Nepal Election / ଜାରି ରହିଛି ଭୋଟ ଗଣତି; ବାଲେନଙ୍କ ଆଗରେ ଓଲି ମାରିଲେ ଚିତପଟାଙ୍ଗ
·6 months ago·2 min read

Key Points
ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ନେପାଳ ସଂସଦୀୟ ନିର୍ବାଚନନରେ ବାଲେନ ଶାହ ଏବଂ କେପି ଶର୍ମା ଓଲିଙ୍କ ମଧ୍ୟରେ ଜୋରଦାର ମୁକାବିଲା ଅନୁଷ୍ଠିତ ହୋଇଯାଇଛି।
Balen shah vs KP Oli Fight: ଚଳିତ ବର୍ଷ ମାର୍ଚ୍ଚ ୫ ତାରିଖରେ ହୋଇଥିବା ନେପାଳ ସଂସଦ ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି। ଏହି ନିର୍ବାଚନରେ ଦେଶର ୫ ନମ୍ବର ଆସନ ଚର୍ଚ୍ଚାରେ ରହିଛି। ଏହି ଆସନରେ ରାଜଧାନୀ କାଠମାଂଡୁର ପୂର୍ବତନ ମେୟର ତଥା ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ପକ୍ଷରୁ ବାଲେନ ଶାହ ଏବଂ ନେପାଳ କମ୍ୟୁନିଷ୍ଟ ପାର୍ଟି ନେତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ମଧ୍ୟରେ ଜୋରଦାର ମୁକାବିଲା ଚାଲିଛି। ଏହି ଆସନରେ ଭୋଟ ଗଣତି ଶେଷ ସମୟରେ ପହଞ୍ଚିଥିବା ବେଳେ ଅନ୍ୟ ବାଲେନଙ୍କ ଆଗରେ ଓଲି ମାରିଲେ ଚିତପଟାଙ୍ଗ ମାରୁଥିବାର ଖବର ଆସୁଛି।
ଏହି ନିର୍ବାଚନରେ ପୂର୍ବତନ ନେପାଳ ପ୍ରଧାନମନ୍ତ୍ରୀ ଓଲି ଶୋଚନୀୟ ପରାଜୟ ବରଣ କରିପାରିନ୍ତି। ବାଲେନ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଓଲିଙ୍କ ଠାରୁ ପ୍ରାୟ ୪୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଆଗୁଆ ଅଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ବାଲେନଙ୍କୁ ୫୪୦୯୬ ଏବଂ ଓଲିଙ୍କୁ ୧୪,୩୦୧ ଭୋଟ ମିଳିଛି। ଉଭୟଙ୍କ ମଧ୍ୟରେ ପ୍ରାୟ ୪୦,୦୬୫ ଖଣ୍ଡ ଭୋଟ ବ୍ୟବଧାନ ରହିଛି। ସରକାରୀ ତଥ୍ୟ ଅନୁସାରେ ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୧ ଲକ୍ଷ ୬ ହଜାର ୩୭୨ ମତଦାନ ହୋଇଥିଲା। ଯେଉଁଥିରୁ ପ୍ରାୟ ୮୪,୧୧୮ ଭୋଟ ଗଣତି ଶେଷ ହୋଇଛି। ଆହୁରି ୨୨,୨୫୪ ଭୋଟ ଗଣତି ବାକି ରହିଛି।
ମେୟର ପଦରୁ ଇସ୍ତଫା ଦେବା ପରେ ବାଲେନ ଶାହ, କେପି ଶର୍ମା ଓଲିଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି। ନିଜ ଗଡ଼ରେ ବାଲେନ୍ ଓଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଚଳିତ ଥରର ସଂସଦୀୟ ନିର୍ବାଚନରେ ୫ ନମ୍ବର ଆସନ ଉପରେ ସମଗ୍ର ନେପାଳ ସହ ବିଶ୍ୱର ରହିଛି। ହେଲେ କିଏ ଏଠାରୁ ବାଜି ମାରୁଛନ୍ତି ତାହା ନିର୍ବାଚନ ଶେଷ ହେବା ପରେ ଜଣାପଡ଼ିବ। ଏହି ନିର୍ବାଚନ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେପି ଶର୍ମା ଓଲି ନିଜ ଲଢୁଥିବା ଆସନ ବ୍ୟତୀତ ଦଳ ପାଇଁ ଅନ୍ୟ କୌଣସି ଆସନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ପାରିନାହାଁନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଓଲି ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ। ହେଲେ ବାଲେନ ଶାହ ଦେଶର ସମସ୍ତ ୭ ରାଜ୍ୟ ସହ ସମସ୍ତ ପ୍ରମୁଖ ସହରରେ ରୋଡ ଶୋ ସହ ସାଧାରଣ ସଭା କରିଥିଲେ। ଏପରିକି ସେ ଦୁର୍ଗମ ଅଞ୍ଚଳରେ ମଧ୍ୟ ପ୍ରଚାର କରିଥିଲେ। ବାଲେନଙ୍କ ରୋଡ ଶୋ ଝାପା ଠାରୁ କାଞ୍ଚନପୁର ପର୍ଯ୍ୟନ୍ତ ଚାଲିଥିଲା। ଯେଉଁଠି ଭାରତ ସୀମାକୁ ଲାଗି ୨୨ ଜିଲ୍ଲା ଅବସ୍ଥିତ ରହିଛି। ଯାହା ଫଳରେ ତାଙ୍କ ଦଳ ଏଠାକାର ନିର୍ବାଚନମଣ୍ଡଳୀ ମଧ୍ୟରୁ ପ୍ରାୟ ୯୫ ପ୍ରତିଶତ ଆସନରେ ବିଜୟୀ ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେପି ଓଲି ୧୯୯୧ ମସିହାରୁ ଏହି ଝାପା ନିର୍ବାଚନମଣ୍ଡଳୀରୁ ୮ ଥର ନିର୍ବାଚନ ଲଢ଼ିଛନ୍ତି। ସେ କେବଳ ୨୦୦୮ ସଂସଦୀୟ ନିର୍ବାଚନରେ କେବଳ ଥରେ ପରାସ୍ତ ହୋଇଥିଲେ। ନହଲେ ସେ ପ୍ରତ୍ୟେକ ଥର ନିର୍ବାଚନ ଜିତିଛନ୍ତି। ଗତ ୨୦୧୭ ଏବଂ ୨୦୨୨ ନିର୍ବାଚନରେ ସେ ତାଙ୍କ ସଂସଦୀୟ କ୍ଷେତ୍ରରୁ ପ୍ରାୟ ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ହେଲେ ଏଥର ସେ ଶୋଚନୀୟ ପରାଜୟ ବରଣ କରିପାରନ୍ତି। ଏଥର କେବଳ ସେ ନିର୍ବାଚନ ପରାସ୍ତ ହେବେ ନାହିଁ ବରଂ ତାଙ୍କ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟି ମଧ୍ୟ ଚିତପଟାଙ୍ଗ ମାରିପାରେ। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଦଳ କେବଳ ଦୁଇଟି ଆସନ ଜିତିଛି। ଯେତେବେଳେ କି ଅନ୍ୟ ୭ ଆସନରେ ସୀମିତ ଭୋଟ ବ୍ୟବଧାନରେ ଆଗୁଆ ରହିଛି।
Related Topics
Explore more stories