Pakistan Emergency / ଜରୁରୀ ସ୍ଥିତି ଲଗାଇଲେ ଶେହବାଜ ସରିଫ୍; ଖୈବର ପଖତୁନୱା ମୁଖ୍ୟମନ୍ତ୍ରୀଙ୍କୁ ବାନ୍ଧିନେଲେ
·54 mins ago·2 min read

Key Points
ଖୈବର ପଖତୁନୱାରେ ଚାଲିଥିବା ଲମ୍ବା ଟଣାଓଟାର ଭିତରେ ରବିବାର ଶେହବାଜଙ୍କ ସରକାର ବଡ଼ ନିଷ୍ପତ୍ତି ନେଇଛି । ଉତ୍ତର ଖୈବର ପଖତୁନୱା ପ୍ରାନ୍ତରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛି ସରିଫଙ୍କ ସରକାର ।
ନୂଆଦିଲ୍ଲୀ: ପାକିସ୍ତାନରେ ରାଜନୈତିକ ସଂକଟ ଚରମରେ ପହଞ୍ଚିଛି । ଇମ୍ରାନ ଖାନଙ୍କ ମୁକ୍ତି ଦାବି କରି ହେଉଥିବା ବିରୋଧର ସାମ୍ନା କରି ନପାରି ଶେହବାଜ ସରିଫ୍ଙ୍କ ସରକାର ଗଣତନ୍ତ୍ରର ସ୍ଵରକୁ ଚପାଇବାକୁ ପ୍ରୟାସ କରିଛି ।
ଖୈବର ପଖତୁନୱାରେ ଚାଲିଥିବା ଲମ୍ବା ଟଣାଓଟାର ଭିତରେ ରବିବାର ଶେହବାଜଙ୍କ ସରକାର ବଡ଼ ନିଷ୍ପତ୍ତି ନେଇଛି । ସଂଘୀୟ ମନ୍ତ୍ରିମଣ୍ଡଳ ରାଷ୍ଟ୍ରପତି ଆସିଫ ଅଲୀ ଜରଦାରୀଙ୍କୁ ସମ୍ବିଧାନର ଅନୁଚ୍ଛେଦ ୨୩୨ ଓ ୨୩୪ ଲାଗୁ କରିବାକୁ ସୁପାରିସ୍ କରିଥିଲା । ସୁପାରିସକୁ ରାଷ୍ଟ୍ରପତି ଜରଦାରୀ ସ୍ଵୀକାର କରିଛନ୍ତି ।
ଏଥିସହ ପଢ଼ନ୍ତୁ: ରିୟାଦ ବିମାନବନ୍ଦରରେ ସାଉଦି ଆରବର ହୁଥି ଆକ୍ରମଣ: ଚାଲିଗଲା ୧୨ ଜୀବନ, ୩୦୦ ଆହତ
ଯାହାପରେ ପାକିସ୍ତାନର ଅଧିକାରୀ ଉତ୍ତର ଖୈବର ପଖତୁନୱା ପ୍ରାନ୍ତରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । ସୁରକ୍ଷା ସହ ଜଡ଼ିତ ଦୁଇ ଅନୁଚ୍ଛେଦର ଦ୍ଵାହି ଦେଇ ରବିବାର ଖୈବର ପଖତୁନୱାରେ ଜରୁରୀ ସ୍ଥିତି ଲାଗୁ କରାଯାଇଛି । ଏଥିସହ ଜେଲ୍ରେ ବନ୍ଦୀ ଥିବା ଇମ୍ରାନ ଖାନଙ୍କ ପ୍ରାନ୍ତୀୟ ସରକାର ନିଲମ୍ବିତ ହୋଇଛି ।
ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲୀ ଜରଦାରୀ ଏକ୍ସ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି । ଶେହବାଜ ସରକାର ପକ୍ଷରୁ ଜାରି ବିବୃତ୍ତିରେ ଖୈବର ପଖତୁନୱା ସରକାର ଉପରେ ବଡ଼ ଅଭିଯୋଗ ଅଣାଯାଇଛି । କୁହାଯାଇଛି, "କ୍ୟାବିନେଟ୍ ସାଥି ସ୍ଥିତିର ସମୀକ୍ଷା କରିବାରୁ ଜଣାପଡ଼ିଛି ସେଠାକାର ସରକାର ଆତଙ୍କବାଦୀ ବିରୋଧୀ ଲଢ଼େଇରୁ ଜାଣିଶୁଣି ପଛଘୁଞ୍ଚା ଦେଉଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଡ଼ କଥା ହେଉଛି ଇମ୍ରାନ ଖାନଙ୍କୁ ମୁକ୍ତ କରିବାକୁ ନଇ ପିଟିଆଇର ମାର୍ଚ୍ଚ ପୂର୍ବରୁ ଖୈବର ପଖତୁନୱାରେ ଏମରଜେନ୍ସି ଲାଗୁ କରାଯାଇଛି । ଶେହବାଜ ସରକାରଙ୍କ ଏହି ନିଷ୍ପତ୍ତିକୁ କେନ୍ଦ୍ର ଗୃହମନ୍ତ୍ରୀ ମୋହସିନ ନକଭୀ ଖୋଲାଖୋଲି ସମର୍ଥନ କରିଛନ୍ତି ।
ନକଭୀ କହିଛନ୍ତି, "ରାଜ୍ୟରେ ବିଗିଡ଼ି ପଡ଼ିଥିବା ଆଇନ୍ ବ୍ୟବସ୍ଥାକୁ ଦେଖି ଜରୁରୀ ସ୍ଥିତି ଛଡ଼ା ସରକାରଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନଥିଲା ।" ଏପରିକି ୨୦୨୪ ମାର୍ଚ୍ଚ ପରେ ଆତଙ୍କବାଦୀ ଗତିବିଧି ୧୯୫ ପ୍ରତିଶତ ବଢ଼ିଥିବା ଦାବି କରିଛନ୍ତି ନକଭୀ । ଖୈବର ପଖତୁନୱା ସରକାର ଆତଙ୍କବାଦୀ ବିରୋଧୀ ଲଢ଼େଇରୁ ନିଜକୁ ଅଲଗା ରଖୁଥିବା ନକଭୀ କହିଛନ୍ତି ।
ସରିଫଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚ୍ୟାଲେଞ୍ଜ
ପାକିସ୍ତାନ ସରକାର ଖୈବର ପଖତୁନୱାକୁ ନେଇ ନେଇଥିବା ନିଷ୍ପତ୍ତିକୁ ବିରୋଧ ମଧ୍ୟ ହୋଇଛି । ମୁଖ୍ୟମନ୍ତ୍ରୀ ସୋହେଲ ଅଫରିଦି, ଶେହବାଜ ସରିଫ୍ଙ୍କୁ ଖୋଲା ଆହ୍ଵାନ ଦେଇଛନ୍ତି । ଏହାକୁ ଅଫରିଦି ଖୋଲା ବିଦ୍ରୋହ କହିଥିବା ବେଳେ ସରିଫ ସରକାରର ଘୋଷଣାକୁ ମାନିବାକୁ ଇମ୍ରାନଙ୍କ ଦଳ PTI ମନା କରି ଦେଇଛି ।
ଏଥିସହ ପଢ଼ନ୍ତୁ: ବଦଳିଯିବ ପଡ଼ୋଶୀ ପାକିସ୍ତାନର ମାନଚିତ୍ର, ମୁନୀରଙ୍କୁ ଫାଇଦା ପାଇଁ ଖଣ୍ଡ ଖଣ୍ଡ ହେବାକୁ ଯାଉଛି...
ମୁଖ୍ୟମନ୍ତ୍ରୀ ଗିରଫ

ଇମ୍ରାନ ଖାନଙ୍କ ଦଳର ଜଣେ ସାଂସଦ କହିଛନ୍ତି, ଖୈବର ପଖତୁନୱାର ମୁଖ୍ୟମନ୍ତ୍ରୀଙ୍କୁ ରବିବାର ଗିରଫ କାଯାଇଛି । ଜରୁରୀ ସ୍ଥିତି ଲାଗୁ ପରେ ମୁଖ୍ୟମନ୍ତ୍ରୀଙ୍କ ଗିରଫ କରାଯାଇଥିବା କହିଛନ୍ତି ପିଟିଆଇର ସାଂସଦ । ପିଟିଆଇ ନତା ଜୁନୈଦ ଅକବର କହିଛନ୍ତି, "ମୁଖ୍ୟମନ୍ତ୍ରୀ ସୋହେଲ ଅଫରିଦିଙ୍କ ସହ ଦଳର ପ୍ରାନ୍ତ ଅଧ୍ୟକ୍ଷଙ୍କୁ ଗିରଫ କରି ନିଆଯାଇଛି । ଯେତେବେଳେ କି ଘୋଷଣା ବ୍ୟାପକ ସେନା ମୁତୟନ ନେଇ ହୋଇଛି ।"
Related Topics
Explore more stories