Sheikh Hasina / ଅପରାଧ ସଂଖ୍ୟା ୧-୨-୩ ର କାହାଣୀ, ଯେଉଁଥିପାଇଁ ହସିନାଙ୍କୁ ଫାଶୀ ଦଣ୍ଡାଦେଶ
·10 months ago·2 min read

Key Points
ଅପରାଧ ସଂଖ୍ୟା ୧-୨-୩ ର ସମ୍ପୂର୍ଣ୍ଣ କାହାଣୀ
ଯେଉଁଥି ପାଇଁ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT) ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଛି।ହସିନାଙ୍କ ବିରୋଧରେ ଜୁଲାଇ ବିଦ୍ରୋହ ସମୟରେ ନିରସ୍ତ୍ର ସାଧାରଣ ଲୋକଙ୍କ ଉପରେ ଗୁଳି ଚଳାଇବା ପାଇଁ ନିର୍ଦ୍ଦେଶ ଦେବା ଅଭିଯୋଗ ଥିଲା । ତେବେ କୋର୍ଟଙ୍କ ଏହି ନିଷ୍ପତ୍ତି ହସିନାଙ୍କ ପାଇଁ ଅଡୁଆ ସୃଷ୍ଟି କରିଥିଲା । ପ୍ରଥମେ ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ବାଂଲାଦେଶ କୋର୍ଟ । ପରେ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ। ଶେଖ ହସିନା ଏହି ନିଷ୍ପତ୍ତିକୁ ଏକପାଖିଆ ଏବଂ ରାଜନୈତିକ ପ୍ରେରଣାଦାୟକ ବୋଲି ବର୍ଣ୍ଣନା କରିଛନ୍ତି। ଅନ୍ୟପଟେ ଶେଖ ହସିନାଙ୍କ ୩ଟି ଅପରାଧ ପାଇଁ ତାଙ୍କୁ ଫାଶୀ ଦଣ୍ଡାଦେଶ ମିଳିଛି। ସେହି ୩ଟି ଅପରାଧ ହେଲା:
୧-ନିରସ୍ତ୍ର ପ୍ରତିବାଦକାରୀଙ୍କ ଉପରେ ଗୁଳି ଚଳାଇବା
୨-ଉତ୍ତେଜନାପୂର୍ଣ୍ଣ ବୟାନ ଦେବା
୩- ଢାକା ଏବଂ ଆଖପାଖ ଅଞ୍ଚଳରେ ଅନେକ ଛାତ୍ରଙ୍କ ଉପରେ ହତ୍ୟା ପାଇଁ କାର୍ଯ୍ୟାନୁଷ୍ଠାନକୁ ଅନୁମୋଦନ ଦେବା
ଯେଉଁ କାରଣ ପାଇଁ ଶେଖ ହସିନାଙ୍କୁ ଫେଶୀ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ। କେବଳ ସେତିକି ନୁହେଁ, ରାୟ ପ୍ରଦାନ କରିବା ସମୟରେ, କୋର୍ଟ ହସିନାଙ୍କ ଅଡିଓ ମଧ୍ୟ ଜାରି କରିଥିଲେ । ଯାହା ବାଂଲାଦେଶରେ ଭାଇରାଲ ହୋଇଥିଲା। ଏହି ଅଡିଓରେ, ହସିନା ପୋଲିସ ମୁଖ୍ୟଙ୍କୁ ଲୋକଙ୍କ ଉପରେ ଗୁଳି ଚଳାଇବାକୁ କହୁଥିବା ଶୁଣିବାକୁ ମିଳିଥିଲା । କୋର୍ଟ ରାୟ ପ୍ରଦାନ କରିବା ସମୟରେ ମାନବାଧିକାର କମିଶନର ରିପୋର୍ଟକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ଏହା ମଧ୍ୟ ହସିନାଙ୍କୁ ଫାଶୀ ଦଣ୍ଡାଦେଶ ଦେବାର ଏକ ବଡ଼ କାରଣ।
ଏଥିସହ ପଢ଼ନ୍ତୁ: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫାଶୀ ଦଣ୍ଡାଦେଶ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଫାଶୀ ଦଣ୍ଡାଦେଶ ଶୁଣାଣୀ ଉପରେ ହସିନା କହିଛନ୍ତି ଯେ, ସେ କୋର୍ଟର ନିଷ୍ପତ୍ତି ପ୍ରତି ଚିନ୍ତିତ ନୁହଁନ୍ତି କାରଣ ତାଙ୍କ ବିରୁଦ୍ଧରେ ଅଭିଯୋଗଗୁଡ଼ିକ ମିଥ୍ୟା । ସେ ଯୁକ୍ତି ଦେଇଥିଲେ ଯେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ତାଙ୍କ ଦଳ ଆୱାମୀ ଲିଗକୁ ଦୁର୍ବଳ କରିବାର ପ୍ରୟାସର ଏକ ଅଂଶ, ଯାହା କୌଣସି ଜବରଦଖଲକାରୀଙ୍କ ସୃଷ୍ଟି ନୁହେଁ ବରଂ ଲୋକଙ୍କ ଶକ୍ତିରେ ନିର୍ମିତ ଏକ ଦଳ।
ଜଷ୍ଟିସ ଗୁଲାମ ମୁର୍ତାଜାଙ୍କ ଖଣ୍ଡପୀଠ ଶେଷରେ ହସିନାଙ୍କ ବିରୋଧରେ ରାୟ ଦେଇଛନ୍ତି । ପ୍ରାୟ ୪୦୦ ପୃଷ୍ଠାର ଦସ୍ତାବିଜ ପଢିବା ପରେ କୋର୍ଟ ରାୟ ଦେଇଥିଲେ । ୬ଟି ପର୍ଯ୍ୟାୟରେ ରାୟ ପ୍ରକାଶ ପାଇଥିଲା । ଯାହା ହସିନାଙ୍କ ବିରୋଧରେ ଯାଇଛି । ବିକ୍ଷୋଭ ବେଳେ ସେ ପୋଲିସକୁ ନିରସ୍ତ୍ର ଜନତାଙ୍କ ଉପରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ମାନବିକତାକୁ ଉଲ୍ଲଙ୍ଘନ କରୁଥିବା କୋର୍ଟ ଦର୍ଶାଇଥିଲେ । ଶେଷରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics
Explore more stories