Middle East War Impact / ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼; ବଢିଲା ପେଟ୍ରୋଲ-ଡିଜେଲ ଦର
·1 week ago·2 min read

Key Points
ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ମହଙ୍ଗା ମାଡ଼
ଶ୍ରୀଲଙ୍କାରେ ବଢିଲା ପେଟ୍ରୋଲ-ଡିଜେଲ ଦର
୨ ସପ୍ତାହ ମଧ୍ୟରେ ଦ୍ଵିତୀୟ ଥର ଇନ୍ଧନ ମହଙ୍ଗା
ଶ୍ରୀଲଙ୍କାରେ ବଢିଲା ପେଟ୍ରୋଲ-ଡିଜେଲ ଦର
୨ ସପ୍ତାହ ମଧ୍ୟରେ ଦ୍ଵିତୀୟ ଥର ଇନ୍ଧନ ମହଙ୍ଗା
ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ଭିତରେ ଶ୍ରୀଲଙ୍କାରେ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ । ରବିବାର ପେଟ୍ରୋଲ-ଡିଜେଲର ଦର ୨୫ ପ୍ରତିଶତ ବୃଦ୍ଧି ପାଇଛି । ଦୁଇ ସପ୍ତାହ ମଧ୍ୟରେ ଦ୍ଵିତୀୟ ଥର ପାଇଁ ଦ୍ଵୀପ ଦେଶ ଶ୍ରୀଲଙ୍କାରେ ମହଙ୍ଗା ହୋଇଛି ଇନ୍ଧନ । ଦେଶରେ ନିୟମିତ ପେଟ୍ରୋଲର ମୂଲ୍ୟ ପୂର୍ବ ଲିଟର ପିଛା ଦର ୩୧୭ ଟଙ୍କାରୁ ୩୯୮ ଟଙ୍କାକୁ ବୃଦ୍ଧି କରାଯାଇଛି, ଯେତେବେଳେ ସାଧାରଣ ପରିବହନରେ ବହୁଳ ଭାବରେ ବ୍ୟବହୃତ ଡିଜେଲର ମୂଲ୍ୟ ୭୯ ଟଙ୍କାରୁ ବୃଦ୍ଧି ପାଇ ୩୮୨ ଟଙ୍କାରେ ପହଞ୍ଚିଛି ।
ପଢନ୍ତୁ ଏହି ଖବର: ଆକଶଛୁଆଁ ଅଶୋଧିତ ତୈଳ ଦର, କାହିଁକି ଭାରତରେ ବଢ଼ୁନି ପେଟ୍ରୋଲ-ଡିଜେଲ୍ ଦର ? ଜାଣନ୍ତୁ କାରଣ...
ଏଠାରେ ସୂଚନା ଥାଉ କି, ଗତ ବୁଧବାର ଶ୍ରୀଲଙ୍କା ରାଷ୍ଟ୍ରପତି ୪ ଦିନିଆ କାର୍ଯ୍ୟ ସପ୍ତାହ ନିର୍ଦ୍ଦେଶ ଦେଇଥିଲେ ଏବଂ ନିଯୁକ୍ତିଦାତାମାନଙ୍କୁ ଯେଉଁଠାରେ ସମ୍ଭବ ଘରୁ କାମ ବ୍ୟବସ୍ଥା ପୁନଃ ପ୍ରଚଳନ କରିବାକୁ କହିଥିଲେ । ସରକାର ଚେତାବନୀ ଦେଇଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯଦି ଦୀର୍ଘ ସମୟ ଧରି ଚାଲେ, ତେବେ ୨୦୨୨ର ଆର୍ଥିକ ସଙ୍କଟରୁ ପୁନରୁଦ୍ଧାର ପାଇଁ ଏହାର ପ୍ରୟାସକୁ ଗମ୍ଭୀର ଭାବରେ ପ୍ରଭାବିତ କରିପାରେ ।
ଅଧିକ ଖବର ପଢନ୍ତୁ...
- ଦୁଇ ସପ୍ତାହରେ ଦୁଇଥର ବଢିଲାଣି ଦର
- ତେଲ ଆବଶ୍ୟକତା କିପରି ପୂରଣ କରେ ଶ୍ରୀଲଙ୍କା ?
ପଢନ୍ତୁ ଏହି ଖବର: ଆକଶଛୁଆଁ ଅଶୋଧିତ ତୈଳ ଦର, କାହିଁକି ଭାରତରେ ବଢ଼ୁନି ପେଟ୍ରୋଲ-ଡିଜେଲ୍ ଦର ? ଜାଣନ୍ତୁ କାରଣ...
ଏଠାରେ ସୂଚନା ଥାଉ କି, ଗତ ବୁଧବାର ଶ୍ରୀଲଙ୍କା ରାଷ୍ଟ୍ରପତି ୪ ଦିନିଆ କାର୍ଯ୍ୟ ସପ୍ତାହ ନିର୍ଦ୍ଦେଶ ଦେଇଥିଲେ ଏବଂ ନିଯୁକ୍ତିଦାତାମାନଙ୍କୁ ଯେଉଁଠାରେ ସମ୍ଭବ ଘରୁ କାମ ବ୍ୟବସ୍ଥା ପୁନଃ ପ୍ରଚଳନ କରିବାକୁ କହିଥିଲେ । ସରକାର ଚେତାବନୀ ଦେଇଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯଦି ଦୀର୍ଘ ସମୟ ଧରି ଚାଲେ, ତେବେ ୨୦୨୨ର ଆର୍ଥିକ ସଙ୍କଟରୁ ପୁନରୁଦ୍ଧାର ପାଇଁ ଏହାର ପ୍ରୟାସକୁ ଗମ୍ଭୀର ଭାବରେ ପ୍ରଭାବିତ କରିପାରେ ।
ଅଧିକ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories