Beaufort Castle Lebanon / ଐତିହାସିକ ବ୍ୟୁଫୋର୍ଟ ଦୁର୍ଗରେ ଉଡ଼ିଲା ଇସ୍ରାଏଲ ବିଜୟ ବାନା; କଣ ରହିଛି ଏହାର ଇତିହାସ?
·1 hour ago·2 min read

Key Points
ଗୋଲାନୀ ବ୍ରିଗେଡ ନେତୃତ୍ୱରେ ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନ ସ୍ଥିତ ବ୍ୟୁଫୋର୍ଟ ଦୁର୍ଗକୁ କବଜା କରିନେଇଛି। ଏହାକୁ ଏକ ବିରାଟ ସଫଳତା ବୋଲି କହିଛନ୍ତି ଦେଶର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ।
Israeli flag hoisted over Beaufort Castle: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଇସ୍ରାଏଲ ସେନା ଉଡ଼ାଇଛି ବିଜୟ ବାନା। ପ୍ରାୟ ୪୪ ବର୍ଷ ପରେ ଦକ୍ଷିଣ ଲେବାନନ୍ ର ନବାତିୟେହ ସହର ନିକଟରେ ଅବସ୍ଥିତ ବ୍ୟୁଫୋର୍ଟ ଦୁର୍ଗରେ ଇସ୍ରାଏଲ ଏବଂ ଏହାର ଗୋଲାନି ବ୍ରିଗେଡ୍ ଦେଶର ଜାତୀୟ ପତାକା ଉତ୍ତୋଳନ କରିଛି। ଇସ୍ରାଏଲୀ ବ୍ରଡକାଷ୍ଟିଂ କର୍ପୋରେସନ ରବିବାର (ମେ ୩୧) ଏକ ଫଟୋ ପୋଷ୍ଟ କରିଛି। ଯେଁଉଥି୍ରେ ଇସ୍ରାଏଲ ପତାକା ବ୍ୟୁଫୋର୍ଟ ଦୁର୍ଗରେ ଉଡୁଥିବାର ଦେଖିବାକୁ ମିଳିଛି।
ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ଏହାକୁ ଏକ "ରଣନୈତିକ ବିଜୟ" ଭାବରେ ବର୍ଣ୍ଣନା କରିଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ବଳର ଜଣେ ମୁଖପାତ୍ର ଏକ ଏକ୍ସ ପୋଷ୍ଟରେ ସେହି ଅଞ୍ଚଳରେ ଉପସ୍ଥିତ ରହିଥିବା ଦେଶର ଯବାନଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଏନେଇ କହିଛନ୍ତି ଯେ ସେନା ଏବେ ଲିଟାନି ନଦୀର ଉତ୍ତରରେ ହିଜବୁଲ୍ଲା ବିରୋଧରେ ଏହାର ଅଭିଯାନକୁ ଜାରି ରଖିଛି। ଏକ ଲମ୍ବା ପୋଷ୍ଟରେ, ସେ ଏପର୍ଯ୍ୟନ୍ତ ସଫଳତାକୁ ପ୍ରଶଂସା କରିଛନ୍ତି।
ଅନ୍ୟପଟେ ଏହାର ଫଟୋ ସେୟାର କରି, ଦେଶର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାଟଜ୍, ଏକ ଏକ୍ସ ପୋଷ୍ଟରେ କହିଛନ୍ତି ଯେ ଗୋଲାନୀ ବ୍ରିଗେଡ ନେତୃତ୍ୱରେ ଇସ୍ରାଏଲ ସୈନ୍ୟ ଦକ୍ଷିଣ ଲେବାନନ ସ୍ଥିତ ବ୍ୟୁଫୋର୍ଟ ଦୁର୍ଗକୁ ଦଖଲ କରି ନେଇଛନ୍ତି। ଲିଟାନି ନଦୀ ପାର ହୋଇ ଅଭିଯାନକୁ ବିସ୍ତାର କରିବା ପରେ ଇସ୍ରାଏଲ ସେନା ବ୍ୟୁଫୋର୍ଟକୁ ଦଖଲକୁ ନେଇ ଏହାର ଅଭିଯାନ ଆରମ୍ଭ କରିଥିଲା।
ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଇସ୍ରାଏଲ କାରନାମା; ତାଜୁବ ହୋଇଗଲା ଇରାକ ସହ ପୁରା ବିଶ୍ୱ
ବିଜୟରେ ଉତ୍ତଫୁଲ୍ଲିତ ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରୀ
ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାଟଜ୍ କହିଛନ୍ତି, ବ୍ୟୁଫୋର୍ଟ ଦୁର୍ଗରେ ହୋଇଥିବା ବୀରତ୍ୱପୂର୍ଣ୍ଣ ଲଢେଇର ୪୪ ବର୍ଷ ପରେ ଗୋଲାନି ବ୍ରିଗେଡ ନେତୃତ୍ୱକେ ଦେଶର ସୈନିକ ବ୍ୟୁଫୋର୍ଟ ଦୁର୍ଗର ଶିଖରରେ ପହଞ୍ଚିବା ସହ ସେଠାରେ ପୁଣି ଥରେ ଇସ୍ରାଏଲ ଏବଂ ଗୋଲାନି ସେନା ବ୍ରିଗେଡ୍ ପତାକା ଉତ୍ତୋଳନ କରିଛନ୍ତି।
ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (IDF) ୧୯୮୨ ମସିହାରେ ଲେବାନନ୍ ସହ ହୋଇଥି୍ବା ଲଢେଇରେ ଐତିହାସିକ ବ୍ୟୁଫୋର୍ଟ ଦୁର୍ଗକୁ କବଜା କରି ନେଇଥିଲା। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ କହିବା ଅନୁସାରେ ସେହି ଯୁଦ୍ଧରେ ୬ ଜଣ ଗୋଲାନୀ ବ୍ରିଗେଡ୍ ସୈନିକ ଶହୀଦ ହୋଇଥିଲେ। ଇସ୍ରାଏଲ ସେନା ଗତ ୧୯୮୨ ମସିହାରୁ ୨୦୦୦ ପର୍ଯ୍ୟନ୍ତ ଦକ୍ଷିଣ ଲେବାନନରେ ଏହାର ୧୮ ବର୍ଷର ଦଖଲ ଅଭିଯାନ ସମୟରେ ସେହି ଦୁର୍ଗ ରହିଥିବା ଅଞ୍ଚଳକୁ ନିୟନ୍ତ୍ରଣକୁ ନେଇ କରିଥିଲା। ହେଲେ ପରେ ସୈଠାରୁ ଇସ୍ରାଏଲ ସୈନ୍ୟଙ୍କୁ ପ୍ରତ୍ୟାହାର କରି ନିଆ ଯାଇଥିଲା।

44 שנים אחרי קרב הגבורה על הבופור, וביום האזכרה לחללי מלחמת שלום הגליל ובהם חיילי גולני שנפלו בקרב על הבופור - לוחמי צה"ל ובראשם חטיבת גולני, שבו אל פסגת הבופור והניפו עליה מחדש את דגל ישראל ואת דגל גולני.
— ישראל כ”ץ Israel Katz (@Israel_katz) May 31, 2026
בהנחיית ראש הממשלה נתניהו ובהנחייתי, צה"ל הרחיב את התמרון בלבנון, חצה את… pic.twitter.com/NjtlYSZqu4
ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (IDF) ୧୯୮୨ ମସିହାରେ ଲେବାନନ୍ ସହ ହୋଇଥି୍ବା ଲଢେଇରେ ଐତିହାସିକ ବ୍ୟୁଫୋର୍ଟ ଦୁର୍ଗକୁ କବଜା କରି ନେଇଥିଲା। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ କହିବା ଅନୁସାରେ ସେହି ଯୁଦ୍ଧରେ ୬ ଜଣ ଗୋଲାନୀ ବ୍ରିଗେଡ୍ ସୈନିକ ଶହୀଦ ହୋଇଥିଲେ। ଇସ୍ରାଏଲ ସେନା ଗତ ୧୯୮୨ ମସିହାରୁ ୨୦୦୦ ପର୍ଯ୍ୟନ୍ତ ଦକ୍ଷିଣ ଲେବାନନରେ ଏହାର ୧୮ ବର୍ଷର ଦଖଲ ଅଭିଯାନ ସମୟରେ ସେହି ଦୁର୍ଗ ରହିଥିବା ଅଞ୍ଚଳକୁ ନିୟନ୍ତ୍ରଣକୁ ନେଇ କରିଥିଲା। ହେଲେ ପରେ ସୈଠାରୁ ଇସ୍ରାଏଲ ସୈନ୍ୟଙ୍କୁ ପ୍ରତ୍ୟାହାର କରି ନିଆ ଯାଇଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Israel captures Beaufort Castle 2026Israeli flag raised Beaufort Castle LebanonIDF takes Beaufort fortress south LebanonBattle of Beaufort Castle 44 yearsIsrael ground offensive deeper into LebanonCrusader-era fortress Qalaat al-Shaqif IsraelGolani Brigade Beaufort Castle LebanonNetanyahu dramatic shift Lebanon campaignIsrael Katz Beaufort ridge military operationIsrael deepest incursion Lebanon Litani River