Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Political News / ହଠାତ ଇସ୍ରାଏଲରେ ପହଞ୍ଚିଗଲେ ପ୍ରଧାନମନ୍ତ୍ରୀ ମୋଦୀ ଆଉ ତା' ପରେ...

Rashmita Mishra
Browse all articles by Rashmita Mishra
·4 months ago·2 min read
ହଠାତ ଇସ୍ରାଏଲରେ ପହଞ୍ଚିଗଲେ ପ୍ରଧାନମନ୍ତ୍ରୀ ମୋଦୀ ଆଉ ତା' ପରେ...
Modi

Key Points

ହଠାତ ଇସ୍ରାଏଲରେ ପହଞ୍ଚିଗଲେ ପ୍ରଧାନମନ୍ତ୍ରୀ ମୋଦୀ
ଇସ୍ରାଏଲର ସଂସଦ ଭବନରେ ଦେଲେ ସାଂଘାତିକ ଭାଷଣ
ଏମିତି ସବୁ କଥା କହିଲେ କି ଛିଡ଼ା ହୋଇ ତାଳି ମାରିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ
ମୋଦୀଙ୍କୁ ପ୍ରସଂଶା ଦେଖି ପାକିସ୍ତାନ ପୁରା ଛାନିଆ

ହାତ ଧରି ଟାଣି ଟାଣି ନେଲେ। ଆଲିଙ୍ଗନ କରି ସ୍ବାଗତ ଗଲେ। ସାଲ୍ୟୁଟ ମାରିଲେ ଇସ୍ରାଏଲର ଟାଣୁଆ ସୈନ୍ୟ । ଏମିତି ଚର୍ଚ୍ଚା କଲେ କି ପୁରା ବିଶ୍ବ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ପାକିସ୍ତାନ ଏମିତି ଦୃଶ୍ୟକୁ ଦେଖି ସହି ପାରି ନାହିଁ । ଆଉ ଯେତେବେଳେ ଇସ୍ରାଏଲର ସଂସଦ ଭବନରେ ମୋଦୀ ଭାଷଣ ରଖିଲେ ।

ସେତେବଳେ ଛିଡ଼ା ହୋଇ ତାଳି ନମାରି ରହି ପାରିଲେ ନାହିଁ ଇସ୍ରାଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ନେତା ଇସ୍ରାଏଲର। ମୋଦିଙ୍କ ଭାଷଣକୁ ମନଦେଇ ଶୁଣିଲେ। ମୋଦୀଙ୍କ ଭାଷଣ ଶୁଣି ଖୁସିରେ ବିଭୋର ହୋଇଗଲେ ନେତାନ୍ୟାହୁ ।

ଭାଷଣରେ ମୋଦୀଙ୍କ ଶକ୍ତ ଦେଖା ଗଲା । ଏମିତି ଶକ୍ତିକୁ ସମ୍ମାନ ଜଣାଇଲେ ନେତାନ୍ୟାହ୍ୟୁ । ଇସ୍ରାଏଲର ସଂସଦ ଭବନ ଭିତରେ ଭାଷଣ ଦେଉଛନ୍ତି ମୋଦୀ । ପାଖା ପାଖି ଘଣ୍ଟାଏ କାଳ ଭାଷଣ ଦେଇଥିଲେ ମୋଦୀ । ଇସ୍ରାଏଲ ଉପରେ ଆତଙ୍କବାଦୀଙ୍କ ଆକ୍ରମଣକୁ ଘୋର ନିନ୍ଦା କରିଥିଲେ । ଆଉ ମୋଦୀଙ୍କ ଭାଷଣକୁ ସେମିତି ଶୁଣୁଥାନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବଂ ବଡ଼ ବଡ଼ନେତା ।

ମୋଦୀଙ୍କ ଭାଷଣ ଶୁଣି ଖୁସିରେ ପୁରା ବିଭୋର ହୋଇଗଲେ । ଶେଷରେ ନିଜ ଆଶନରୁ ଉଠି ତାଳି ମାନରେଲ ସମେସ୍ତେ । ଏମିତି ଦୃଶ୍ୟକୁ ଦେଖି ପୁରା ବିଶ୍ବ ଆଶ୍ଚର୍ଯ୍ୟ ହୋଇ ଯାଇଛି । ସୂଚନା ମୁତାବକ ପୁରା ବିଶ୍ବରେ ଶକ୍ତିଶାଳି ହେବାରେ ଲାଗିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଉ ଏହାର ଝଲକ ଦେଖିବାକୁ ମିଳିଛି ଇସ୍ରାଏଲରେ ।

ମୋଦୀ ଏବେ ଇସ୍ରାଏଲ ଗସ୍ତରେ ରହିଛନ୍ତି । ବୁଧବାର ଅପରାହ୍ନରରେ ଯାଇ ଇସ୍ରାଏଲରେ ପହଞ୍ଚିଥିଲେ ମୋଦୀ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲେ । ନିଜେ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ସାରା ନେତାନ୍ୟାହୁ ମୋଦିଙ୍କୁ ସ୍ବାଗତ କରିବଥିଲେ। ଯାହାର ଝଲକ ସମସ୍ତଙ୍କୁ ଆକୃଷ୍ଟ କରିଛି । ଆଲିଙ୍ଗନ କରି ହାତ ଧରି ନେଇଥିଲେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ। ଇସ୍ରାଏଲରେ କରାଯାଇଛି ଭବ୍ୟ ସ୍ବାଗତ ସମ୍ବର୍ଧନା ।

ମୋଦୀଙ୍କ ଭଲ ବନ୍ଧୁ କହି ସ୍ବାଗତ କରିଥିଲେ ନେତାନ୍ୟାହୁ । ସେହି ଦୃଶ୍ୟରୁ ବାରି ହୋଇ ପଡ଼ୁଥଲା ଉଭୟଙ୍କ ମଧ୍ୟରେ ବନ୍ଧୁତା କେତେ ଶକ୍ତ । କାରଣ ସବୁ ଦେଶରେ ଯୁଦ୍ଧ ପରିସ୍ଥିତି ଉପୁଜିଥିବା ବେଳେ ମୋଦୀ ବନ୍ଧୁତାର ସମ୍ପର୍କରୁ ଶକ୍ତ କରିବା ପାଇଁ ପହଞ୍ଚିଥିଲେ। ଭାରତ ଓ ଇସ୍ରାଏଲ୍ ମଧ୍ୟରେ ଥିବା ରଣନୈତିକ ସମ୍ପର୍କକୁ ଏକ ନୂତନ ଶିଖରରେ ପହଞ୍ଚାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଇସ୍ରାଏଲ୍ ସଂସଦର ସର୍ବୋଚ୍ଚ ସମ୍ମାନ ‘ସ୍ପିକର ଅଫ୍ ଦି କ୍ନେସେଟ୍ ମେଡାଲ୍’ରେ ସମ୍ମାନିତ ହୋଇଛନ୍ତି । 

ଏଥିସହ ପଢ଼ନ୍ତୁ:  ମତେ ମାରିଦେବ ଆମେରିକା, ମୋ ପରେ ଅଲି ଲାରିଜାନୀ ଦେଶ ଚଳାଇବେ: ଖାମେନି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi | Narendra Modi Makes Surprise Visit to Israel | Argus News