Aviation News / ଯାତ୍ରୀଙ୍କ ଫୋନ୍ ଦେଖିଲେ ଏୟାରହୋଷ୍ଟେସ୍; ତୁରନ୍ତ ଲ୍ୟାଣ୍ଡ ହେଲା ବିମାନ
·1 hour ago·2 min read

Key Points
ଯାତ୍ରୀଙ୍କ ଫୋନ୍ ଦେଖିବା ମାତ୍ରେ ଡରିଗଲେ ଏୟାରହୋଷ୍ଟେସ୍ । ତୁରନ୍ତ ଅବତରଣ କରିବାକୁ ପଡ଼ିଲା ଲ୍ୟାଣ୍ଡିଂ ।
ଆମେରିକାର ଲସ୍ ଭେଗାସ୍ରୁ ୟୁନାଇଟେଡ୍ ଏୟାରଲାଇନ୍ସର ବିମାନ ୧୬୮୧ ନ୍ୟୁ ଜର୍ସି ଯାଉଥିଲା । ହଠାତ୍ ବିମାନକୁ ଲସ୍ ଭେଗାସ୍ ଫେରିବାକୁ ପଡ଼ିଲା । କାରଣ ଏୟାରହୋଷ୍ଟେସ୍ ଜଣକ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ମୋବାଇଲରେ ଏମିତି କିଛି ଦେଖିଥିଲେ, ଯାହାପରେ ଆକାଶରେ ବିମାନ ଉଡ଼ିବା ଆଦୌ ସମ୍ଭବ ନଥିଲା । ଫଳରେ ତୁରନ୍ତ ବିମାନକୁ ଲସ୍ ଭେଗାସ୍କୁ ଫେରିବାକୁ ପଡ଼ିଥିଲା ଏବଂ ବିମାନ ଅବତରଣ ପରେ ଉକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା ।
ଏହାପରେ ତୁରନ୍ତ ବିମାନଟି ନିଜ ଦିଗ ବଦଳାଇଥିଲା ଓ ପୁଣିଥରେ ଲସ୍ ଭେଗାସ୍ରେ ଅବତରଣ କରିଥିଲେ । ଯେତେବେଳେ ଯାତ୍ରୀମାନେ ଲସ୍ ଭେଗାସ୍ରେ ପହଞ୍ଚିଥିଲେ, ସେତେବେଳେ ସେମାନେ ଭୟଭୀତ ହୋଇପଡିଥିଲେ । ବିମାନବନ୍ଦରରେ ଏକ ଅଜବ ସ୍ଥିତି ଉପୁଜିଥିଲା । ଏହି ବିମାନଟି ଅକ୍ଟୋବର ୧୪ ତାରିଖ ଲୋକାଲ୍ ଟାଇମ୍ ଅନୁସାରେ ରାତି ପ୍ରାୟ ୧୧.୦୫ଟାରେ ଲସ୍ ଭେଗାସ୍ର ହ୍ୟାରି ରିଡ୍ ଅନ୍ତର୍ଜାତୀୟ ଏୟାରପୋର୍ଟକୁ ସୁରକ୍ଷିତ ଭାବେ ଫେରିଆସିଥିଲା ।
- ଯାତ୍ରୀଙ୍କ ଫୋନରେ କଣ ଦେଖିଲେ ଏୟାରହୋଷ୍ଟେସ ?
ଏହାପରେ ତୁରନ୍ତ ବିମାନଟି ନିଜ ଦିଗ ବଦଳାଇଥିଲା ଓ ପୁଣିଥରେ ଲସ୍ ଭେଗାସ୍ରେ ଅବତରଣ କରିଥିଲେ । ଯେତେବେଳେ ଯାତ୍ରୀମାନେ ଲସ୍ ଭେଗାସ୍ରେ ପହଞ୍ଚିଥିଲେ, ସେତେବେଳେ ସେମାନେ ଭୟଭୀତ ହୋଇପଡିଥିଲେ । ବିମାନବନ୍ଦରରେ ଏକ ଅଜବ ସ୍ଥିତି ଉପୁଜିଥିଲା । ଏହି ବିମାନଟି ଅକ୍ଟୋବର ୧୪ ତାରିଖ ଲୋକାଲ୍ ଟାଇମ୍ ଅନୁସାରେ ରାତି ପ୍ରାୟ ୧୧.୦୫ଟାରେ ଲସ୍ ଭେଗାସ୍ର ହ୍ୟାରି ରିଡ୍ ଅନ୍ତର୍ଜାତୀୟ ଏୟାରପୋର୍ଟକୁ ସୁରକ୍ଷିତ ଭାବେ ଫେରିଆସିଥିଲା ।
- ଅଳ୍ପକେ ବର୍ତ୍ତିଗଲା ବଡ଼ ଅଘଟଣ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ସାଉଦି ଆରବ ଯାତ୍ରୀଙ୍କୁ ବଡ଼ ଝଟକା, ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ଉଡ଼ାଣ ବାତିଲ୍
- ସମ୍ପୃକ୍ତ ଯାତ୍ରୀ ଗିରଫ
Related Topics
Explore more stories