Norovirus Infects / ପୁଣି ଚୀନରୁ ବିଶ୍ୱକୁ ବିପଦ, ୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଜୀବନ ସଙ୍କଟରେ
·5 months ago·2 min read

Key Points
ଚୀନରେ ପୁଣି ବ୍ୟାପିଲା ଆଉ ଏକ ନୂଆ ଭୂତାଣୁ
ବିପଦରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଜୀବନ
ବିପଦରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଜୀବନ
ପୁଣି ମାଡି ଆସିଲା ଆଉ ଏକ ନୂଆ ଭୂତାଣୁ। ଯାହାକୁ ନେଇ ବଢ଼ୁଛି ଚିନ୍ତା। ସ୍କୁଲରେ ୧୦୦ରୁ ଅଧିକ ଛାତ୍ର ସଂକ୍ରମିତ ଥିବା ଜଣାପଡ଼ିଛି। କୁହାଯାଉଛି ଯେ, COVID-19 ପରେ ଏହା ଏହା ହେଉଛି ମାରାତ୍ମକ ଭୂତାଣୁ। ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା COVID-19 ସାରା ବିଶ୍ୱରେ ଭୟ ସୃଷ୍ଟି କରିଥିଲା। ଏହି ସଂକ୍ରମଣ ୨୦୧୯ ଶେଷ ଭାଗରେ ଆରମ୍ଭ ହୋଇଥିଲା। ଏବେ ଆଉ ଏକ ଭୟଙ୍କତ ଭାଇରସ ବ୍ୟାପିଛି । ଏହି ଭାଇରସକୁ ନୋରୋଭାଇରସ କୁହାଯାଉଛି। ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ଗୋଟିଏ ସ୍କୁଲରେ ୧୦୦ରୁ ଅଧିକ ଛାତ୍ରଛାତ୍ରି ସଂକ୍ରମିତ ହୋଇଛନ୍ତି।
ଦକ୍ଷିଣ ଚୀନର ଗ୍ୱାଙ୍ଗଡୋଙ୍ଗ ପ୍ରଦେଶର ଫୋଶାନ ସହରର ଏକ ସିନିୟର ହାଇସ୍କୁଲରେ ୧୦୩ ଜଣ ପିଲା ନୋରୋଭାଇରସରେ ସଂକ୍ରମିତ ହୋଇଛନ୍ତି। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଶନିବାର କହିଛନ୍ତି ଯେ କୌଣସି ମାମଲା ଗମ୍ଭୀର ନାହିଁ କି ନା ହିଁ କାହାରି ମୃତ୍ୟୁ ହୋଇଛି।ନୋରୋଭାଇରସ୍ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ କାରଣ ହୁଏ। ଏହା ଏକ ପେଟ ସଂକ୍ରମଣ । ଯାହାକୁ କେତେକ ସମୟରେ ପେଟ ଫ୍ଲୁ କୁହାଯାଏ। ଏହି ଭାଇରସ୍ ସାଧାରଣତଃ: ବିଶ୍ୱର ଉପର ଭାଗର ଦେଶ ଗୁଡ଼ିକରେ, ଏହି ରୋଗ ନଭେମ୍ବର ଏବଂ ଏପ୍ରିଲ ମଧ୍ୟରେ ସର୍ବାଧିକ ଦେଖାଯାଏ।
ଏଥିସହ ପଢ଼ନ୍ତୁ: ରକ୍ତ ଚିହ୍ନିଲାନି ରକ୍ତ ସଂର୍ପକ, ସହିପାରିଲାନି ଭାଇକୁ ଶେଷରେ ମାରିଦେଲା
୧୯୬୮ ମସିହାରେ ନୋରୋଭାଇରସ୍ ର ପ୍ରଥମ ମାମଲା ଯୁକ୍ତରାଷ୍ଟ୍ରର ଓହାଇଓର ନରୱାକ୍ ରେ ରିପୋର୍ଟ କରାଯାଇଥିଲା। ଏହି ଘଟଣାରେ ଏକ ସ୍କୁଲ ସାମିଲ ଥିଲା । ଯେଉଁଠାରେ ଅନେକ ଲୋକ ଏକକାଳୀନ ଅସୁସ୍ଥ ହୋଇ ପଡ଼ିଥିଲେ। ଏହି ଘଟଣା ପରେ ବୈଜ୍ଞାନିକମାନେ ରୋଗ ବିଷୟରେ ଗବେଷଣା ଆରମ୍ଭ କରିଥିଲେ। ଯେହେତୁ ନରୱାକ୍ ରେ ରୋଗଟି ପ୍ରଥମେ ଚିହ୍ନଟ ହୋଇଥିଲା। ତେଣୁ ଭାଇରସ୍ କୁ ପ୍ରଥମେ ନରୱାକ୍ ଭାଇରସ୍ କୁହାଯାଉଥିଲା। ପରେ, ଏହାକୁ ନୋରୋଭାଇରସ୍ ଭାବରେ ଜଣାଶୁଣା ହୋଇଥିଲା।
ନୋରୋଭାଇରସ କ’ଣ?
