Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦକ୍ଷିଣକୋରିଆ ନିର୍ମାଣ କରିଥିବା କୃତ୍ରିମ ସୂର୍ଯ୍ୟକୁ ନେଇ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା

International

ଦକ୍ଷିଣକୋରିଆ ନିର୍ମାଣ କରିଥିବା କୃତ୍ରିମ ସୂର୍ଯ୍ୟକୁ ନେଇ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା

Jitendra Dash
Browse all articles by Jitendra Dash
·2 years ago
ଦକ୍ଷିଣକୋରିଆ ନିର୍ମାଣ କରିଥିବା କୃତ୍ରିମ ସୂର୍ଯ୍ୟକୁ ନେଇ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା

ଅର୍ଗସ ବ୍ୟୁରୋ : ଦକ୍ଷିଣକୋରିଆରେ ନିର୍ମାଣ ହେଲା କୃତ୍ରିମ ସୂର୍ଯ୍ୟ । ଦକ୍ଷିଣକୋରିଆର ବୈଜ୍ଞାନିକମାନେ ୧୦ କୋଟି ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ସୃଷ୍ଟି କରୁଥିବା ଏହି ବିଶାଳ ଉତ୍ତପ୍ତ ପିଣ୍ଡକୁ କୃତ୍ରିମ ସୂର୍ଯ୍ୟ ଭାବେ ଆଖ୍ୟାୟିତ କରିଛନ୍ତି । ଏଭଳି କାମ କରି ଦେଖାଇଛନ୍ତି ଦକ୍ଷିଣ କୋରିଆ ବୈଜ୍ଞାନିକମାନେ ।

ଅଧିକ ପଢନ୍ତୁ ବିଦେଶ ଖବର 

ଏତେ ତାପମାତ୍ରା ଆଜି ପର୍ଯ୍ୟନ୍ତ କୌଣସି ଦେଶ ସୃଷ୍ଟି କରିବାରେ ସଫଳ ହୋଇପାରିନଥିଲେ । ଏହି ତାପମାତ୍ରା କୃତ୍ରିମ ରୂପେ ନ୍ୟୁକ୍ଲିୟର ଫ୍ୟୁଜନ ପ୍ରକ୍ରିୟା ଦ୍ବାରା ସୃଷ୍ଟି କରାଯାଇଛି । ବୈଜ୍ଞାନିକଙ୍କ କହିବାନୁସାରେ ଏହି ସଫଳତା ଭବିଷ୍ୟତରେ ଶକ୍ତି ଉତ୍ପନ ଦିଗରେ ଅନେକ ଲାଭଦାୟକ ସାବ୍ୟସ୍ତ ହେବ । କହିରଖୁଛୁ ଆମେରିକା, ଚାଇନା ଏବଂ ଫ୍ରାନ୍ସ ପୂର୍ବରୁ କୃତ୍ରିମ ସୂର୍ଯ୍ୟ ନିର୍ମାଣ କରିବା ପାଇଁ ଚେଷ୍ଟା କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
South Korea's 'Artificial Sun’ Reactor Sets Record At 100 Million Degrees Celsius | Argus News