Student Protests / ଟ୍ରମ୍ପ କଲେ ଫ୍ରାନ୍ସ ଛାତ୍ର ଆନ୍ଦୋଳନକୁ ନେଇ ବଡ଼ ଦାବି
·2 hours ago·2 min read

Key Points
ଅଶାନ୍ତ ଫ୍ରାନ୍ସର ନିଆଁରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଢାଳିଛନ୍ତି ଧର୍ମର ନିଆଁ । ସ୍କୁଲ୍ରେ ଶିକ୍ଷକ, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ଅଭାବକୁ ନେଇ ଆରମ୍ଭ ହୋଇଥିବା ଫ୍ରାନ୍ସର ଛାତ୍ର ଆନ୍ଦୋଳନରେ ଏବେ ଆମେରିକାର ରାଜନୀତି ପ୍ରଭାବ ଦେଖିବାକୁ ମିଳିଲାଣି ।
ନୂଆଦିଲ୍ଲୀ: ଜଳୁଛି ଫ୍ରାନ୍ସ । ସ୍କୁଲ୍ରେ ଅଶାନ୍ତି, ବିଶ୍ଵବିଦ୍ୟାଳୟରେ ବିଦ୍ରୋହ । ଅଶାନ୍ତ ଫ୍ରାନ୍ସର ନିଆଁରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଢାଳିଛନ୍ତି ଧର୍ମର ନିଆଁ । ସ୍କୁଲ୍ରେ ଶିକ୍ଷକ, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ଅଭାବକୁ ନେଇ ଆରମ୍ଭ ହୋଇଥିବା ଫ୍ରାନ୍ସର ଛାତ୍ର ଆନ୍ଦୋଳନରେ ଏବେ ଆମେରିକାର ରାଜନୀତି ପ୍ରଭାବ ଦେଖିବାକୁ ମିଳିଲାଣି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ରାନ୍ସରେ ହେଉଥିବା ପ୍ରଦର୍ଶନକୁ କେବଳ ସ୍କୁଲ୍ରେ ଥିବା ସମସ୍ୟା ବୋଲି ମାନୁ ନାହାନ୍ତି । ବରଂ ଏହା ପ୍ରବାସୀଙ୍କ ଅବୈଧ ପ୍ରବେଶ ଓ ଫ୍ରାନ୍ସକୁ ଇସଲାମ୍ କବ୍ଜା କରିବାର ପ୍ରୟାସ ସହ ଯୋଡ଼ିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ଏଥିସହ ପଢ଼ନ୍ତୁ: ଛାତ୍ର ଆନ୍ଦୋଳନ ବେଳେ ହିଂସା; ଅଭିଭାବକଙ୍କ ଠାରୁ କ୍ଷତି ଭରଣା କରିବେ ସରକାର
ସୋସିଆଲ୍ ମିଡିଆ ଟ୍ରୁଥ୍ରେ ଟ୍ରମ୍ପ ଲେଖିଛନ୍ତି, "ଫ୍ରାନ୍ସରେ ଯାହା ହେଉଛି, ତାହା କେବଳ ସ୍କୁଲ୍ର ପ୍ରସଙ୍ଗ ନୁହେଁ । ଏହା ପଛରେ ବୃଦ୍ଧି ପାଉଥିବା ଅନୁପ୍ରବେଶ ରହିଛି । ମୁସଲମାନ ଫ୍ରାନ୍ସ ଉପରେ କବ୍ଜା କରିବାକୁ ଚାହୁଁଛନ୍ତି ।" ଟ୍ରମ୍ପଙ୍କ ଏହି ବୟାନ ପରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି- ଫ୍ରାନ୍ସରେ ପ୍ରକୃତରେ କ'ଣ ଚାଲିଛି ? କ'ଣ ସତରେ ଏହି ଆନ୍ଦୋଳନ ଧର୍ମ ଓ ଅନୁପ୍ରବେଶକୁ ନେଇ ନା କାହାଣୀ ଆଉ କିଛି ।
ସ୍କୁଲ୍ରୁ ଆନ୍ଦୋଳନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଥମେ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ ନିକଟ ସହରର ଏକ ହାଇସ୍କୁଲ୍ରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଥିଲା, ଶ୍ରେଣୀଗୃହରେ ୩୨ରୁ ୩୫ ପିଲା ଥିବା ବେଳେ ସ୍କୁଲ୍ରେ ଜଣେ ମାତ୍ର ନର୍ସ ଅଛନ୍ତି । ଦିବ୍ଯାଙ୍କ ଛୁଆଙ୍କୁ ସହାୟତା ପାଇଁ କର୍ମଚାରୀଙ୍କ ଅଭାବ ରହିଛି ।
ସେପ୍ଟେମ୍ବର ୨୧ ତାରିଖରୁ ଛାତ୍ର ଆନ୍ଦୋଳନ ଆରମ୍ଭ ହୋଇଥିଲା । ପ୍ରଥମେ ଆନ୍ଦୋଳନ ଗୋଟିଏ ସ୍କୁଲ୍ରେ ସୀମିତ ଥିଲା । ଧିରେ ଧିରେ ଅନ୍ୟ ସ୍କୁଲ୍ର ଛାତ୍ର ମଧ୍ୟ ଆନ୍ଦୋଳନରେ ସାମିଲ୍ ହୋଇଥିଲେ । ଏବେ ଫ୍ରାନ୍ସର ଭିନ୍ନ ଭିନ୍ନ ଅଞ୍ଚଳର ସ୍କୁଲ୍ ବାହାରେ ଆନ୍ଦୋଳନ ଜାରି ରହିଛି । ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି ।
ଆନ୍ଦୋଳନରେ ହିଂସା
ଫ୍ରାନ୍ସରେ ହେଉଥିବା ଆନ୍ଦୋଳନରେ ହିଂସା ମଧ୍ୟ ଦେଖିବାକୁ ମିଳିଛି । ଅକ୍ଟୋବର ୬ରେ ତୃତୀୟ ଥର ଲାଗି ଦେଶବ୍ୟାପୀ ପ୍ରଦର୍ଶନ ହୋଇଛି । ସ୍କୁଲ୍ ଓ ବିଶ୍ଵବିଦ୍ୟାଳୟ ଛାତ୍ର ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ଫ୍ରାନ୍ସର ଗୃହ ମନ୍ତ୍ରଣାଳୟ ଅନୁସାରେ, ଆନ୍ଦୋଳନରେ ପ୍ରାୟ ୨ ଲକ୍ଷ ୬୬ ହଜାର ଲୋକ ସାମିଲ୍ ହୋଇଛନ୍ତି । ଯେତେବେଳେ କି ଛାତ୍ର ସଂଗଠନ ୪ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ସାମିଲ୍ ଥିବା ଦାବି କରୁଛନ୍ତି ।
ପ୍ରାନ୍ସ ପ୍ରଧାନମନ୍ତ୍ରୀଙ୍କ ଅନୁସାରେ, ଆନ୍ଦୋଳନରେ ୨୧୫ ଛାତ୍ର, ୮୫ ଜଣ ସ୍କୁଲ୍ କର୍ମଚାରୀ ଆହତ ହୋଇଛନ୍ତି । ଏବେ ସୁଦ୍ଧା ୬ ହଜାରରୁ ଅଧିକ ଜଣଙ୍କୁ ଗିରଫ କରାଯାଇଥିବା ନ୍ୟାୟ ମନ୍ତ୍ରଣାଳୟ କହିଛି । ୧୦୦ରୁ ଅଧିକ ସ୍କୁଲ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଗ୍ନିଶମ ବାହିନୀର ଦମକଳ ଟ୍ରକ୍କୁ ଜାଳି ଦେଇଛନ୍ତି ଆନ୍ଦୋଳନକାରୀ ।
ଏଥିସହ ପଢ଼ନ୍ତୁ: H-1B ଭିସା ନିୟମ ଭାଙ୍ଗିବା ମହଙ୍ଗା ପଡ଼ିବ: ୨.୪ କୋଟି ଜରିମାନା ଏବଂ ୧୦ ବର୍ଷ ଜେଲ୍

