Houthi Attack / ଅଭା ବିମାନବନ୍ଦର ଓ କିଙ୍ଗ ଖାଲିଦ୍ ଏୟାର ବେସ୍ ଉପରେ ଆଟାକ୍; ୭୩ ଜଣ ଆହତ
·56 mins ago·2 min read

Key Points
ସାଉଦି ଆରବ ଅନୁସାରେ, "ଅଭା ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ, କିଙ୍ଗ ଖାଲିଦ୍ ଏୟାର ବେସ୍ ଏବଂ ସାଉଦି ଆରବର ସରକାରୀ ତୈଳ କମ୍ପାନୀ 'ଆରାମକୋର କିଛି ସ୍ଥାନ' ଉପରେ ଆକ୍ରମଣ କରାଯାଇଛି ।"
ନୂଆଦିଲ୍ଲୀ: ସାଉଦି ଆରବର ଦକ୍ଷିଣ ଅଞ୍ଚଳରେ ୟେମେନର ହୁତି ବିଦ୍ରୋହୀଙ୍କ ପକ୍ଷରୁ ଏକାଧିକ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ଅତି କମରେ ୭୩ ଜଣ ଆହତ ହୋଇଛନ୍ତି । ସାଉଦି ନେତୃତ୍ୱାଧୀନ ମିଳିତ ବାହିନୀ କହିଛି "ଜନବସତି ସହ ତୈଳ ଓ ଅନ୍ୟାନ୍ୟ ଆର୍ଥିକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାକୁ ଟାର୍ଗେଟ କରାଯାଇଛି ।"
ହୁତି ବିଦ୍ରୋହୀମାନେ ଏହି ଆକ୍ରମଣ କରିଛନ୍ତି । ସାଉଦି ଆରବ ଅନୁସାରେ, "ଅଭା ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ, କିଙ୍ଗ ଖାଲିଦ୍ ଏୟାର ବେସ୍ ଏବଂ ସାଉଦି ଆରବର ସରକାରୀ ତୈଳ କମ୍ପାନୀ 'ଆରାମକୋର କିଛି ସ୍ଥାନ' ଉପରେ ଆକ୍ରମଣ କରାଯାଇଛି । ଅଭା ଓ ଜିଜାନ୍ ଅଞ୍ଚଳରେ ଥିବା ଆରାମକୋର କାରଖାନାକୁ ଟାର୍ଗେଟ୍ କରାଯାଇଛି ।"
ସାଉଦି ଅଧିକାରୀଙ୍କ ଅନୁସାରେ, ଆକ୍ରମଣ ପରେ କିଛି ସ୍ଥାନରେ ନିଆଁ ଲାଗି ଯାଇଥିଲା । ଏହା ସହ କିଛି ତୈଳ କାରଖାନାକୁ ସାମୟିକ ଭାବେ ବନ୍ଦ କରିବାକୁ ପଡ଼ିଥିଲା । ସାଉଦି ଶକ୍ତି ମନ୍ତ୍ରଣାଳୟ କହିଛି ଯେ. ଦେଶର ଦକ୍ଷିଣ ଅଞ୍ଚଳର ଏକାଧିକ ତୈଳ କାରକାନା ଆକ୍ରମଣରେ ପ୍ରଭାବିତ ହୋଇଛି ।
ଏଥିସହ ପଢ଼ନ୍ତୁ: ଭାରତ-ବାଂଲାଦେଶ ମଧ୍ୟରେ ପୁନର୍ବାର ଚଳାଚଳ କରିବ ଟ୍ରେନ୍; ଆସନ୍ତାକାଲି ବସିବ ବୈଠକ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାଉଦି ସରକାର ଏହି ଆକ୍ରମଣକୁ ନେଇ କଠୋର ପ୍ରତିକ୍ରିୟା ଦେଇଛନ୍ତି । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, "ସାଉଦି ଆରବ ନିଜ ସାର୍ବଭୌମତ୍ୱ ଓ ସୁରକ୍ଷା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବ । ହୁତି ବିଦ୍ରୋହୀଙ୍କ ଆକ୍ରମଣ ଏବଂ ରେଡ୍ ସି’ରେ ଜାହାଜ ଉପରେ ହେଉଥିବା ଆକ୍ରମଣର କଡ଼ା ଜବାବ ଦିଆଯିବ ।"
ଏହି ଘଟଣା ୟେମେନରେ ଚାଲିଥିବା ଯୁଦ୍ଧ ସହ ଜଡ଼ିତ । ସାଉଦି ସମର୍ଥନ କରୁଥିବା ୟେମେନ ସରକାରୀ ବାହିନୀ, ହୁତି ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ଥିବା ଅଞ୍ଚଳ ପୁଣି ଦଖଲ କରିବାକୁ ଅଭିଯାନ ଚଳାଉଛି । ଅନ୍ୟପଟେ ହୁତି ବିଦ୍ରୋହୀମାନେ ସାଉଦି ଆରବ ପକ୍ଷରୁ ୟେମେନରେ କରାଯାଇଥିବା ଆକ୍ରମଣକୁ ଏହି ଆକ୍ରମଣର କାରଣ ବୋଲି କହିଛନ୍ତି ।
ସାଉଦି ନେତୃତ୍ୱାଧୀନ ମିଳିତ ବାହିନୀ ମଧ୍ୟ ହୁତି ବିଦ୍ରୋହୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ଚେତାବନୀ ଦେଇଛି । ଏହି ଆକ୍ରମଣକୁ ଜୁଲାଇରେ ୟେମେନର ଚାରି ବର୍ଷର ଯୁଦ୍ଧବିରତି ଭାଙ୍ଗିବା ପରେ ହୁତି ବିଦ୍ରୋହୀଙ୍କ ସବୁଠାରୁ ବଡ଼ ଆକ୍ରମଣ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି ।

Related Topics
Explore more stories