Emergency Alert / ଘରେ ରାସନ ଓ ପାଣି ମହଜୁଦ୍ ରଖିବାକୁ ଲୋକଙ୍କୁ ପରାମର୍ଶ; କାହିଁକି ଏଭଳି କରୁଛନ୍ତି ୩ ଦେଶ ?
·1 hour ago·3 min read

Key Points
ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରି ମହଜୁଦ୍ କରି ରଖିବା ପଛରେ ୩ ଦେଶର ଚିନ୍ତାଧାରା ଭିନ୍ନ ରହିଛି । କିନ୍ତୁ ଏହା ପଛର ବାର୍ତ୍ତା ହେଉଛି ଗୋଟିଏ । କୌଣସି ସଂକଟର ଆରମ୍ଭ ସମୟରେ ସାଧାରଣ ଲୋକ ଓ ଗୁରତ୍ଵପୂର୍ଣ୍ଣ ସଂସ୍ଥା ଯେଭଳି ନିଜକୁ ସମ୍ଭାଳିବାରେ ସକ୍ଷମ ହୋଇ ପାରିବେ ।
ନୂଆଦିଲ୍ଲୀ: ଡାଲି, ଚାଉଳ, ଅଟା ଓ ପାଣି… । ସବୁ ଘରେ ସାଇତି ରଖ । ୭୨ ଘଣ୍ଟାରୁ ନେଇ ୯୦ ଦିନ ପର୍ଯ୍ୟନ୍ତ ଏଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ୍ ରଖିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ବ୍ରିଟେନ୍ ତାର ନାଗରିକଙ୍କୁ ଅତି କମ୍ରେ ଘରେ ୭୨ ଘଣ୍ଟାର ଅତ୍ୟାବଶ୍ୟକୀୟ ସାମଗ୍ରୀ ସାଇତି ରଖିବାକୁ ପରାମର୍ଶ ଦେଇଛି ।
ଅନ୍ୟପଟେ ଆମେରିକା ତାର ସୈନ୍ୟ ଆଡ୍ଡା ଗୁଡ଼ିକରେ ୯୦ ଦିନ ପର୍ଯ୍ୟନ୍ତ ସାମଗ୍ରୀ ରଖିବାକୁ କହିଛି । ୯୦ ଦିନ ପର୍ଯ୍ୟନ୍ତ ବିନା ଆମାନୀରେ ସୈନ୍ୟ ଆଡ୍ଡା ସଞ୍ଚାଳନ ପାଇଁ ଯୋଜନା କରୁଛି ଆମେରିକା । ସେହିଭଳି ଜାପାନ ମଧ୍ୟ ତାର ନାଗରିକଙ୍କୁ ଖାଦ୍ୟ-ପାନୀୟ ସାମଗ୍ରୀ ସହ ଅନ୍ୟ ଜିନିଷ ରଖିବାକୁ ଅପିଲ୍ କରିଛି । କିନ୍ତୁ, ପ୍ରଶ୍ନ ହେଉଛି ଦୁନିଆର ବିକଶିତ ଦେଶ ହଠାତ୍ କାହିଁକି ଏଭଳି ପ୍ରସ୍ତୁତି ଚଳାଇଛନ୍ତି ?
ଏଥିସହ ପଢ଼ନ୍ତୁ: ନେତାନ୍ୟାହୁ ହାରିଗଲେ ଥମିଯିବ ଇରାନ ଯୁଦ୍ଧ ? ଆଜି ବଡ଼ ଫଇସଲା
ସୂଚନା ଅନୁସାରେ, ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରି ମହଜୁଦ୍ କରି ରଖିବା ପଛରେ ୩ ଦେଶର ଚିନ୍ତାଧାରା ଭିନ୍ନ ରହିଛି । କିନ୍ତୁ ଏହା ପଛର ବାର୍ତ୍ତା ହେଉଛି ଗୋଟିଏ । କୌଣସି ସଂକଟର ଆରମ୍ଭ ସମୟରେ ସାଧାରଣ ଲୋକ ଓ ଗୁରତ୍ଵପୂର୍ଣ୍ଣ ସଂସ୍ଥା ଯେଭଳି ନିଜକୁ ସମ୍ଭାଳିବାରେ ସକ୍ଷମ ହୋଇ ପାରିବେ । ଏହି କାରଣରୁ ସରକାର ଜନସାଧାରଣ ଓ ସଂସ୍ଥାଗୁଡ଼ିକୁ ଜରୁରୀ ସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଜୋର୍ ଦେଉଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବ୍ରିଟେନ ସରକାରଙ୍କ ଅନୁସାରେ, ଖରାପ ପାଣିପାଗ, ବନ୍ୟା, ଜଙ୍ଗଲରେ ନିଆଁ, ବିଦ୍ୟୁତ୍ ଓ ଇଣ୍ଟରନେଟ୍ ସେବାରେ ବାଧା, ସାଇବର ଆକ୍ରମଣ ତଥା ଗୁରୁତ୍ଵପୂର୍ଣ୍ଣ ଭିତ୍ତିଭୂମି ଉପରେ ସମ୍ଭାବ୍ୟ ଆକ୍ରମଣ ଭଳି ସ୍ଥିତିରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇପାରେ ।
ଏଭଳି ସ୍ଥିତିର ସଂକଟ ଆରମ୍ଭରେ ଲୋକେ ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରନ୍ତି । ବ୍ରିଟେନର ରକ୍ଷା ଅଧିକାରୀ ମଧ୍ୟ ନିକଟରେ ସାଇବର ଆକ୍ରମଣ, ଯୋଗାଣ ଶୃଙ୍ଖଳରେ ବାଧା ଓ ଗୁରତ୍ଵପୂର୍ଣ୍ଣ ସେବା ଉପରେ ବିଦେଶୀ ଶତ୍ରୁଙ୍କ ଗତିବିଧି ନେଇ ଚିନ୍ତା ପ୍ରକାଶ କରିଥିଲା ।
କ'ଣ କହୁଛି ଆମେରିକା ?
