ଆମେରିକା ବାଲଟିମୋର ବ୍ରିଜ ଦୁର୍ଘଟଣା, ୬ ଭାରତୀୟ ମୃତ
·2 years ago

ଅର୍ଗସ ବ୍ୟୁରୋ : ଆମେରିକା ବାଲଟିମୋର ବ୍ରିଜ୍ ଦୁର୍ଘଟଣାରେ ୬ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଗତକାଲି ଏହି ବ୍ରିଜକୁ ଏକ ମାଲବାହୀ ଜାହାହ ଧକ୍କା ଦେଇଥିଲା । ଏଥିଯୋଗୁଁ ବ୍ରିଜଟି ପୂରା ଭୁଶୁଡି ପଡିଥିଲା । ବ୍ରିଜରେ ଯାଉଥିବା ୯୦ଜଣ ଲୋକ ନଦୀ ଭିତରକୁ ଖସି ପଡିଥିଲେ ।
ଅଧିକ ପଢନ୍ତୁ ବିଦେଶ ଖବର
ଦୁର୍ଘଟଣାଗ୍ରସ୍ତ ମାଲବାହୀ ଜାହାଜରେ ଶହେରୁ ଅଧିକ ଭାରତୀୟ ଥିଲେ । ଗତକାଲି ମାଲବାହୀ ଜାହାଜଟି ଧକ୍କା ଦେବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାୟ ୨୪ ଘଣ୍ଟା ଧରି ସର୍ଚ୍ଚ ଅପରେସନ୍ ଚାଲିଥିଲା । କିନ୍ତୁ ଏବେ ସର୍ଚ୍ଚ ଅପରେସନକୁ ବନ୍ଦ କରାଯାଉଛି । ବ୍ରିଜ ଦୁର୍ଘଟଣାରେ ୬ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
