|
logo
Live

Argus News - ନେପାଳରେ ଭୂସ୍ଖଳନ ; ଗଲାଣି ୧୧୨ ଜଣଙ୍କ ଜୀବନ

International

ନେପାଳରେ ଭୂସ୍ଖଳନ ; ଗଲାଣି ୧୧୨ ଜଣଙ୍କ ଜୀବନ

Swayangprajna Mishra
Browse all articles by Swayangprajna Mishra
·1 year ago
ନେପାଳରେ ଭୂସ୍ଖଳନ ; ଗଲାଣି ୧୧୨ ଜଣଙ୍କ ଜୀବନ

ଅର୍ଗସ ବ୍ୟୁରୋ : ନେପାଳରେ ଭୟଙ୍କର ବନ୍ୟା ସ୍ଥିତି । ଦୁଃଖକୁ ଦ୍ବିଗୁଣିତ କରିଛି ଭୂସ୍ଖଳନ । ବନ୍ୟାରେ ଏଯାଏ ୧୧୨ ଜଣଙ୍କ ଜୀବନ ଗଲାଣି । ଭୂସ୍ଖଳନ ଯୋଗୁ ଶହ ଶହ ନିଖୋଜ ଅଛନ୍ତି । ପ୍ରବଳ ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଜାରି ରହିଛି । ଅନେକ ସ୍ଥାନରେ ନଦୀ ଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ଅଧିକ ପଢନ୍ତୁ : ନେପାଳରେ ବଡ଼ ବିମାନ ଦୁର୍ଘଟଣା: ୧୯ ମୃତ !

ଉଦ୍ଧାରକାରୀ ଟିମ୍‌ ପକ୍ଷରୁ ରେସ୍କ୍ୟୁ ଅପରେସନକୁ ଜୋରଦାର କରାଯାଇଛି । କିଛି ସ୍ଥାନରେ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ନେପାଳରେ ପ୍ରଳୟକାରୀ ବନ୍ୟା ଯୋଗୁ ବିହାରର କିଛି ଜିଲ୍ଲାକୁ ଆଲର୍ଟ କରାଯାଇଛି । ବିହାରରେ ଏବେ ବି ବର୍ଷା ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ନେପାଳରେ ଭୂସ୍ଖଳନ ; ଗଲାଣି ୧୧୨ ଜଣଙ୍କ ଜୀବନ | Argus News