Iran Conflict / ଟ୍ରମ୍ପ, ମେଲୋନି ଓ ମାକ୍ରୋନ… ଯୁଦ୍ଧ ଭିତରେ ଇରାନ ଜାରି କଲା ୧୩ ଜଣିଆ ହିଟ୍ ଲିଷ୍ଟ
·2 months ago·2 min read

Key Points
ତେହରାନ ମହାନଗର ନିଗମ ପକ୍ଷରୁ ଛପା ଯାଉଥିବା ଇରାନର କଟ୍ଟରପନ୍ଥୀ ଖବରକାଗଜ 'ହମଶହରୀ' ତାର ୱେବସାଇଟ୍ରେ ଏକ ବଡ଼ ବିବାଦୀୟ ଟାର୍ଗେଟ୍ ଲିଷ୍ଟ ପ୍ରକାଶ କରିଛି । ଯେଉଁ ତାଲିକାରେ ରହିଛି ବିଶ୍ଵର ୧୩ ଜଣ ବଡ଼ ନେତାଙ୍କ ନାଁ ।
ତେହରାନ: ଇରାନ ଓ ପାଶ୍ଚାତ୍ୟ ରାଷ୍ଟ୍ର ମଧ୍ୟରେରେ ତିକ୍ତତା ଏବେ ବିପଜ୍ଜନକ ଓ ବ୍ୟକ୍ତିଗତ ସ୍ତରରେ ପହଞ୍ଚିଛି । ତେହରାନ ମହାନଗର ନିଗମ ପକ୍ଷରୁ ଛପା ଯାଉଥିବା ଇରାନର କଟ୍ଟରପନ୍ଥୀ ଖବରକାଗଜ 'ହମଶହରୀ' ତାର ୱେବସାଇଟ୍ରେ ଏକ ବଡ଼ ବିବାଦୀୟ ଟାର୍ଗେଟ୍ ଲିଷ୍ଟ ପ୍ରକାଶ କରିଛି ।
ଯେଉଁ ତାଲିକାରେ ରହିଛି ବିଶ୍ଵର ୧୩ ଜଣ ବଡ଼ ନେତାଙ୍କ ନାଁ । ଆମେରିକା, ଇସ୍ରାଏଲ୍ରୁ ନେଇ ଏକାଧିକ ୟୁରୋପୀୟ ଦେଶର ୧୩ ଜଣ ବିଶ୍ଵ ନେତାଙ୍କ ଫଟୋ ମଧ୍ୟ ରହିଛି । ଯେଉଁମାନଙ୍କୁ ଇରାନର ଦିବଙ୍ଗତ ସର୍ବୋଚ୍ଚ ନେତା ଅୟୋତୁଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ପାଇଁ ଦାୟୀ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଅକ୍ଟୋବର ୨୭ରେ ଇସ୍ରାଏଲ୍ ସାଧାରଣ ନିର୍ବାଚନ: ପିଏମ ନେତନ୍ୟାହୁଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ
ମୋଜତବାଙ୍କ ପ୍ରଥମ ଓ କଡ଼ା ବାର୍ତ୍ତା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫେବ୍ରୁଆରୀ ୨୮ରେ ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ଖାମେନେଇଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୋଜତବା ଖାମେନେଇ ହୋଇଥିଲେ ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତା । କିନ୍ତୁ ଦେଶର ଦାୟିତ୍ଵ ନେବା ପରଠାରୁ ସର୍ବସମ୍ମୁଖକୁ ଆସି ନଥିଲେ ମୋଜତବା । କୁହାଯାଉଥିଲା, ଉକ୍ତ ଆକ୍ରମଣରେ ମୋଜତବା ମଧ୍ୟ ଆହତ ହୋଇଥିଲେ ।
ଏବେ ଖାମେନେଇଙ୍କ ଅନ୍ତିମ ସଂସ୍କାର ପରେ ଶନିବାର ମୋଜତବା ପ୍ରଥମଥର ଲିଖିତ ବୟାନ ଜାରି କରିଥିଲେ । କହିଥିଲେ, "ବଦ୍ଲା ନେବା ହେଉଛି ସମଗ୍ର ଦେଶର ଇଚ୍ଛା ଏବଂ ଏହାକୁ ନିଶ୍ଚିତ ଭାବେ ହାସଲ କରିବୁ । ଅପରାଧୀମାନଙ୍କ ତାଲିକା କରାଯାଇଛି । ସେମାନଙ୍କ ଶୋଇବା ଶେଜରେ ଶାନ୍ତିରେ ମରିବାର ଇଚ୍ଛାକୁ ନିଜ ସହ ମଶାଣିକୁ ନେଇଯିବେ ।"
ହିଟ୍ ଲିଷ୍ଟରେ କିଏ ?
ଯଦିଓ ମୋଜତବା ଖାମେନେଇ ତାଙ୍କ ଅଧିକାରୀକ ବୟାନରେ କୌଣସି ନେତାଙ୍କ ନାଁ ସିଧାସଳଖ ନେଇନାହାନ୍ତି ନାଁ ଇରାନ ସରକାର ଘୋଷଣା କରିଛନ୍ତି । ତଥାପି ଇରାରନ ଖବରକାଗଜ 'ହମଶହରୀ' ମୋଜତବାଙ୍କ ବୟାନର ଟିକ୍ ପରେ ବିଳମ୍ବିତ ରାତିରେ ୧୩ ବିଶ୍ଵ ନେତାଙ୍କ ତାଲିକା ଜାରି କରିଛି ।
ଏଥିସହ ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀକୁ ଇରାନ ବନ୍ଦ କରିବାରୁ ଆମେରିକା ପୁଣି କଲା ଏୟାରଷ୍ଟ୍ରାଇକ୍
ଯେଉଁଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ବନ୍ଧୁକ ମୁନରେ ରଖାଯାଇଛି । ଅନ୍ୟ ନେତା କଏଦୀ ପୋଷାକରେ ଅଛନ୍ତି ।

ଆମେରିକା- ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ବିଦେଶ ମନ୍ତ୍ରୀ ମାର୍କୋ ଋବିୟୋ, ପ୍ରତିରକ୍ଷା ମନ୍ତ୍ରୀ ପିଟ ହେଗସେଥ୍
ଇସ୍ରାଏଲ୍- ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ କାଟଜ, ଗିଦୋନ ସାର
ବ୍ରିଟେନ୍- ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର
ଫ୍ରାନ୍ସ- ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନ
ଇଟାଲୀ- ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି
ଜର୍ମାନୀ- ଚାନ୍ସଲର ଫ୍ରେଡରିକ ମର୍ଜ

Related Topics
Explore more stories