣ । ଇରାନର ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ । ହର୍ମୁଜରେ ପାନାମା ପତାକା ଯୁକ୍ତ ତୈଳ ଜାହାଜ ଉପରେ ଇରାନର ଆକ୍ରମଣକୁ ଜବାବ ଦେବାକୁ ଯାଇ ଏହି ଆକ୍ରମଣ କରିଛି ଆମେରିକା ।
ଜାହାଜକୁ ଟାର୍ଗେଟ୍ କରି ଇରାନ ଶାନ୍ତି ଚୁକ୍ତିର ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି US । ତେବେ ଗତ ୨୪ ଘଣ୍ଟାରେ ଏହା ଆମେରିକାର ଇରାନ ଉପରେ ଦ୍ବିତୀୟ ଆକ୍ରମଣ । ଯାହା ପରେ ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ କରାଯାଇଥିବା ନେଇ ସୂଚନା ଦେଇଛି ଆମେରିକାର ସେଣ୍ଟ୍ରାଲ କମାଣ୍ଡ । ଇରାନର ସାମରିକ ନିରୀକ୍ଷଣ ଭିତ୍ତିଭୂମି, ଯୋଗାଯୋଗ ବ୍ୟବସ୍ଥା, ବାୟୁ ପ୍ରତିରକ୍ଷା ସ୍ଥଳ, ଡ୍ରୋନ ସଂରକ୍ଷଣ ସୁବିଧା ଏବଂ ସମୁଦ୍ର-ଭିତ୍ତିକ ମାଇନ୍ ବିଛାଇବା କ୍ଷମତାକୁ ଟାର୍ଗେଟ କରିଛି ଆମେରିକୀୟ ସେନା । ଦକ୍ଷିଣ ସିରିକ୍ ସହର ନିକଟରେ ବିସ୍ଫୋରଣ ଶୁଣାଯାଇଥିଲା । ଅନେକ ପ୍ରୋଜେକ୍ଟାଇଲ୍ ଏକ ଟେଲିକମ୍ୟୁନିକେସନ୍ ଟାୱାର ଏହି ଆକ୍ରମଣରେ ଧ୍ବଂସ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ପରେ ୱାସିଂଟନ ଏବଂ ତେହେରାନ ଭିତରେ ଉତ୍ତେଜନା ବୃଦ୍ଧି ପାଇଛି। ଯାହା ଅଞ୍ଚଳରେ ସ୍ଥିରତାକୁ ପୁଣି ଭଙ୍ଗ କରିଛି । ସେପଟେ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଆକ୍ରମଣ ସମ୍ବନ୍ଧରେ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।

Related Topics
Explore more stories