ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଷ୍ଟାରମେରଙ୍କୁ ଭେଟିଲେ ବାଇଡେନ
·2 years ago

ଅର୍ଗସ ବ୍ୟୁରୋ: ଜୁଲାଇ 11 ରେ ୱାଶିଂଟନ୍ ଡିସିରେ ଅନୁଷ୍ଠିତ ନାଟୋ ଶିଖର ସମ୍ମିଳନୀରେ ବାଇଡେନ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ କିର ଷ୍ଟାରମେର ସାକ୍ଷାତ ହୋଇଛି । କିର୍ ଷ୍ଟାରମର୍ଙ୍କ ସହ ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ବୈଠକରେ ରାଷ୍ଟ୍ରପତି ବାଇଡେନ ବ୍ରିଟେନକୁ ଆମେରିକାର ସର୍ବୋତ୍ତମ ସହଯୋଗୀ ବୋଲି କହିଛନ୍ତି ।
ହାରିଲେ ସୁନକ, ବାଜି ମାରିଲା ଲେବର ପାର୍ଟି
ନାଟୋକୁ ଏକତ୍ର କରୁଥିବା ବ୍ରିଟେନକୁ ନାଟୋ ଦେଶ ମାନଙ୍କୁ ଏକାଠି କରିଥିବା ଟ୍ରାନ୍ସଆଟ୍ଲାଣ୍ଟିକ ନଟ୍ ବୋଲି କହିଛନ୍ତି । ନାଟୋ ଶିଖର ସମ୍ମିଳନୀର 75 ତମ ବାର୍ଷିକୀରେ ନାଟୋ ଆହୁରି ବଡ,ଆହୁରି ଶକ୍ତିଶାଳୀ ହେବ ବୋଲି କହିଛନ୍ତି ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଷ୍ଟାରମେର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: