ଭାରସାମ୍ୟ ହରାଇ ମାଡିଗଲା ରେସିଂ କାର, ୭ ଜଣଙ୍କ ମୃତ୍ୟୁ
·2 years ago

ଅର୍ଗସ ବ୍ୟୁରୋ : ଶ୍ରୀଲଙ୍କାରେ ମାଡିଗଲା ରେସିଂ କାର । ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । କଲମ୍ବୋରେ ଆୟଜିତ ଫକ୍ସ ହିଲ୍ ସୁପର କ୍ରସ୍ ୨୦୨୪ ରେ ଏହି ଅଘଟଣ ଘଟିଛି । କାର ରେସିଂ ଚାଲିଥିବା ବେଳେ ଭାରସାମ୍ୟ ହରାଇ ମାଡିଗଲା ରେସିଂ କାର । ଯେଉଁ ଘଟଣାରେ ୭ରୁ ଉର୍ଦ୍ଧ୍ବଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି ।
ଅଧିକ ପଢନ୍ତୁ ବିଦେଶ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: