Khamenei Death / କୋଟି କୋଟି ଡଲାର ରହସ୍ୟ; ଖାମେନେଇଙ୍କୁ ମାରିବାକୁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ଟ୍ରମ୍ପ ?
·6 months ago·2 min read

Key Points
ଇରାନ ଉପରେ ଇସ୍ରାଏଲ-ଆମେରିକା ମିଳିତ ଆକ୍ରମଣ
ଶେଷରେ ଖାମେନେଇଙ୍କୁ ମାରିବାରେ ସଫଳ ୟୁଏସ
ତେବେ ଖାମେନେଇଙ୍କ ମୃତ୍ୟୁ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ଟ୍ରମ୍ପ
ଅବାକ୍ କରିବ କୋଟି କୋଟି ଡଲାରର ରହସ୍ୟ
ଶେଷରେ ଖାମେନେଇଙ୍କୁ ମାରିବାରେ ସଫଳ ୟୁଏସ
ତେବେ ଖାମେନେଇଙ୍କ ମୃତ୍ୟୁ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ଟ୍ରମ୍ପ
ଅବାକ୍ କରିବ କୋଟି କୋଟି ଡଲାରର ରହସ୍ୟ
ମଧ୍ୟପ୍ରାଚ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣରେ ଧରାଶାୟୀ ହୋଇଛି ଇରାନ । ଦେଶ ନିଜର ସର୍ବୋଚ୍ଚ ନେତା ଖାମେନେଇଙ୍କୁ ହରାଇଛି । ଆମେରିକାର ଆକ୍ରମଣରେ ଶେଷରେ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ଘଟିଛି । ଆମେରିକା ସିଧାସଖଳ ଖାମେନେଇଙ୍କ ବାସଭବନ ଉପରେ ମିସାଇଲ ମାଡ଼ କରିଥିଲା । ତେବେ ଆପଣ ଜାଣନ୍ତି କି ଖାମେନେଇଙ୍କୁ ମାରିବାକୁ ଆମେରିକା ବିଗତ ଦିନରେ କେତେ ଟଙ୍କା ଖର୍ଚ୍ଚ କରିଛି ? ଟ୍ରମ୍ପଙ୍କ ପ୍ଲାନ କଣ ଥିଲା ? ଏଠାରେ ଆସନ୍ତୁ ଜାଣିବା ।
ଇରାନରେ ଗୁପ୍ତ ଏଜେନ୍ସି ନିୟୋଜିତ କରିବା ଲାଗି ଆମେରିକା ନିଜ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସି ଏଜେନ୍ସି (CIA)ର ଅଧିକାରୀଙ୍କୁ ଗୁରୁ ଦାୟିତ୍ଵ ପ୍ରଦାନ କରିଥିଲା । କୁହାଯାଉଛି ଆକ୍ରମଣରେ ଅୟାତୁଲ୍ଲାହ ଅଲ୍ଲୀ ଖାମେନଇଙ୍କ ମୃତ୍ୟୁ CIAର ଗୁପ୍ତ ଇନପୁଟ୍ ଦ୍ଵାରା ସମ୍ଭବ ହୋଇପାରିଥିଲା । ଏପିରିକି ଆମେରିକାର ଏହି ଗୁପ୍ତଚର ଏଜେନ୍ସି ଇରାନର ରାସ୍ତାରେ ଲାଗିଥିବା କ୍ୟାମେରାକୁ ବି ହ୍ୟାକ୍ କରିଥିଲା । ଏଜେନ୍ସିର ସୂତ୍ର ଏତେ ଜବରଦସ୍ତ ଥିଲା ଯେ, ଖାମେନେଇଙ୍କ ବିଷୟରେ ପ୍ରତି ସେକେଣ୍ଡର ଖବର ଟ୍ରମ୍ପଙ୍କ ନିକଟରେ ପହଞ୍ଚୁଥିଲା ।
ଟ୍ରମ୍ପ୍ ଲେଖିଥିଲେ, "ଖାମେନେଇ ଆମର ଗୁପ୍ତଚର ସଂସ୍ଥାଗୁଡ଼ିକର ଟ୍ରାକିଂ ସିଷ୍ଟମରୁ ଖସି ପାରିଲେ ନାହିଁ । ଆମେରିକା ବିଶ୍ୱର ସବୁଠାରୁ ବଡ଼ ଦୁଷ୍ଟକୁ ମାରିଛି ।" ଟ୍ରମ୍ପ୍ ଖାମେନେଇଙ୍କ ମୃତ୍ୟୁକୁ ଆମେରିକା ପାଇଁ ଏକ ପ୍ରମୁଖ ସଫଳତା ବୋଲି ବର୍ଣ୍ଣନା କରିଥିଲେ ।

- ୨୦୨୩ରୁ ଇରାନରେ ସକ୍ରିୟ ଥିଲା CIA
ଟ୍ରମ୍ପ୍ ଲେଖିଥିଲେ, "ଖାମେନେଇ ଆମର ଗୁପ୍ତଚର ସଂସ୍ଥାଗୁଡ଼ିକର ଟ୍ରାକିଂ ସିଷ୍ଟମରୁ ଖସି ପାରିଲେ ନାହିଁ । ଆମେରିକା ବିଶ୍ୱର ସବୁଠାରୁ ବଡ଼ ଦୁଷ୍ଟକୁ ମାରିଛି ।" ଟ୍ରମ୍ପ୍ ଖାମେନେଇଙ୍କ ମୃତ୍ୟୁକୁ ଆମେରିକା ପାଇଁ ଏକ ପ୍ରମୁଖ ସଫଳତା ବୋଲି ବର୍ଣ୍ଣନା କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: 'ଯଦି ଜାହାଜ ବାହାରିବ ନିଆଁ ଲଗାଇଦେବୁ'; ଷ୍ଟ୍ରେଟ୍ ହୋର୍ମୁଜ ପଥ ବନ୍ଦ କଲା ଇରାନ
ଅଧିକ ଖବର ପଢନ୍ତୁ...
- ଖାମେନେଇଙ୍କ ମୃତ୍ୟୁ ପାଇଁ ଆମେରିକା କେତେ ଟଙ୍କା ଖର୍ଚ୍ଚ କଲା ?
- CIAର ରାଡାରରେ ଥିଲେ ଖାମେନେଇ
ଅଧିକ ଖବର ପଢନ୍ତୁ...
Related Topics
Explore more stories