ଇସଲାମ ସହ କାହିଁକି ଯୋଡ଼ିଲେ ଟ୍ରମ୍ପ ?
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଛାତ୍ର ଆନ୍ଦୋଳନକୁ ଧାର୍ମିକ ରଙ୍ଗ ଦେବାକୁ ପ୍ରୟାସ କରୁଛନ୍ତି । ଅନୁପ୍ରବେଶ କିମ୍ବା ଇସଲାମକୁ ନେଇ ଆନ୍ଦୋଳନ ଆରମ୍ଭ ହୋଇନଥିଲା । ବରଂ ସ୍କୁଲ୍ରେ ଶିକ୍ଷକ ଭର୍ତ୍ତି ଦାବି ସହ ଅନ୍ୟ ଭିତ୍ତିଭୂମିକୁ ନେଇ ଆନ୍ଦୋଳନର ଆରମ୍ଭ ହୋଇଥିଲା । ତଥାପି ଟ୍ରମ୍ପ ଏହାକୁ ଅନୁପ୍ରବେଶ ଓ ଇସାମ ସହ ଯୋଡ଼ି ସାମାଜିକ ଓ ସାଂସ୍କୃତିକ ସଂକଟ ଭାବେ ଦେଖୁଛନ୍ତି ।

Related Topics
Explore more stories