|
logo
Live

Argus News - ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ , ଜୀବନ୍ତ ଜଳିଗଲେ ୪

International

ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ , ଜୀବନ୍ତ ଜଳିଗଲେ ୪

Swayangprajna Mishra
Browse all articles by Swayangprajna Mishra
·2 years ago
ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ , ଜୀବନ୍ତ ଜଳିଗଲେ ୪

 ଅର୍ଗସ ବ୍ୟୁରୋ : ବାଂଲାଦେଶରେ ଏକ ଏକ୍ସପ୍ରେସ୍ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ । ଟ୍ରେନରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୪, ଏକାଧିକ ଗୁରୁତର ଥିବା ସୂଚନା । ଗୋପିବାଗ୍ ନିକଟରେ ଏକ ଏକ୍ସପ୍ରେସ୍ ଟ୍ରେନରେ ଅଚାନକ ଲାଗିଥିଲା ନିଆଁ ।

ଅଧିକ ପଢନ୍ତୁ : ଆରବ ସାଗରରେ ହାଇଜାକ୍ ମାଲବାହୀ ଜାହାଜରୁ ସମସ୍ତଙ୍କୁ ଉଦ୍ଧାର

୫ଟି ବଗିରେ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଵିଆଁକୁ ଆୟତ୍ତ କରିଛି ଅଗ୍ନୀଶମ ବାହିନୀ । କେହି ଦୁର୍ବୃତ୍ତ ଜାଣିଶୁଣି ଟ୍ରେନରେ ନିଆଁ ଲଗାଇଥିବା ସୂଚନା ମିଳିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ , ଜୀବନ୍ତ ଜଳିଗଲେ ୪ | Argus News