Willie Walsh / IndiGoର ନୂଆ ସିଇଓ ହେଲେ ବ୍ରିଟିଶ୍ ଏୟାରଓ୍ବେଜ୍ର ପୂର୍ବତନ ମୁଖ୍ୟ, ଜାଣନ୍ତୁ କେବେଠୁ ନେବେ ଦାୟିତ୍ୱ
·5 months ago·2 min read

Key Points
IndiGoର ନୂଆ ସିଇଓ ହେଲେ ୱିଲି ୱାଲ୍ସ
ଅଗଷ୍ଟରୁ ଦାୟିତ୍ୱ ନେବେ
ଅଗଷ୍ଟରୁ ଦାୟିତ୍ୱ ନେବେ
ବଡ଼ ଖବର ଦେଲା ଇଣ୍ଡିଗୋ। ଘୋଷଣା କଲା ନୂଆ ସିଇଓଙ୍କ ନାମ। ବେସାମାରିକ ବିମାନ ଚଳାଚଳ ଜଗତର ଜଣେ ବଡ଼ ବ୍ୟକ୍ତିଙ୍କୁ ନିଜର ସିଇଓ ନିଯୁକ୍ତ କରିଛି ଇଣ୍ଡିଗୋ । ଦେଶର ସର୍ବବୃହତ୍ତ୍ ଏୟାର ଲାଇନ୍ ଇଣ୍ଡିଗୋ (InterGlobe Aviation Limited) ୱିଲିୟମ୍ ୱାଲ୍ସଙ୍କୁ ବଡ଼ ଦାୟିତ୍ବ ଦେଇଛି । ‘ୱିଲି’ ନାମରେ ଜଣାଶୁଣା ୱାଲ୍ସଙ୍କୁ ଇଣ୍ଡିଗୋର ଅଭିବୃଦ୍ଧି ଯୋଜନା ପାଇଁ ଗେମ ଚେଞ୍ଜର ଭାବରେ ବିବେଚନା କରାଯାଉଛି।ସବୁ ଏୟାରପୋର୍ଟରେ ଯାତ୍ରୀଙ୍କ ଗହଳି ଦେଖା ଦେଇଥିଲା । ତତ୍କାଳୀନ ସିଇଓ ପିଟର ଏଲବର୍ସଙ୍କ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା । ଅନେକ ଦିନ ଧରି ଇଣ୍ଡଗୋରେ ଦେଖାଦେଇଥିବା ସମସ୍ୟା ସମସ୍ତଙ୍କୁ ବ୍ୟଥିତ କରିଥିଲା।
ଏହା ପରେ ପିଟର ଏଲବର୍ସ ମାର୍ଚ୍ଚ ୧୦, ୨୦୨୬ରେ ଇସ୍ତଫା ଦେଇଥିଲେ । ଏବେ ଇଣ୍ଡିଗୋ ନିଜର ସିଇଓ ପରିବର୍ତ୍ତନ କରିବା ସହ ନିଜର ନେଟଓ୍ବାର୍କ ବିସ୍ତାର କରିବାକୁ ଯୋଜନା ପ୍ରସ୍ତୁତ କରୁଛି । କମ୍ପାନୀର ରଣନୀତି ଏବଂ କାର୍ଯ୍ୟକୁ ଆଗକୁ ବଢାଇବେ ୱିଲି ୱାଲ୍ସ । ନେଟୱାର୍କ ଏବଂ ବ୍ୟବସାୟ ବିସ୍ତାର ଉପରେ ସେ କାମ କରିବେ । ଯାତ୍ରୀଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ଦିଗରେ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ।
ଏଥିସହ ପଢ଼ନ୍ତୁ: ଦିଲ୍ଲୀ IGI ଏୟାରପୋର୍ଟରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ
ଅନ୍ତର୍ଜାତୀୟ ସ୍ତରରେ ଇଣ୍ଡିଗୋର ପ୍ରଭାବ ବିସ୍ତାର କରିବା ଲାଗି ନିଜର ଅଭିଜ୍ଞତା ଲଗାଇବେ ୱିଲି ୱାଲ୍ସ । ଗତବର୍ଷ (୨୦୨୫) ଇଣ୍ଡିଗୋ ବଡ଼ ସଂକଟର ସମ୍ମୁଖୀନ ହୋଇଥିଲା । ପାଇଲଟ୍ ରୋଷ୍ଟର ସମସ୍ୟା ଏବଂ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଇଣ୍ଡିଗୋ ଶହ ଶହ ଉଡ଼ାଣ ବାତିଲ କରିବାକୁ ବାଧ୍ୟ ହୋଇଥିଲା । ବିମାନ ଉଡ଼ାଣ କମିଯିବାରୁ ଯାତ୍ରୀ ସମସ୍ୟାରେ ପଡ଼ିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଗଷ୍ଟରୁ ଦାୟିତ୍ୱ ନେବେ:
ୱିଲିୟମ୍ ୱାଲ୍ସ ବର୍ତ୍ତମାନ ଇଣ୍ଟରନ୍ୟାସନାଲ୍ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ୍ (IATA)ର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। IATAରେ ତାଙ୍କର କାର୍ଯ୍ୟକାଳ ଜୁଲାଇ ୩୧, ୨୦୨୬ରେ ଶେଷ ହେଉଛି । ସେ ଅଗଷ୍ଟ ୩, ୨୦୨୬ରେ ଇଣ୍ଡିଗୋରେ ତାଙ୍କର ନୂତନ ଭୂମିକା ଗ୍ରହଣ କରିବେ। ୱିଲି ୱାଲ୍ସଙ୍କର ଦଶନ୍ଧୀ ଧରି ବିମାନ ଶିଳ୍ପର ଅଭିଜ୍ଞତା ରହିଛି। ସେ ପୂର୍ବରୁ ଏୟାର ଲିଙ୍ଗସ୍, ବ୍ରିଟିଶ ଏୟାରୱେଜ୍ ଏବଂ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଗ୍ରୁପ୍ (IAG)ର ସିଇଓ ଭାବରେ କାର୍ଯ୍ୟ କରିଛନ୍ତି । ସେ ଆଇବେରିଆ, ଭୁଏଲିଂ ଏବଂ ଲେଭଲ୍ ଭଳି ପ୍ରମୁଖ ଏୟାରଲାଇନ୍ସରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics
Explore more stories