Russia / ରାତି ଅଧରେ ଋଷର ବଡ଼ ଆକ୍ରମଣ

Key Points
ରାତି ଅଧରେ ବଡ଼ ଆକ୍ରମଣ କଲା ଋଷ ।
୫୦୦ ମିଶାଇଲ ମାଡ଼ କରି ପୁରା ଦେଶକୁ ଧ୍ଵଂସ କରିଦେଲା ।
ମିଶାଇଲ ଡ୍ରୋନ୍ ଆକ୍ରମଣରେ ଥରି ଉଠିଲା ପୁରା ଦେଶ
ଋଷର ବଡ଼ ଆକ୍ରମଣ... ଗୋଟିଏ ରାତିରେ କଲା ୫୦୦ ମିଶାଇଲ ମାଡ଼ । ରାତି ଅଧରେ ବଡ଼ ଆକ୍ରମଣ କଲା ଋଷ । ୫୦୦ ମିଶାଇଲ ମାଡ଼ କରି ପୁରା ଦେଶକୁ ଧ୍ଵଂସ କରିଦେଲା । ମିଶାଇଲ ଡ୍ରୋନ୍ ଆକ୍ରମଣରେ ଥରି ଉଠିଲା ପୁରା ଦେଶ ।
ରାତି ଅଧରେ ଶହ ଶହ ମିଶାଇଲ ମାଡ଼କଲା ଋଷ। ଦେଖାଇଲା ତାର ଭୟଙ୍କର ରୂପ। ରୂଷର ଆକ୍ରମଣ ପରେ ଥରି ଉଠିଛି ପୁରା ୟୁକ୍ରେନ୍ । ଗୋଟିଏ ଯୁଦ୍ଧ ବନ୍ଦ ହେଲା ବେଳକୁ ଆଉ ଗୋଟିଏ ଯୁଦ୍ଧ ମୁଣ୍ଡ ଟେକୁଛି । ଇରାନ୍ ଆମେରିକା ମଧ୍ୟରେ ଆକ୍ରମଣ ବନ୍ଦ ହେଲା ବେଳକୁ ପୁଣିଥରେ ଆକ୍ରମଣ କରିଛି ଋଷ ।
ୟୁକ୍ରେନ୍ ଉପରେ ହୋଇଛି ଘମାସାନ ଆକ୍ରମଣ । ପାଉଁଷର ସ୍ତୁପରେ ପରିଣତ ହୋଇଛି ୟୁକ୍ରେନ୍ । ୫୦୦ରୁ ଅଧିକ ଡ୍ରୋନ୍ ଏବଂ ମିଶାଇଲ ଦ୍ବାରା କରାଯାଇଛି ଆକ୍ରମଣ। ଡିନିପ୍ରୋ ସହର ଓ ୟୁକ୍ରେନ୍ର ଆଖପାଖ କେନ୍ଦ୍ରୀୟ ଅଞ୍ଚଳ ଏହି ଆକ୍ରମଣରେ ଶିକାର ହୋଇଛି ।
ଏଥିସହ ପଢ଼ନ୍ତୁ: ଇରାନର ମହମୁଦ ଅହମଦିନେଜାଦ କିଏ ? କାହିଁକି ପସନ୍ଦ କରନ୍ତି ଡୋନାଲ୍ଡ ଟ୍ରମ୍ପ ?
ରାତି ଅଧରେ କେମିତ ଋଷ କରିଛି ୟୁକ୍ରେନ୍ ଉପରେ ଆକ୍ରମଣ । ଶହ ଶହ ମିଶାଇଲ ଏବଂ ଡ୍ରୋନ୍ ୟୁକ୍ରେନ୍ ଉପରେ ଗଦେଇ ହୋଇ ପଡ଼ିଛି । ବାରମ୍ବାର ଋଷର ଆକ୍ରମଣ କାରଣରୁ ପାଉଁଶ ସ୍ତୁପରେ ପରିଣତ ହେଲାଣି ୟୁକ୍ରେନ୍ । ଯଦି ଦେଖିବା ରବିବାର ଋଷ ଉପରେ ଆକ୍ରମଣ କରିଥିଲା ୟୁକ୍ରେନ୍ । ଯାହାର ଯବାବ ଦେଇଛି ଋଷ ।
ମଙ୍ଗଳବାର ରାତିରେ କରିଛି ଘମାସାନ ଆକ୍ରମଣ। ରୁଷ୍ର ଆକ୍ରମଣକୁ ଶେଷ କରିବା ପାଇଁ ଆମେରିକାର କୂଟନୈତିକ ଉଦ୍ୟମ ସତ୍ତ୍ବେ ଶାନ୍ତି ଚୁକ୍ତି ରୂପ ନେବାର କୌଣସି ସଙ୍କେତ ଦେଖିବାକୁ ମିଳୁ ନାହିଁ ।
ରବିବାର ରୁଷ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ୧,୦୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍କୁ ଗୁଳି କରି ଖସାଇ ଦିଆଯାଇଛି । ୟୁକ୍ରେନର ଦୀର୍ଘ ଦୂରଗାମୀ ଅସ୍ତ୍ରଶସ୍ତ୍ରର ବୃଦ୍ଧି ପରେ, ରୁଷ୍ ପ୍ରତିରକ୍ଷା ମନ୍ତ୍ରୀ ମିଖାଇଲୋ ଫେଡୋରୋଭ ସୋମବାର କହିଛନ୍ତି ଯେ ଦେଶ ଏହାର ପ୍ରଥମ ଗ୍ଲାଇଡ୍ ବୋମା ବିକଶିତ କରିଛି । ଏହା ଏକ ଶକ୍ତିଶାଳୀ ଅସ୍ତ୍ର ଯାହା ୟୁକ୍ରେନ୍ ଉପରେ ବିନାଶକାରୀ ପ୍ରଭାବ ପକାଇବ। ପୁଟିନ ଚଳିତ ସପ୍ତାହରେ ବେଜିଂରେ ଚୀନ୍ ନେତା ସି ଜିନପିଙ୍ଗଙ୍କ ସହ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ ରହିଛି।
📱 Get Argus News App
✨Related Topics
Explore more stories