ନୋରୋଭାଇରସ୍ର ଏକ ଗ୍ରୁପ ଅଛି । ଯେଉଁଥିରେ ବାନ୍ତି ଏବଂ ଝାଡ଼ା ସୃଷ୍ଟି କରେ। ଏହି ରୋଗ ବହୁତ ସାଧାରଣ ଏବଂ ଦ୍ରୁତ ଗତିରେ ବ୍ୟାପିଥାଏ। ନୋରୋଭାଇରସ୍ ମାମଲା ଅଧିକାଂଶ ଶୀତ ଋତୁରେ ଦେଖାଯାଏ। ଏହା ଆମେରିକାରେ ଖାଦ୍ୟଜନିତ ରୋଗର ପ୍ରଥମ କାରଣ।ନୋରୋଭାଇରସ ଏକ ସାଧାରଣ । ଯାହା ପେଟରେ ସଂକ୍ରମିତ ହୁଏ । ଯେପରି କି ବାନ୍ତି ଏବଂ ଡାଇରିଆ ସୃଷ୍ଟି କରେ। ଜିଙ୍ଗହୁଇ ମଧ୍ୟ ବିଦ୍ୟାଳୟର ଛାତ୍ରମାନେ ମଧ୍ୟ ସମାନ ଲକ୍ଷଣ ଅନୁଭବ କରିଥିଲେ। ସମସ୍ତ ୧୦୩ ପିଲାମାନଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଅଛି । ସ୍କୁଲ କ୍ୟାମ୍ପସକୁ ସାନେଟାଇଜ୍ କରାଯାଇଛି। ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି। ମାମଲା ଗୁଡ଼ିକର ତଦନ୍ତ ପାଇଁ ଏକ ମହାମାରୀ ସର୍ଭେ ଚାଲିଛି। ଗ୍ୱାଙ୍ଗଡୋଙ୍ଗ ପ୍ରଦେଶ ରୋଗ ନିୟନ୍ତ୍ରଣ ବିଭାଗ ଅନୁଯାୟୀ, ପ୍ରତିବର୍ଷ ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ନୋରୋଭାଇରସ ପ୍ରକୋପ ଋତୁ ହୋଇଥାଏ।
ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୬୮୫ ନିୟୁତ ଲୋକ ନୋରୋଭାଇରସ୍ ଦ୍ୱାରା ସଂକ୍ରମିତ ହୁଅନ୍ତି। ଏଥିରେ ୫ ବର୍ଷରୁ କମ୍ ବୟସର ପ୍ରାୟ ୨୦୦ ନିୟୁତ ପିଲା ଅନ୍ତର୍ଭୁକ୍ତ। ଏହି ଭାଇରସ୍ ପ୍ରତିବର୍ଷ ପ୍ରାୟ ୨୦୦,୦୦୦ ମୃତ୍ୟୁ ଘଟାଇଥାଏ। ଯାହା ମଧ୍ୟରୁ ପ୍ରାୟ ୫୦,୦୦୦ ପିଲା। ଗରିବ ଦେଶ ଗୁଡ଼ିକରେ ଏହାର ପ୍ରଭାବ ବିଶେଷ ଭାବରେ ଗୁରୁତର। ଚିକିତ୍ସା ଏବଂ ଆର୍ଥିକ କ୍ଷତି ସହିତ, ଏହା ବିଶ୍ୱକୁ ପ୍ରାୟ ୬୦ ବିଲିୟନ ଖର୍ଚ୍ଚ କରେ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories