ପାକିସ୍ତାନ ଉପରେ ଇରାନର ଆକ୍ରମଣ
·2 years ago

ଅର୍ଗସ ବ୍ୟୁରୋ : ପାକିସ୍ତାନ ଉପରେ ବର୍ଷିଲା ଡ୍ରୋନ ଓ ମିସାଇଲ । ପାକିସ୍ତାନ ମାଟିରେ ପୁଣି ହେଲା ସର୍ଜିକାଲ ଷ୍ଟ୍ରାଇକ୍ । ଭାରତ ପରେ ଏବେ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍ କରିଛି ଇରାନ । ପାକିସ୍ତାନରେ ଥିବା ଦୁଇଟି ଆତଙ୍କୀ ଆଡ୍ଡା ଉପରେ ଡ୍ରୋନ ଓ ମିସାଇଲ ଦ୍ବାରା ହୋଇଛି ଆକ୍ରମଇଣ । ଜୈସ ଅଲ ଅଦଲ ଆତଙ୍କବାଦୀ ବେସ୍ ଉପରେ ମିସାଇଲ ମାଡ଼ ଏହା ଏହାକୁ ଧ୍ବଂସ କରାଯାଇଥିବା ଇରାନ ପକ୍ଷରୁ କୁହାଯାଇଛି ।
ଅଧିକ ପଢନ୍ତୁ ବିଦେଶ ଖବର
ତେବେ ଏହି ଆକ୍ରମଣରେ ୨ ଶିଶୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଏହାର ଗମ୍ଭୀର ପରିଣାମ ହେବ ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: