Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ତାଞ୍ଜାନିଆର ଏକ ଖଣିରେ ଭୂସ୍ଖଳନ, ୨୨ ମୃତ

Swayangprajna Mishra
Browse all articles by Swayangprajna Mishra
·2 years ago
ତାଞ୍ଜାନିଆର ଏକ ଖଣିରେ ଭୂସ୍ଖଳନ, ୨୨ ମୃତ

ଅର୍ଗସ ବ୍ୟୁରୋ : ତାଞ୍ଜାନିଆର ଏକ ଖଣିରେ ଭୂସ୍ଖଳନ ରେ ୨୨ ମୃତ । ସିମିୟୁର ବାରିଆଡିରେ ଏକ ଖଣିରେ ଭୂସ୍ଖଳନ ଯୋଗୁ ଅଘଟଣ ଘଟିଛି। ତେବେ ଉଦ୍ଧାର କାର୍ଯ୍ୟ ଶେଷ ସରିବା ପରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେତେଜଣ ନିଖୋଜ ଅଛନ୍ତି ସେ ନେଇ ସୂଚନା ମିଳିପାରିନାହିଁ ।

ଅଧିକ ପଢନ୍ତୁ ବିଦେଶ ଖବର

ଜାନୁଆରୀ ୧୩ରେ ଏହି ଖଣିରେ ହଠାତ ଭୂସ୍ଖଳନ ହୋଇଥିଲା । ଏହାପରେ ୨ ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଏବଂ ୨୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Landslide in Tanzanian mine, 22 dead | Argus News