ବ୍ରିଟେନ ଅପେକ୍ଷା ଆମେରିକା ମାମଲା ଟିକିଏ ଭିନ୍ନ । ଏଠାରେ ସରକାର ନାଗରିକଙ୍କ ପରିବର୍ତ୍ତେ ସୈନ୍ୟ ପ୍ରସ୍ତୁତି ଉପରେ ଗୁରୁତ୍ଵ ଦେଉଛନ୍ତି । ଆମେରିକାର ପ୍ରତିରକ୍ଷା ବିଭାଗ 'FORTRESS' ନାମକ ଅଭିଯାନ ଆରମ୍ଭ ରିଛି । ଯେଉଁଥିରେ ପ୍ରମୁଖ ସୈନ୍ୟ ଠିକଣାରେ ଅତି କମ୍ରେ ୯୦ ଦିନ ପର୍ଯ୍ୟନ୍ତ ବିଦ୍ୟୁତ୍, ପାଣି, ଇନ୍ଧନ ଓ ଯୋଗାଯୋଗ ଭଳି ଜରୁରୀ ସାମଗ୍ରୀ ପାଇଁ ବାହାର ଉପରେ ନିର୍ଭର ନ କରିବାକୁ କୁହାଯାଇଛି । ଏହାଦ୍ଵାରା ବଡ଼ ଯୁଦ୍ଧ, ସାଇବର ଆକ୍ରମଣ ଭଳି ସ୍ଥିତିରେ ସୈନ୍ୟ ଆଡ୍ଡା କାର୍ଯ୍ୟକ୍ଷମ ରହି ପାରିବ ।
ଜାପାନର ପରାମର୍ଶ
ତେବେ ଜାପାନର ଚିନ୍ତା ଯୁଦ୍ଧ ନୁହେଁ ବରଂ ପ୍ରାକୃତିକ ବିପର୍ଯ୍ୟୟଅଟେ । ଭୂମିକମ୍ପ, ସୁନାୀ ଓ ଅନ୍ୟ ବିପର୍ଯ୍ୟୟ ଦୃଷ୍ଟିରୁ ଜାପାନ ସମ୍ବେଦନଶୀଳ । ଯାହାକୁ ନେଇ ଜାପାନ ଦୀର୍ଘ ସମୟରେ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତି ରହିବାକୁ ଗୁରୁତ୍ଵ ଦେଇ ଆସୁଛି । ସରକାରଙ୍କ ଅନୁସାରେ, ଭୂମିକମ୍ପ ପରେ ବିଦ୍ୟୁତ୍, ପାଣି ଓ ପରିବହନ ପ୍ରଭାବିତ ହୋଇପାରେ । ତେଣୁ ଲୋକେ କିଛିଦିନ ପାଇଁ ପ୍ରସ୍ତୁତ ରହିବା ଦରକାର ।

ଏଥିସହ ପଢ଼ନ୍ତୁ: 'ଆମେ ଏପରି ରାଷ୍ଟ୍ରପତି ପୂର୍ବରୁ କେବେ ଦେଖିନାହୁଁ...': ଏମିତି କାହିଁକି କହିଲେ ବାରାକ ଓବାମା ?
ବଡ଼ ସଂକଟ ଆଡ଼କୁ ବଢ଼ୁଛି କି ବିଶ୍ଵ ?
ବର୍ତ୍ତମାନ ବ୍ରିଟେନ୍, ଆମେରିକା ଓ ଜାପାନ ଜାରି କରିଥିବା ପରାମର୍ଶର ଅର୍ଥ ନୁହେଁ କୌଣସି ଦେଶ ଯୁଦ୍ଧ କିମ୍ବା ବଡ଼ ଚେତାବନୀ ଜାରି କରିଛି । କିନ୍ତୁ ବିଶ୍ଵବ୍ଯାପୀ ବିଭିନ୍ନ ରାଷ୍ଟ୍ର ସମ୍ଭାବ୍ୟ ବିପଦକୁ ଅଧିକ ଗମ୍ଭୀରତାର ଦେଖୁଛନ୍ତି । ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ଅସ୍ଵାଭାବିକ ପାଣିପାଗ, ସାଇବର ଆକ୍ରମଣ ବିପଦ, ବିଶ୍ଵ ଯୋଗାଣ ଶୃଙ୍ଖଳ ଓ ଭୂ-ରାଜନୈତିକ ଉତ୍ତେଜନା ସରକାରଙ୍କୁ ଜରୁରୀ ସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ବାଧ୍ୟ କରିଛି ।