Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଦ୍ରୋହ ନିଆଁରେ ଜଳୁଛି ସିରିଆ , ଦାମାସ୍କସ୍‌ରେ ବିଦ୍ରୋହୀଙ୍କ କବ୍‌ଜା

International

ବିଦ୍ରୋହ ନିଆଁରେ ଜଳୁଛି ସିରିଆ , ଦାମାସ୍କସ୍‌ରେ ବିଦ୍ରୋହୀଙ୍କ କବ୍‌ଜା

Swayangprajna Mishra
Browse all articles by Swayangprajna Mishra
·1 year ago
ବିଦ୍ରୋହ ନିଆଁରେ ଜଳୁଛି ସିରିଆ ,  ଦାମାସ୍କସ୍‌ରେ ବିଦ୍ରୋହୀଙ୍କ କବ୍‌ଜା

ଅର୍ଗସ ବ୍ୟୁରୋ : ଭୟଙ୍କର ହେଲାଣି ସିରିଆ ଗୃହଯୁଦ୍ଧ । ବିଦ୍ରୋହ ନିଆଁରେ ଜଳୁଛି ସିରିଆ । ଦାମାସ୍କସ୍‌ରେ ବିଦ୍ରୋହୀଙ୍କ କବ୍‌ଜା । ସିରିଆ ରାଜଧାନୀ ଦାମାସ୍କସ୍‌ରେ ପଶିଲେ ସଶସ୍ତ୍ର ବିଦ୍ରୋହୀ । ହୋମସ୍ ସହରକୁ କବ୍‌ଜା କରିଥିବା ବିଦ୍ରୋହୀ ଗୋଷ୍ଠୀର ଦାବି। ସିରିଆ ପ୍ରମୁଖ ସହରରେ ଗର୍ଜୁଛି ବନ୍ଧୁକ ।

ଅଧିକ ପଢନ୍ତୁ : ସିରିଆରେ ସ୍ଥିତି ସଙ୍ଗୀନ୍

ସେପଟେ ଦେଶ ଛାଡି ପଳାଇଲେ ସିରିଆ ରାଷ୍ଟ୍ରପତି ବଶର ଅଲ୍-ଅସଦ । ବିଦ୍ରୋହୀଙ୍କ ଭୟ ଯୋଗୁଁ ରାଷ୍ଟ୍ରପତି ବଶର ଅଲ-ଅସଦ ପଳାୟନ କରିଥିବା ସୂଚନା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The Syria civil war has become terrible | Argus News